ତିଥି ବାର ବେଳା- ଡିସେମ୍ବର ୧୯-୨୫, ୨୦୧୬

ତିଥି ବାର ବେଳା- ଡିସେମ୍ବର ୧୯-୨୫, ୨୦୧୬

Share :

୧୯.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୫ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୯ ତାରିଖ, ସୋମବାର, ପୌଷ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। କାଳଘଣ୍ଟକ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମେଷ ରାଶିର ଘାତନକ୍ଷତ୍ର। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୭ରୁ ଘ୧୧ା୧୩, ରାତ୍ରି ଘ୧୨ା୨୦ରୁ ଘ୨ା୧୩, ଘ୨ା୫୩ରୁ ଘ୪ା୧୦। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୦, ଦିବା ଘ୧୨/୪୭ରୁ ଘ୩/୭, ସଂଧ୍ୟା ଘ୫ା୦ରୁ ଘ୮ା୨୦, ରାତ୍ରି ଘ୫/୦ରୁ ନିଶାନ୍ତ।   ୨୦.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୬ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୦ ତାରିଖ, ମଙ୍ଗଳବାର, ପୌଷ କୃଷ୍ଣପକ୍ଷ, ସପ୍ତମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତତିଥି, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୮ା୨୦ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୨ା୪୫ ଗତେ ୩ପାଦ ଓ ସଂଧ୍ୟା ଘ୬ା୩୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୪ରୁ ଘ୫ା୧, ରାତ୍ରି ଘ୧୦ା୫୪ରୁ ଘ୧ା୧। ଅମୃତ ଦିବା ଘ୭/୫୪ରୁ ଘ୧୦/୧୪, ଘ୧୨ା୮ରୁ ଘ୧ା୪୮, ରାତ୍ରି ଘ୧/୧ରୁ ଘ୫ା୧।   ୨୧.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୭ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୧ ତାରିଖ, ବୁଧବାର, ପୌଷ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଅଷ୍ଟକା ଶ୍ରାଦ୍ଧ, ସାମନ୍ତ ଚନ୍ଦ୍ରଶେଖର ଓ ବାଇକୋଳି ଜୟନ୍ତୀ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। କର୍କଟ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୪, ଦିବା ଘ୫ା୧ରୁ ଘ୮ା୧୪, ରାତ୍ରି ଘ୮ା୧୪ରୁ ଘ୧୧ା୧, ଘ୫ା୧ରୁ ନିଶାନ୍ତ। ଅମୃତ ଦିବା ଘ୮/୧୪ରୁ ଘ୯/୫୪, ଘ୨ା୪୧ରୁ ଘ୫ା୧, ରାତ୍ରି ଘ୧୨/୪୧ରୁ ଘ୩ା୧।   ୨୨.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୮ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୨ ତାରିଖ, ଗୁରୁବାର, ପୌଷ କୃଷ୍ଣପକ୍ଷ, ନବମୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୮, ଦିବା ଘ୧୨ା୨୧ରୁ ଘ୨ା୧୪, ସଂଧ୍ୟା ଘ୬ା୨୧ରୁ ଘ୮ା୨୮, ରାତ୍ରି ଘ୨ା୨୮ରୁ ଘ୪ା୨୧, ଘ୫ା୧ରୁ ନିଶାନ୍ତ। ଅମୃତ ଦିବା ଘ୨/୧୪ରୁ ଘ୩/୫୪, ରାତ୍ରି ଘ୮/୨୮ରୁ ଘ୧୨ା୨୮।   ୨୩.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୯ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୩ ତାରିଖ, ଶୁକ୍ରବାର, ପୌଷ କୃଷ୍ଣପକ୍ଷ, ଦଶମୀ ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। କାଳଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୮ା୨୧ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୪୧ରୁ ଘ୧୦ା୩୪, ଘ୧ା୨୧ରୁ ଘ୩ା୨୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୧, ସଂଧ୍ୟା ଘ୬/୨୧ରୁ ଘ୧୦/୧, ରାତ୍ରି ଘ୩/୨୧ରୁ ନିଶାନ୍ତ।   ୨୪.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୦ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୪ ତାରିଖ, ଶନିବାର, ପ୍ଭୋଷ କୃଷ୍ଣପକ୍ଷ, ଏକାଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ସଫଳା ଏକାଦଶୀ। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୦ା୪୦ ଗତେ ୨ପାଦ ଓ ରାତ୍ରି ଘ୧୨ା୩୬ ଗତେ ୩ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ରାତ୍ରି ଘ୭ା୨୯ରୁ ଘ୯ା୨୨। ଅମୃତ ଦିବା ଘ୧୧/୯ରୁ ଘ୧/୨୯, ଘ୩ା୨୨ରୁ ଘ୫ା୨, ରାତ୍ରି ଘ୧୨/୯ରୁ ଘ୪ା୯।   ୨୫.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧୧ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୨୫ ତାରିଖ, ରବିବାର, ପୌଷ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର।  ଅଦ୍ୟ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ (ବଡ଼ଦିନ)। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ସଂଧ୍ୟା ଘ୬ା୫୯ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୩ପାଦ, ରାତ୍ରି ଘ୧ା୫୦ ଗତେ ୨ପାଦ ଓ ରାତ୍ରି ଘ୩ା୨୩ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୨୨ରୁ ଘ୧୧ା୧୫, ଘ୨ା୨ରୁ ଘ୪ା୯, ସଂଧ୍ୟା ଘ୭ା୨୦ରୁ ଘ୯ା୩୬, ରାତ୍ରି ଘ୩ା୯ରୁ ଘ୫ା୨। ଅମୃତ ଦିବା ଘ୭/୨ରୁ ଘ୯/୨୨, ରାତ୍ରି ଘ୯/୯ରୁ ଘ୧୦ା୪୯।

Share :