ତିଥି ବାର ବେଳା- ଜୁନ ୧୮-୨୪, ୨୦୧୮

ତିଥି ବାର ବେଳା- ଜୁନ ୧୮-୨୪, ୨୦୧୮

Share :

୧୮.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୪ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୮ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ଶୀତଳଷଷ୍ଠୀ ଯାତ୍ରା। ତିଥ୍ୟମୃତଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର କୁମ୍ଭ ଓ ବୃଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ମୀନ ରାଶିର ଘାତନକ୍ଷତ୍ର। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୫୮ ରୁ ଘ୧୦ା୪, ଘ୧୧ା୧୧ ରୁ ଘ୧ା୪, ଘ୧ା୪୪ ରୁ ଘ୨ା୫୧। ଅମୃତ - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୧୧ା୩୮ ରୁ ଘ୧ା୫୮, ଘ୩ା୫୧ ରୁ ଘ୭ା୧୧। ରାତ୍ରି ଘ୩ା୫୧ ରୁ ନିଶାନ୍ତ। ୧୯.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୫ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୯ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଷଷ୍ଠୀ(ସପ୍ତମୀ କ୍ଷଃ) ତିଥି, ସିଂହ ଚନ୍ଦ୍ର, ପୂର୍ବାଫା. ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରେ ଶୀତଳଷଷ୍ଠୀ। ତ୍ର୍ୟହସ୍ପର୍ଶା ତିଥି, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମକର ରାଶିର ଘାତବାର। ମେଷ ଓ କର୍କଟ ରାଶିର ଘାତତିଥି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ, ପ୍ରାତଃ ଘ୬ା୩୩ ଗତେ ୨ ପାଦ। ରାତ୍ରି ଘ୪୫୧ ଗତେ ୧ ପାଦ ଓ ରାତ୍ରି ଘ୨ା୧୭ ଗତେ ୨ ପାଦ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୧ା୫୬ ରୁ ଘ୩ା୫୧, ରାତ୍ରି ଘ୯ା୫୬ ରୁ ଘ୧୧ା୫୧, ଅମୃତ - ପ୍ରାତ ଘ୬ା୫୬ ରୁ ଘ୯ା୪। ଦିବା ଘ୧୧ା୧୦ ରୁ ଘ୧୨ା୪୮, ରାତ୍ରି ଘ୧୨ା୩ ରୁ ଘ୩ା୫୧। ୨୦.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୬ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୦ ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫା. ନକ୍ଷତ୍ର। କାଳଘଣ୍ଟକ ଓ ପାପଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। କର୍କଟ ରାଶିର ଘାତବାର। ମିଥୁନ ଓ କନ୍ୟା ରାଶିର ଘାତତିଥି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଅଷ୍ଟମୀ ପୂର୍ବଦିନ, ତୈଳ, ମାଂସ ଓ ସ୍ତ୍ରୀସମ୍ୱୋଗ ନିଷେଧ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୪ା୩ ରୁ ଘ୭ା୪, ରାତ୍ରି ଘ୭ା୫୬ ରୁ ଘ୯ା୫୧, ଘ୪ା୩ ରୁ ନିଶାନ୍ତ। ଅମୃତ - ଦିବା ଘ୭ା୧୬ ରୁ ଘ୮ା୪୪, ଘ୧ା୪୩ ରୁ ଘ୩ା୫୧, ରାତ୍ରି ଘ୧୧ା୪୩ ରୁ ଘ୧ା୫୧। ୨୧.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୭ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୧ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ନବମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଜଗନ୍ନାଥ ଦାସଙ୍କ ଆବିର୍ଭାବ (ଜୟନ୍ତୀ)। କାଳଘଣ୍ଟକ ଓ ପାପଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭରାଶିର ଘାତବାର। ସିଂହ ଓ ବିଛା ରାଶିର ଘାତତିଥି। ବୃଷ ରାଶିର ଘାତନକ୍ଷତ୍ର। ବୃଷ ରାଶିର ଘାତଚନ୍ଦ୍ର। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୨୩ ରୁ ଘ୧ା୪, ସନ୍ଧ୍ୟା ଘ୫ା୨୩ ରୁ ଘ୭ା୧୮, ରାତ୍ରି ଘ୧ା୩୦ ରୁ ଘ୩ା୧୧, ଘ୪ା୩ ରୁ ନିଶାନ୍ତ। ଅମୃତ - ଦିବା ଘ୧ା୧୬ ରୁ ଘ୨ା୪୪, ରାତ୍ରି ଘ୭ା୩୦ ରୁ ଘ୧୧ା୧୮। ୨୨.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୮ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୨ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦଶମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ଅଦ୍ୟ ଗଙ୍ଗାଦଶହରା, ସେତୁବନ୍ଧ ପ୍ରତିଷ୍ଠା ଦିବସ। ଶୁଭକର୍ମ, ଗୃହପ୍ରବେଶ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୪୩ ରୁ ଘ୯ା୨୪, ଘ୧୨ା୨୩ ରୁ ଘ୨ା୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୨୩ ରୁ ଘ୮ା୫୧, ରାତ୍ରି ଘ୨ା୨୩ ରୁ ନିଶାନ୍ତ। ୨୩.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୯ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୩ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଏକାଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ନିର୍ଜଳା ଏକାଦଶୀ, ରୁକ୍ମିଣୀ ବିବାହ। ତିଥ୍ୟମୃତ ଯୋଗ, ବିବାହ, ଗୃହାରମ୍ଭ ଓ ପ୍ରବେଶ। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମିଥୁନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ ପାଦ, ରାତ୍ରି ଘ୧ା୫୦ ଗତେ ୩ ପାଦ। ବିଧବା, ସନ୍ୟାସୀ ଓ ବୈଷ୍ଣବ୍ୟ ଏକାଦଶୀ ବ୍ରତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସନ୍ଧ୍ୟା ଘ୬ା୩୦ ରୁ ଘ୮ା୨୪। ଅମୃତ - ଦିବା ଘ୧୦ା୧୦ ରୁ ଘ୧୨ା୧୮, ଘ୨ା୨୩ ରୁ ଘ୩ା୫୧, ରାତ୍ରି ଘ୧୧ା୧୦ ରୁ ଘ୨ା୫୮। ୨୪.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୦ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୪ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଚମ୍ପକଦ୍ୱାଦଶୀ। କାଳଘଣ୍ଟକ ଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି। ମେଷ ରାଶରି ଘାତବାର। ତୁଳା, ମକର ଓ ମୀନ ରାଶିର ଘାତତିଥି। ମୃତେ ପୁଷ୍କର ୩ ପାଦ, ରାତ୍ରି ଘ୨ା୪୦ ଗତେ ୨ ପାଦ, ରାତ୍ରି ଘ୩ା୩୬ ଗତେ ୧ ପାଦ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୨୩ ରୁ ଘ୧୦ା୪, ଘ୧ା୩ ରୁ ଘ୨ା୫୮, ସନ୍ଧ୍ୟା ଘ୬ା୩ ରୁ ଘ୭ା୮, ରାତ୍ରି ଘ୨ା୧୦ ରୁ ଘ୩ା୫୧। ଅମୃତ -ପ୍ରାତଃ ଘ୬ା୩ ରୁ ଘ୮ା୫୧, ରାତ୍ରି ଘ୮ା୧୦ ରୁ ଘ୯ା୩୮।

Share :