ତିଥି ବାର ବେଳା

ତିଥି ବାର ବେଳା

Share :

୨୭.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି13ନ, ଇଂରାଜୀ 2016 ମସିହା, ଜାନୁଆରୀ 27 ତାରିଖ ବୁଧବାର, ମାଘ କୃଷ୍ଣପକ୍ଷ, ତୃତୀୟା ତିଥି, ସିଂହଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର,  ଅଦ୍ୟ ସଂକଟ ଚତୁର୍ଥୀ ବ୍ରତ |  ୨୮.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423 ସାଲ, ସୋମ ସମ୍ବତ୍ସର, ମକର ଦି14ନ, ଇଂରାଜୀ 2016 ମସିହା, ଜାନୁଆରୀ 28 ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ସିଂହଚନ୍ଦ୍ର, ଉତ୍ତରାଫାଲ୍ଗନୀ ନକ୍ଷତ୍ର | ଅଦ୍ୟ ଲାଲା ଲଜପତ୍ରାୟ ଜୟନ୍ତୀ |  ୨୯.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି15ନ, ଇଂରାଜୀ 2016 ମସିହା, ଜାନୁଆରୀ 29 ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କନ୍ୟାଚନ୍ଦ୍ର, ହସ୍ତା ନକ୍ଷତ୍ର |  ୩୦.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି16ନ, ଇଂରାଜୀ 2016 ମସିହା, ଜାନୁଆରୀ 30 ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ଷଷ୍ଠୀ ତିଥି, କନ୍ୟାଚନ୍ଦ୍ର, ହସ୍ତା ନକ୍ଷତ୍ର | ଅଦ୍ୟ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ |  ୩୧.୧.୨୦୧୬ ଶ୍ରୀ ସମ୍ବତ୍ 2072, ଶକାବ୍ଦ 1937, ଯୁଗାବ୍ଦ 5116, ସ୍ବାଧୀନାବ୍ଦ 69, ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ57ଙ୍କ, ସନ1423ସାଲ, ସୋମ ସମ୍ବତ୍ସର, ମକର ଦି17ନ, ଇଂରାଜୀ 2016 ମସିହା, ଜାନୁଆରୀ 31 ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ସପ୍ତମୀ ତିଥି, ତୁଳାଚନ୍ଦ୍ର, ଚିତ୍ରା ନକ୍ଷତ୍ର | ଅଦ୍ୟ ସ୍ବାମୀ ବିବେକାନନ୍ଦ ଓ ରାମାନନ୍ଦ ଜୟନ୍ତୀ |

Share :