ତିଥି ବାର ବେଳା- ଡିସେମ୍ବର ୫-୧୧, ୨୦୧୬

ତିଥି ବାର ବେଳା- ଡିସେମ୍ବର ୫-୧୧, ୨୦୧୬

Share :

୫.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୦ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୫ ତାରିଖ, ସୋମବାର, ମାର୍ଗଶୀର ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ପ୍ରାବରଣ ଷଷ୍ଠୀ ବା ଓଢଣ ଷଷ୍ଠୀ, ଶ୍ରୀଜୀଉଙ୍କ ଘୋଡ଼ଲାଗି ନୀତି ଆରମ୍ଭ, ଯଶୋଧନ ଦାସଙ୍କ ତିରୋଧାନ। କାଳଘଣ୍ଟକ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧ା୩୨ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଗ୍ରହପୂଜା ଓ ଶୀତବସ୍ତ୍ର ଦାନ କଲେ ଗ୍ରହବାଧା ଦୂରହୁଏ। ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୯ରୁ ଘ୧୧ା୫, ରାତ୍ରି ଘ୧୨ା୧୨ରୁ ଘ୨ା୫, ଘ୨ା୪୫ରୁ ଘ୪ା୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୨, ଦିବା ଘ୧୨ା୩୯ରୁ ଘ୨ା୫୯, ଘ୪ା୫୨ରୁ ଘ୮ା୧୨, ରାତ୍ରି ଘ୪/୫୨ରୁ ନିଶାନ୍ତ।   ୬.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୧ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୬ ତାରିଖ, ମଙ୍ଗଳବାର, ମାର୍ଗଶୀର ଶୁକ୍ଳପକ୍ଷ, ସପ୍ତମୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ମିତ୍ର ସପ୍ତମୀ। ତିଥ୍ୟମୃତ ଯୋଗ- ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତତିଥି, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୨ା୨୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪୬ରୁ ଘ୪ା୫୩, ରାତ୍ରି ଘ୧୦ା୪୬ରୁ ଘ୧୨ା୫୩। ଅମୃତ ଦିବା ଘ୭ା୪୬ରୁ ଘ୧୦ା୬, ଘ୧୨ା୦ରୁ ଘ୧ା୪୦, ରାତ୍ରି ଘ୧୨/୫୩ରୁ ଘ୪ା୫୩।   ୭.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୨ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୭ ତାରିଖ, ବୁଧବାର, ମାର୍ଗଶୀର ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ନିଶାନ୍ତ ଘ୫ା୫୦ ମେଧ୍ୟ ଶରଣପଞ୍ଚକ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। କର୍କଟ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର। ନିଶାନ୍ତ ଘ୫ା୫୦ ଗତେ ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୪ା୫୩ରୁ ଘ୮ା୬, ରାତ୍ରି ଘ୮ା୪୬ରୁ ଘ୧୦ା୫୩, ଘ୪ା୫୩ରୁ ନିଶାନ୍ତ। ଅମୃତ ଦିବା ଘ୮ା୬ରୁ ଘ୯ା୪୬, ଘ୨ା୩୩ରୁ ଘ୪ା୫୩, ରାତ୍ରି ଘ୧୨/୩୩ରୁ ଘ୨ା୫୩।   ୮.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୩ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୮ ତାରିଖ, ଗୁରୁବାର, ମାର୍ଗଶୀର ଶୁକ୍ଳପକ୍ଷ, ନବମୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ଗୁରୁବାର ମାଣବସା ୪ର୍ଥ ପାଳି। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୦, ଦିବା ଘ୧୨ା୧୩ରୁ ଘ୨ା୬, ସଂଧ୍ୟା ଘ୬ା୧୩ରୁ ଘ୮ା୨୦, ରାତ୍ରି ଘ୨ା୨୦ରୁ ଘ୪ା୧୩, ଘ୪ା୫୩ରୁ ନିଶାନ୍ତ। ଅମୃତ ଦିବା ଘ୨ା୬ରୁ ଘ୩ା୪୬, ରାତ୍ରି ଘ୮/୨୦ରୁ ଘ୧୨ା୨୦।   ୯.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୪ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୯ ତାରିଖ, ଶୁକ୍ରବାର, ମାର୍ଗଶୀର ଶୁକ୍ଳପକ୍ଷ, ଦଶମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ବ୍ୟତିପାତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୪ରୁ ଘ୧୦ା୨୭,  ଘ୧ା୧୪ରୁ ଘ୩ା୨୧। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୪, ସଂଧ୍ୟା ଘ୬ା୧୪ରୁ ଘ୯ା୫୪, ରାତ୍ରି ଘ୩/୧୪ରୁ ନିଶାନ୍ତ।   ୧୦.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୫ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୦ ତାରିଖ, ଶନିବାର, ମାର୍ଗଶୀର ଶୁକ୍ଳପକ୍ଷ, ଏକାଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ମୋକ୍ଷଦା ଏକାଦଶୀ।  ତିଥ୍ୟମୃତ ଯୋଗ-ଗୃହାରମ୍ଭ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୪୯ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୫ା୧୨ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୨୧ରୁ ଘ୯ା୧୩। ଅମୃତ ଦିବା ଘ୧୧ା୧ରୁ ଘ୧ା୨୧, ଘ୩ା୧୪ରୁ ଘ୪ା୫୪, ରାତ୍ରି ଘ୧୨/୧ରୁ ଘ୪ା୧।   ୧୧.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୬ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୧ ତାରିଖ, ରବିବାର, ମାର୍ଗଶୀର ଶୁକ୍ଳପକ୍ଷ, ଏକାଦଶୀ ତିଥି, ଦ୍ୱିଜା(କ୍ଷୟ) ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର।  ଅଦ୍ୟ ବ୍ୟଞ୍ଜନ ଦ୍ୱାଦଶୀ, ଅନଙ୍ଗ ତ୍ରୟୋଦଶୀ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୨ା୪୭ ଗତେ ୧ପାଦ ଓ ନିଶାନ୍ତ ଘ୫ା୨୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୫ରୁ ଘ୧୧ା୮, ଘ୧ା୫୫ରୁ ଘ୪ା୨, ସଂଧ୍ୟା ଘ୬ା୫୫ରୁ ଘ୯ା୨, ରାତ୍ରି ଘ୩ା୨ରୁ ଘ୪ା୫୫। ଅମୃତ ପ୍ରାତଃ ଘ୬ା୫୫ରୁ ଘ୯ା୧୫, ରାତ୍ରି ଘ୯/୨ରୁ ଘ୧୦ା୪୨।

Share :