ତିଥି ବାର ବେଳା- ନଭେମ୍ବର ୨୧-୨୭, ୨୦୧୬

ତିଥି ବାର ବେଳା- ନଭେମ୍ବର ୨୧-୨୭, ୨୦୧୬

Share :

୨୧.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୬ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୧ ତାରିଖ, ସୋମବାର, ମାର୍ଗଶୀର କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ପ୍ରଥମାଷ୍ଟମୀ, ଶ୍ରୀଲିଙ୍ଗରାଜ ଦେବଙ୍କ ଯାତ୍ରା, ମହତାବ ଜୟନ୍ତୀ। ଶୁଭତିଥି ଯୋଗୁ ବିବାହ ଶୁଭ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୧ରୁ ଘ୧୦ା୫୭, ରାତ୍ରି ଘ୧୨ା୪ରୁ ଘ୧ା୫୭, ଘ୨ା୩୭ରୁ ଘ୩ା୫୪। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୪, ଦିବା ଘ୧୨ା୩୧ରୁ ଘ୨ା୫୧, ଘ୪ା୪୪ରୁ ଘ୮ା୪, ରାତ୍ରି ଘ୪/୪୪ରୁ ନିଶାନ୍ତ।   ୨୨.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୭ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୨ ତାରିଖ, ମଙ୍ଗଳବାର, ମାର୍ଗଶୀର କୃଷ୍ଣପକ୍ଷ, ନବମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ କାଞ୍ଜିଅଁଳା ନବମୀ। ରିକ୍ତାତିଥି ଓ ବୈଧୃତି ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମକର ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩୭ରୁ ଘ୪ା୪୪, ରାତ୍ରି ଘ୧୦ା୩୭ରୁ ଘ୧୨ା୪୪। ଅମୃତ ଦିବା ଘ୭ା୩୭ରୁ ଘ୯ା୫୭, ଘ୧୧ା୫୧ରୁ ଘ୧ା୩୧, ରାତ୍ରି ଘ୧୨/୪୪ରୁ ଘ୪ା୪୪।   ୨୩.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୮ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୩ ତାରିଖ, ବୁଧବାର, ମାର୍ଗଶୀର କୃଷ୍ଣପକ୍ଷ, ଦଶମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ସତ୍ୟସାଇ ଜନ୍ମୋତ୍ସବ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। କର୍କଟ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଦିବା ଘ୧ା୨୬ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୭, ଦିବା ଘ୪ା୪୪ରୁ ଘ୭ା୫୭, ରାତ୍ରି ଘ୮ା୩୭ରୁ ଘ୧୦ା୪୪, ଘ୪ା୪୪ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୭ରୁ ଘ୯ା୩୭, ଘ୨ା୨୪ରୁ ଘ୪ା୪୪, ରାତ୍ରି ଘ୧୨/୨୪ରୁ ଘ୪ା୪୪।   ୨୪.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୯ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୪ ତାରିଖ, ଗୁରୁବାର, ମାର୍ଗଶୀର କୃଷ୍ଣପକ୍ଷ, ଏକାଦଶୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଉପିନ୍ନା ଏକାଦଶୀ, ଗୁରୁବାର ମାଣବସା ଓଷା। ବିବାହ, ଗୃହାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବୃହସ୍ପତି ମହାଗ୍ରହ ପୂଜା, ଏକାଦଶୀ ବ୍ରତ ବିହିତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୨, ଦିବା ଘ୧୨ା୫ରୁ ଘ୧ା୫୮, ସଂଧ୍ୟା ଘ୬ା୫ରୁ ଘ୮ା୧୨, ରାତ୍ରି ଘ୨ା୧୨ରୁ ଘ୪ା୫, ଘ୪ା୪୫ରୁ ନିଶାନ୍ତ। ଅମୃତ ଦିବା ଘ୧ା୫୮ରୁ ଘ୩ା୩୮, ରାତ୍ରି ଘ୮/୧୨ରୁ ଘ୧୨ା୧୨।   ୨୫.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୦ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୫ ତାରିଖ, ଶୁକ୍ରବାର, ମାର୍ଗଶୀର କୃଷ୍ଣପକ୍ଷ, ଏକାଦଶୀ(ମଳ) ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୧ା୪୭ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୬ରୁ ଘ୧୦ା୧୯, ଘ୧ା୬ରୁ ଘ୩ା୧୩। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨୬, ସଂଧ୍ୟା ଘ୬ା୬ରୁ ଘ୯ା୪୬, ରାତ୍ରି ଘ୩/୬ରୁ ନିଶାନ୍ତ।   ୨୬.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୧ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୬ ତାରିଖ, ଶନିବାର, ମାର୍ଗଶୀର କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି,ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର। ମଳତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି। ମୃତେ ପୁଷ୍କର ୨ପାଦ, ଦିବା ଘ୭ା୪୮ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧୩ରୁ ଘ୯ା୬। ଅମୃତ ଦିବା ଘ୧୦ା୫୩ରୁ ଘ୧ା୧୩, ଘ୩ା୬ରୁ ଘ୪ା୪୬, ରାତ୍ରି ଘ୧୧/୫୩ରୁ ଘ୩ା୫୩।   ୨୭.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧୨ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୭ ତାରିଖ, ରବିବାର, ମାର୍ଗଶୀର କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର।  ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ, ଦେବଦୀପାବଳୀ ଆରମ୍ଭ, ଶଚୀତୀର୍ଥେ ସ୍ନାନ। ବିବାହ, ଗୃହାରମ୍ଭ, ଦେବତାଗଠନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମେଷ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୬ା୨୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବଚତୁର୍ଦ୍ଦଶୀ ବିହିତ ଉପବାସ ଓ ଦୀପଦାନ। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୭ରୁ ଘ୧୧ା୦, ଘ୧ା୪୭ରୁ ଘ୩ା୫୪, ସଂଧ୍ୟା ଘ୬ା୪୭ରୁ ଘ୮ା୫୪, ରାତ୍ରି ଘ୨ା୫୪ରୁ ଘ୪ା୪୭। ଅମୃତ ପ୍ରାତଃ ଘ୬ା୪୭ରୁ ଘ୯ା୭, ରାତ୍ରି ଘ୮/୫୨ରୁ ଘ୧୦ା୩୪।

Share :