ତିଥି ବାର ବେଳା- ମେ ୨୮-ଜୁନ ୩, ୨୦୧୮

ତିଥି ବାର ବେଳା- ମେ ୨୮-ଜୁନ ୩, ୨୦୧୮

Share :

୨୮.୫.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୪ନ, ଇଂରାଜୀ ୨୦୧୮ ମସିହା, ମଇ ୨୮ ତାରିଖ, ସୋମବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ। ମଳମାସ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହରାଶି। ମିଥୁନ ଓ ଧନୁ ରାଶିର ଘାତବାର। ଚତୁର୍ଦ୍ଦଶୀ ପର୍ବଦିନ, ତୈଳ, ମାଂସ ଓ ସ୍ତ୍ରୀସମ୍ୱୋଗ ନିଷେଧ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୫୮ ରୁ ଘ୧୦ା୪, ଘ୧୧ା୧୧ ରୁ ଘ୧ା୪, ଘ୧ା୪୪ ରୁ ଘ୨ା୫୧। ଅମୃତ - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୧୧ା୩୮ ରୁ ଘ୧ା୫୮, ଘ୩ା୫୧ ରୁ ଘ୭ା୧୧, ରାତ୍ରି ଘ୩ା୫୧ ରୁ ନିଶାନ୍ତ। ୨୯.୫.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୫ନ, ଇଂରାଜୀ ୨୦୧୮ ମସିହା, ମଇ ୨୯ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଜ୍ୟେଷ୍ଠ ମଳପୂର୍ଣ୍ଣିମା, ପରିଧାବୀ ସମ୍ୱତ୍ସର ପ୍ରବେଶ। ମଳମାସ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମକର ରାଶିର ଘାତବାର। କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ ପାଦ। ପୂର୍ଣ୍ଣିମା ପର୍ବଦିନ, ତୈଳ, ମାଂସ, ସ୍ତ୍ରୀସମ୍ୱୋଗ ନିଷେଧ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୧ା୪୪ ରୁ ଘ୩ା୫୧, ରାତ୍ରି ଘ୯ା୪୪ ରୁ ଘ୧୧ା୫୧। ଅମୃତ - ପ୍ରାତ ଘ୬ା୪୪ ରୁ ଘ୯ା୪, ଦିବା ଘ୩ା୫୮ ରୁ ଘ୧୨ା୩୮, ରାତ୍ରି ଘ୧୧ା୫୧ ରୁ ଘ୩ା୫୧। ୩୦.୫.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୬ନ, ଇଂରାଜୀ ୨୦୧୮ ମସିହା, ମଇ ୩୦ ବୁଧବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ପ୍ରତିପଦ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ମଳମାସ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୩ା୫୧ ରୁ ଘ୭ା୪, ରାତ୍ରି ଘ୭ା୪୪ ରୁ ଘ୯ା୫୧, ଘ୩ା୫୧ ରୁ ନିଶାନ୍ତ। ଅମୃତ - ଦିବା ଘ୭ା୪ ରୁ ଘ୮ା୪୪, ଘ୧ା୩୧ ରୁ ଘ୩ା୫୧, ରାତ୍ରି ଘ୧୧ା୩୧ ରୁ ଘ୧ା୫୧। ୩୧.୫.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୭ନ, ଇଂରାଜୀ ୨୦୧୮ ମସିହା, ମଇ ୩୧ ତାରିଖ, ଗୁରୁବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ମଳମାସ- ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ସିଂହ ରାଶିର ଘାତନକ୍ଷତ୍ର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୧୧ ରୁ ଘ୨ା ୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୧୧ ରୁ ଘ୮ା୫୧, ରାତ୍ରି ଘ୨ା୧୧ ରୁ ନିଶାନ୍ତ। ୧.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୮ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୧ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ତୃତୀୟା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ମଳମାସ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ବିଛା ଓ ମୀନ ରାଶିର ଘାତବାର। ସିଂହ ରାଶିର ଘାତନକ୍ଷତ୍ର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୩୧ ରୁ ଘ୯ା୨୪, ଘ୧୨ା୧୧ ରୁ ଘ୨ା୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୨୧, ସନ୍ଧ୍ୟା - ଘ୫ା୧୧ ରୁ ଘ୮ା୫୧, ରାତ୍ରି ଘ୨ା୧୧ ରୁ ନିଶାନ୍ତ। ୨.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୧୯ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨ ତାରିଖ, ଶନିବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ଅଦ୍ୟ ଶରଣ ଆରମ୍ଭ। ମଳମାସ ଓ ଅବମ ତିଥି, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ, ଦିବା ଘ୧୧ା୩୦ ଗତେ ୨ ପାଦ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ସନ୍ଧ୍ୟା ଘ୬ା୧୮ ରୁ ଘ୮ା୧୧। ଅମୃତ - ଦିବା ଘ୯ା୫୮ ରୁ ଘ୧୨ା୧୮, ଘ୨ା୧୧ ରୁ ଘ୩ା୫୧, ରାତ୍ରି ଘ୧୦ା୫୮ ରୁ ଘ୨ା୫୮। ୩.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ବୃଷ ଦି୨୦ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୩ ତାରିଖ, ରବିବାର, ଜ୍ୟେଷ୍ଠ (ମଳ)କୃଷ୍ଣପକ୍ଷ, ପଞ୍ଚମୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ମଳମାସ, ମଳତିଥି। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମେଷ ରାଶିର ଘାତବାର। ବୃଷ ଓ କୁମ୍ଭ ରାଶିର ଘାତତିଥି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ ପାଦ, ଦିବା ଘ୩ା୪ ଗତେ ୧ ପାଦ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୧୧ ରୁ ଘ୧୦ା୪, ଘ୧୨ା୫୧ ରୁ ଘ୨ା୫୮, ସନ୍ଧ୍ୟା ଘ୫ା୫୧ ରୁ ଘ୭ା୫୮, ରାତ୍ରି ଘ୧ା୫୮ ରୁ ଘ୩ା୫୧। ଅମୃତ - ପ୍ରାତ ଘ୫ା୫୧ ରୁ ଘ୮ା୧୧, ରାତ୍ରି ଘ୭ା୫୮ ରୁ ଘ୯ା୩୮।

Share :