ତିଥି ବାର ବେଳା- ଜୁନ ୧୧-୧୭, ୨୦୧୮

ତିଥି ବାର ବେଳା- ଜୁନ ୧୧-୧୭, ୨୦୧୮

Share :

୧୧.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୮ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୧ ତାରିଖ, ସୋମବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ମଳମାସ ଓ ପାପଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭରାଶି। ମିଥୁନ ଓ ଧନୁରାଶିର ଘାତବାର। ତୁଳା, ମକର ଓ ମୀନ ରାଶିର ଘାତତିଥି। ଧନୁ ରାଶିର ଘାତନକ୍ଷତ୍ର। ମେଷ ରାଶିର ଘାତଚନ୍ଦ୍ର। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୫୮ ରୁ ଘ୧୦ା୪, ଘ୧୧ା୧୧ ରୁ ଘ୧ା୪, ଘ୧ା୪୪ ରୁ ଘ୨ା୫୧। ଅମୃତ - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୧୧ା୩୮ ରୁ ଘ୧ା୫୮, ଘ୩ା୫୧ ରୁ ଘ୭ା୧୧, ରାତ୍ରି ଘ୩ା୫୧ ରୁ ନିଶାନ୍ତ। ୧୨.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୯ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୨ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ତ୍ରୟୋଦଶୀ(ଚତୁର୍ଦ୍ଦଶୀ ମଳ) ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ନିଶାପାଳନ। ମଳମାସ ଓ ତ୍ର୍ୟହସ୍ପର୍ଶା ତିଥି, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା ଧନୁ ଓ ମୀନ ରାଶି। ମକର ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ ପାଦ, ଦିବା ଘ୯ା୧୯ ଗତେ ୧ ପାଦ। ଚତୁର୍ଦ୍ଦଶୀ ପର୍ବଦିନ, ତୈଳ, ମାଂସ, ସ୍ତ୍ରୀସମ୍ଭୋଗ ନିଷେଧ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୧ା୪୪ ରୁ ଘ୩ା୫୧, ରାତ୍ରି ଘ୯ା୪୪ ରୁ ଘ୧୧ା୫୧। ଅମୃତ - ପ୍ରାତ ଘ୬ା୪୪ ରୁ ଘ୯ା୪, ଦିବା ଘ୧୦ା୫୮ ରୁ ଘ୧୨ା୩୮, ରାତ୍ରି ଘ୧୧ା୫୧ ରୁ ଘ୩ା୫୧। ୧୩.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୩୦ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୩ ବୁଧବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ଜ୍ୟେଷ୍ଠ ମଳ ଅମାବାସ୍ୟା (ନଷ୍ଟଚନ୍ଦ୍ର ଅମାବାସ୍ୟା), ମଳମାସ ସମାପ୍ତି। ମଳମାସ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। କନ୍ୟା ରାଶିର ଘଶତବାର। ମକର ରାଶିର ଘାତନକ୍ଷତ୍ର। କନ୍ୟା ରାଶିର ଘାତଚନ୍ଦ୍ର। ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୩ା୫୧ ରୁ ଘ୭ା୪, ରାତ୍ରି ଘ୭ା୪୪ ରୁ ଘ୯ା୫୧, ଘ୩ା୫୧ ରୁ ନିଶାନ୍ତ। ଅମୃତ - ଦିବା ଘ୭ା୪ ରୁ ଘ୮ା୪୪, ଘ୧ା୩୧ ରୁ ଘ୩ା୫୧, ରାତ୍ରି ଘ୧୧ା୩୧ ରୁ ଘ୧ା୩୧। ୧୪.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୩୧ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୪ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ମାସାନ୍ତ, ପ୍ରଥମ ରଜପର୍ବ। ଯମଘଣ୍ଟକ ଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୧୧ ରୁ ଘ୧ା୪, ସନ୍ଧ୍ୟା ଘ୫ା୧୧ ରୁ ଘ୭ା୧୮, ରାତ୍ରି ଘ୧ା୧୮ ରୁ ଘ୩ା ୧୧, ଘ୩ା୫୧ ରୁ ନିଶାନ୍ତ। ଅମୃତ - ଦିବା ଘ୧ା୪ ରୁ ଘ୨ା୪୪, ରାତ୍ରି ଘ୭ା୧୮ ରୁ ଘ୧୧ା୧୮। ୧୫.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୫ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ମିଥୁନ (ରଜ) ସଂକ୍ରାନ୍ତି, ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ନିତ୍ୟଶ୍ରାଦ୍ଧ। ନିରଂଶ ଦିବସ ଓ ପାପଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର। କୁମ୍ଭ ରାଶିର ଘାତନକ୍ଷତ୍ର। କନ୍ୟା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ଦିବା ଘ୧୨ା୬ ଗତେ ସନ୍ଧ୍ୟା ଘ୬ା୧୧ ମେଧ୍ୟ ୨ ପାଦ। ମିଥୁନ ସଂକ୍ରାନ୍ତି, ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ, ଗ୍ରହଶାନ୍ତି ପୂଜା, ହୋମଯଜ୍ଞ ଓ ଦାନ ବିଧେୟ ଓ ପର୍ବଦିନରେ ତୈଳ, ମାଂସ ଓ ସ୍ତ୍ରୀସମ୍ୱୋଗ ନିଷେଧ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୩୧ ରୁ ଘ୯ା୨୪, ଘ୧୨ା୧୧ ରୁ ଘ୨ା୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୧୧ ରୁ ଘ୮ା୫୧, ରାତ୍ରି ଘ୨ା୧୧ ରୁ ନିଶାନ୍ତ। ୧୬.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୨ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୬ ତାରିଖ, ଶନିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତୃତୀୟା ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ରମ୍ଭାତୃତୀୟା, ଭୂଦାହ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମୃତେ ପୁଷ୍କର ୨ ପାଦ, ଦିବା ଘ୯ା୫୨ ଗତେ ୧ ପାଦ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସନ୍ଧ୍ୟା ଘ୬ା୧୮ ରୁ ଘ୮ା୧୧। ଅମୃତ - ଦିବା ଘ୯ା୫୮ ରୁ ଘ୧୩ା୧୮, ଘ୨ା୧୧ ରୁ ଘ୩ା୫୧, ରାତ୍ରି ଘ୧୦ା୫୮ ରୁ ଘ୨ା୫୮। ୧୭.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୩ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧୭ ତାରିଖ, ରବିବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଉମାଚତୁର୍ଥୀ, ଶିବବିବାହ, ବସୁମତୀ ସ୍ନାନ। ଶୁଭକର୍ମ ନାସ୍ତି। ଚନ୍ଦ୍ର ଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷରାଶି। ମେଷରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। ମୃତେ ପୁଷ୍କର ୧ ପାଦ। ଚତୁର୍ଥୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୧୧ ରୁ ଘ୧୦ା୪, ଘ୧୨ା୫୧ ରୁ ଘ୨ା୫୮, ସନ୍ଧ୍ୟା ଘ୫ା୫୧ ରୁ ଘ୭ା୫୮, ରାତ୍ରି ଘ୧ା୫୮ ରୁ ଘ୩ା୫୧। ଅମୃତ - ପ୍ରାତ ଘ୫ା୫୧ ରୁ ଘ୮ା୧୧, ରାତ୍ରି ଘ୭ା୫୮ ରୁ ଘ୯ା୩୮।

Share :