ତିଥି ବାର ବେଳା

ତିଥି ବାର ବେଳା

Share :

୧.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି18ନ, ଇଂରାଜୀ 2016 ମସିହା, ଫେବୃଆରୀ 1 ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ତୁଳାଚନ୍ଦ୍ର, ସ୍ବାତୀ ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି | ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମିଥୁନ ରାଶିର ଘାତନକ୍ଷତ୍ର ଓ ଧନୁ ରାଶିର ଘାତଚନ୍ଦ୍ର |   ୨.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି19ନ, ଇଂରାଜୀ 2016 ମସିହା, ଫେବୃଆରୀ 2 ତାରିଖ, ମଙ୍ଗଳବାର, ମାଘ କୃଷ୍ଣପକ୍ଷ, ନବମୀ ତିଥି, ତୁଳାଚନ୍ଦ୍ର, ବିଶାଖା ନକ୍ଷତ୍ର | ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି | ମକର ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର | ଦିବା 10/26 ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି | ବୃଷ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 2 ପାଦ, ଦିବା 4/59 ଗତେ 1 ପାଦ |   ୩.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି20ନ, ଇଂରାଜୀ 2016 ମସିହା, ଫେବୃଆରୀ 3 ତାରିଖ, ବୁଧବାର, ମାଘ କୃଷ୍ଣପକ୍ଷ, ଦଶମୀ ତିଥି, ବିଛାଚନ୍ଦ୍ର, ଅନୁରାଧା ନକ୍ଷତ୍ର | ନକ୍ଷତ୍ରାମୃତ ଯୋଗ-ଦେବତାଗଠନ, ନାମକରଣ, ବହିଃନିଷ୍କ୍ରମଣ, ନୋକାଚାଳନ, ନବବସ୍ତ୍ର ପରିଧାନ, ଅଳଂକାର ଧାରଣ, ଓାଷଧିକରଣ, ଗୋକ୍ରୟ, ନବାନ୍ନ ଫଳଭକ୍ଷଣ, ହଳପ୍ରବାହ, କର୍ଣ୍ଣବେଧ ଶୁଭ | ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ଯା ରାଶି | କର୍କଟ ରାଶିର ଘାତବାର ଓ ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର |   ୪.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି21ନ, ଇଂରାଜୀ 2016 ମସିହା, ଫେବୃଆରୀ 4 ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ଏକାଦଶୀ ତିଥି, ବିଛାଚନ୍ଦ୍ର, ଜେଷ୍ଠା ନକ୍ଷତ୍ର | ଅଦ୍ୟ ସର୍ବସମ୍ମତ (ରାମାନୁଜ ଭିନ୍ନ) ଷଟ୍ତିଳା ଏକାଦଶୀ, ଉପବାସ ଓ ବ୍ରତ | ଓଳାଷୁଣୀ ଗୁମ୍ଫାମେଳା ଓ ହଳନିଷେଧ, ମଧୁସୂଦନଙ୍କ ଶ୍ରାଦ୍ଧ ଦିବସ | ଶୁଭକର୍ମ ଯୋଗ-ବହିଃ ନିଷ୍କ୍ରମଣ, ନବବସ୍ତ୍ର ପରିଧାନ, ଓାଷଧିକରଣ, ଗୋକ୍ରୟ ଶୁଭ | ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ଯା ରାଶି | ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର | ସଂଧ୍ୟା 6/9 ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି | ମୀନ ରାଶିର ଘାତଚନ୍ଦ୍ର |   ୫.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି22ନ, ଇଂରାଜୀ 2016 ମସିହା, ଫେବୃଆରୀ 5 ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ଦ୍ବାଦଶୀ ତିଥି, ଧନୁଚନ୍ଦ୍ର, ମୂଳା ନକ୍ଷତ୍ର | ଅଦ୍ୟ ରାମାନୁଜ ଏକାଦଶୀ ଉପବାସ ଓ ବ୍ରତ | ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି | ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର, ମୀନ ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର |   ୬.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି23ନ, ଇଂରାଜୀ 2016 ମସିହା, ଫେବୃଆରୀ 6 ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ଧନୁଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର | ରାତି ଘ1ଣ୍ଟା 14 ଗତେ ଶରଣ ଆରମ୍ଭ | ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି | ବୃଷ, ସିଂହ ଓ କନ୍ଯା ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର | ରାତ୍ରି 2/33 ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି | ସିଂହ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 1 ପାଦ, ରାତ୍ରି 7/59 ଗତେ 2 ପାଦ |   ୭.୨.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି24ନ, ଇଂରାଜୀ 2016 ମସିହା, ଫେବୃଆରୀ 7 ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମକରଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର | ଅଦ୍ୟ ରଟନ୍ତୀ ଚତୁର୍ଦ୍ଦଶୀ ସ୍ନାନ, ଯମତର୍ପଣ, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା, ନଷ୍ଟଚନ୍ଦ୍ର ଉପବାସ, ଶରଣପଞ୍ଚକ | ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି | ମେଷ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର | ପୁଷ୍କର-ମୃତେ 2 ପାଦ, ରାତ୍ରି 7/25 ଗତେ 1 ପାଦ |

Share :