ତିଥି ବାର ବେଳା- ଜୁଲାଇ ୨-୮, ୨୦୧୮

ତିଥି ବାର ବେଳା- ଜୁଲାଇ ୨-୮, ୨୦୧୮

Share :

୨.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୮ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୨ ତାରିଖ, ସୋମବାର, ଆଷାଢ଼ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛାରାଶି। ମିଥୁନ ଓ ଧନୁ ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। ସିଂହ ରାଶିର ଘାତଚନ୍ଦ୍ର। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୧୦ ରୁ ଘ୧୦ା୪, ରାତ୍ରି ଘ୧୧ା୨୩ ରୁ ଘ୧ା୪ ଘ୧ା୫୬ ରୁ ଘ୨ା୫୧। ଅମୃତ - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୧୧ା୫୦ ରୁ ଘ୧ା୫୮, ଘ୪ା୩ ରୁ ଘ୭ା୧୧, ରାତ୍ରି ଘ୪ା୩ ରୁ ନିଶାନ୍ତ। ୩.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୯ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୩ ତାରିଖ, ମଙ୍ଗଳବାର, ଆଷାଢ଼ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଅଣବସର ପଞ୍ଚମୀ। ଯମଘଣ୍ଟକ ଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟାରାଶି। ମକର ରାଶିର ଘାତବାର। ତୁଳା ରାଶିର ଘାତନକ୍ଷତ୍ର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ, ରାତ୍ରି ଘ୪ା୪ ଗତେ ୨ ପାଦ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୧ା୫୬ ରୁ ଘ୩ା୫୧, ରାତ୍ରି ଘ୯ା୫୬ ରୁ ଘ୧୧ା୫୧। ଅମୃତ - ପ୍ରାତଃ ଘ୬ା୫୬ ରୁ ଘ୯ା୪, ଦିବା ଘ୧୧ା୧୦ ରୁ ଘ୧୨ା୩୮ ରାତ୍ରି ଘ୧୨ା୩ ରୁ ଘ୩ା୫୧। ୪.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୦ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୪ ବୁଧବାର, ଆଷାଢ଼ କୃଷ୍ଣପକ୍ଷ, ଷଷ୍ଠୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦକ୍ଷଃ ନକ୍ଷତ୍ର। ଅଦ୍ୟ ଶରଣ ଶେଷ। ତିଥ୍ୟମୃତ ଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର। ମେଷ ଓ କର୍କଟ ରାଶିର ଘାତତିଥି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ରାତ୍ରି ଘ୧୨ା୫ ଗତେ ଓ ନିଶାନ୍ତ ମେଧ୍ୟ ୨ ପାଦ। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୪ା୩ ରୁ ଘ୭ା୪, ରାତ୍ରି ଘ୭ା୫୬ ରୁ ଘ୯ା୫୧, ଘ୪ା୩ ରୁ ନିଶାନ୍ତ। ଅମୃତ - ଦିବା ଘ୭ା୧୬ ରୁ ଘ୮ା୪୪, ଘ୧ା୪୩ ରୁ ଘ୩ା୫୧, ରାତ୍ରି ଘ୧୧ା୪୩ ରୁ ଘ୧ା୫୧। ୫.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୧ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୫ ତାରିଖ, ଗୁରୁବାର, ଆଷାଢ଼ କୃଷ୍ଣପକ୍ଷ, ସପ୍ତମୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଯମଘଣ୍ଟକ ଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ଧନୁରାଶିର ଘାତତିଥି। ଧନୁରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ଦିବା ଘ୬ା୪ ମେଧ୍ୟ ୨ ପାଦ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୨୩ ରୁ ଘ୧ା୪। ସନ୍ଧ୍ୟା ଘ୫ା୨୩ ରୁ ଘ୭ା୧୮। ରାତ୍ରି ଘ୧ା୩୦ ରୁ ଘ୩ା୧୧, ଘ୪ା୩ ରୁ ନିଶାନ୍ତ। ଅମୃତ - ଦିବା ଘ୧ା୧୬ ରୁ ଘ୨ା୪୪, ରାତ୍ରି ଘ୭ା୩୦ ରୁ ଘ୧୧ା୧୮। ୬.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୨ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୬ ତାରିଖ, ଶୁକ୍ରବାର, ଆଷାଢ଼ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ରା ନକ୍ଷତ୍ର। ଶୁଭକର୍ମ - ବିବାହ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବିଛା ଓ ମୀନ ରାଶିର ଘାତବାର। ମିଥୁନ ଓ କନ୍ୟା ରାଶିର ଘାତତିଥି। ଧନୁରାଶିର ଘାତଚନ୍ଦ୍ର। ଅଷ୍ଟମୀ ତିଥି ପର୍ବଦିନ, ତୈଳ, ମାଂସ, ସ୍ତ୍ରୀସମ୍ୱୋଗ ନିଷେଧ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୪୩ ରୁ ଘ୯ା୨୪, ଘ୧୨ା୨୩ ରୁ ଘ୨ା୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୨୩ ରୁ ଘ୮ା୫୧, ରାତ୍ରି ଘ୨ା୨୩ ରୁ ନିଶାନ୍ତ। ୭.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୩ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୭ ତାରିଖ, ଶନିବାର, ଆଷାଢ଼ କୃଷ୍ଣପକ୍ଷ, ନବମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ସିଦ୍ଧିଯୋଗ, ଶୁଭକର୍ମ - ବିବାହ, ଗୃହପ୍ରବେଶ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ ସିଂହ ଓ କନ୍ୟାରାଶିର ଘାତବାର। ସିଂହ ଓ ବିଛା ରାଶିର ଘାତତିଥି। ବିଛାରାଶିର ଘାତନକ୍ଷତ୍ର। ଧନୁରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସନ୍ଧ୍ୟା ଘ୬ା୩୦ ରୁ ଘ୮ା୨୪। ଅମୃତ - ଦିବା ଘ୧୦ା୧୦ ରୁ ଘ୧୨ା୧୮, ଘ୨ା୨୩ ରୁ ଘ୩ା୫୧, ରାତ୍ରି ଘ୧୧ା୧୦ ରୁ ଘ୨ା୫୮। ୮.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨୪ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୮ ତାରିଖ, ରବିବାର, ଆଷାଢ଼ କୃଷ୍ଣପକ୍ଷ, ଦଶମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ଅଣବସର ଦଶମୀ। ତିଥ୍ୟମୃତ ଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ କର୍କଟ, ତୁଳା, ବିଛା ଓ କୁମ୍ଭରାଶି। ମେଷ ରାଶିର ଘାତଚନ୍ଦ୍ର ଓ ଘାତବାର। ମୃତେ ପୁଷ୍କର ୧ ପାଦ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୧୬ ରୁ ଘ୧୦ା୧୦, ଘ୧୨ା୫୬ ରୁ ଘ୩ା୫ ସନ୍ଧ୍ୟା ଘ୫ା୫୬ ରୁ ଘ୮ା୫, ରାତ୍ରି ଘ୩ା୩ ରୁ ଘ୩ା୫୭। ଅମୃତ - ପ୍ରାତଃ ଘ୫ା୫୬ ରୁ ଘ୮ା୧୭, ରାତ୍ରି ଘ୮ା୩ ରୁ ଘ୯ା୪୫।

Share :