ତିଥି ବାର ବେଳା- ନଭେମ୍ବର ୧୪-୨୦, ୨୦୧୬

ତିଥି ବାର ବେଳା- ନଭେମ୍ବର ୧୪-୨୦, ୨୦୧୬

Share :

୧୪.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୯ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୪ ତାରିଖ, ସୋମବାର, କାର୍ତ୍ତିକ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ଅଦ୍ୟ ରାସପୂର୍ଣ୍ଣିମା, ବୋଇତବନ୍ଦାଣ, ବାଲିଯାତ୍ରା, କେଦାର ବ୍ରତ, କାର୍ତ୍ତିକ ବ୍ରତ ସମାପନ, ନାନକ ଜୟନ୍ତୀ, ଶିଶୁଦିବସ, ଶ୍ରୀମନ୍ଦିରେ ରାଜବେଶ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର ଓ ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୧୨ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୬ରୁ ଘ୧୦ା୫୨, ରାତ୍ରି ଘ୧୧ା୫୯ରୁ ଘ୧ା୫୨, ଘ୨ା୩୨ରୁ ଘ୪ା୪୯। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୯, ଦିବା ଘ୧୨ା୨୬ରୁ ଘ୨ା୪୬, ଘ୪ା୩୯ରୁ ଘ୭ା୫୯, ରାତ୍ରି ଘ୪/୩୯ରୁ ନିଶାନ୍ତ।   ୧୫.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୩୦ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୫ ତାରିଖ, ମଙ୍ଗଳବାର, ମାର୍ଗଶୀର କୃଷ୍ଣପକ୍ଷ, ପ୍ରତିପଦ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଛାଡ଼ଖାଇ ଓ ମାସାନ୍ତ, ବିର୍ସାମୁଣ୍ଡା ଜୟନ୍ତୀ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମକର ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧ା୪୬ ଗତେ ୧ପାଦ ଓ ଦିବା ଘ୩ା୨୦ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩୩ରୁ ଘ୪ା୪୦, ରାତ୍ରି ଘ୧୦ା୩୩ରୁ ଘ୧୨ା୪୦। ଅମୃତ ଦିବା ଘ୭ା୩୩ରୁ ଘ୯ା୫୩, ଘ୧୧ା୪୭ରୁ ଘ୧ା୨୭, ରାତ୍ରି ଘ୧୨/୪୦ରୁ ଘ୪ା୪୦।   ୧୬.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୧ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୬ ତାରିଖ, ବୁଧବାର, ମାର୍ଗଶୀର କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ବିଷ୍ଣୁପଦୀ ବିଛା ସଂକ୍ରାନ୍ତି, କାର୍ତ୍ତିକେୟ ପୂଜା। ନିରଂଶ ଦିବସ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। କର୍କଟ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୨ା୨ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ଅଦ୍ୟ ବିଛାସଂକ୍ରାନ୍ତି କୃତ୍ୟ। ରବି ଦିବା ଘ୩ା୧୦ ସମୟେ ବିଛାକୁ ସଂକ୍ରମଣ, ଦିବା ଘ୮ା୪୫ରୁ ସୂର୍ଯ୍ୟାସ୍ତ ମେଧ୍ୟ ପୁଣ୍ୟକାଳ। ଗ୍ରହଶାନ୍ତି ହୋମ, ସ୍ନାନଦାନାଦି କରଣୀୟ (ପୁତ୍ରବାନ‌୍‍ ବ୍ୟକ୍ତି ବ୍ରତ ଉପବାସ କରିବା ନିଷେଧ, ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ)। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - କାର୍ତ୍ତିକେଶ୍ୱର ପୂଜା। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୪, ଦିବା ଘ୪ା୪୧ରୁ ଘ୭ା୫୪, ରାତ୍ରି ଘ୮ା୩୪ରୁ ଘ୧୦ା୪୧, ଘ୪ା୪୧ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୪ରୁ ଘ୯ା୩୪, ଘ୨ା୨୧ରୁ ଘ୪ା୪୧, ରାତ୍ରି ଘ୧୨/୨୧ରୁ ଘ୨ା୪୧।   ୧୭.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୭ ତାରିଖ, ଗୁରୁବାର, ମାର୍ଗଶୀର କୃଷ୍ଣପକ୍ଷ, ତୃତୀୟା ତିଥି, ମିଥୁନ ଚନ୍ଦ୍ର, ମୃଗଶିରା (ଆର୍ଦ୍ରା) ନକ୍ଷତ୍ର। ଅଦ୍ୟ ଗୁରୁବାର ମାଣବସା ଓଷା ପ୍ରଥମପାଳି। ତିଥ୍ୟମୃତ ଯୋଗ-ବିବାହ, ଗୃହାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୮, ଦିବା ଘ୧୨ା୧ରୁ ଘ୧ା୫୪, ସଂଧ୍ୟା ଘ୬ା୧ରୁ ଘ୮ା୮, ରାତ୍ରି ଘ୨ା୮ରୁ ଘ୪ା୧, ଘ୪ା୪୧ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୪ରୁ ଘ୯ା୩୪, ଘ୨ା୨୧ରୁ ଘ୪ା୪୧, ରାତ୍ରି ଘ୧୨/୨୧ରୁ ଘ୨ା୪୧।   ୧୮.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୩ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୮ ତାରିଖ, ଶୁକ୍ରବାର, ମାର୍ଗଶୀର କୃଷ୍ଣପକ୍ଷ, ଚତୁର୍ଥୀ, ପଞ୍ଚମୀ(କ୍ଷୟ) ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ସୀତା ବିବାହ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୨ା୩ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୨ରୁ ଘ୧୦ା୧୫, ଘ୧ା୨ରୁ ଘ୩ା୯। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨୨, ସଂଧ୍ୟା ଘ୬ା୨ରୁ ଘ୯ା୪୨, ରାତ୍ରି ଘ୩/୨ରୁ ନିଶାନ୍ତ।   ୧୯.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୪ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୯ ତାରିଖ, ଶନିବାର, ମାର୍ଗଶୀର କୃଷ୍ଣପକ୍ଷ, ଷଷ୍ଠୀ ତିଥି,କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ , ଶ୍ରୀକ୍ଷେତ୍ର ପରିକ୍ରମା, ଇନ୍ଦିରାଗାନ୍ଧୀ ଜୟନ୍ତୀ। ତିଥ୍ୟମୃତ ଯୋଗ-ଗୃହାରମ୍ଭ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଶୁଭ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ, ଦିବା ଘ୨ା୩୬ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୯ରୁ ଘ୯ା୨। ଅମୃତ ଦିବା ଘ୧୦ା୪୯ରୁ ଘ୧ା୯, ଘ୩ା୨ରୁ ଘ୪ା୪୨, ରାତ୍ରି ଘ୧୧/୪୯ରୁ ଘ୩ା୪୯।   ୨୦.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୫ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨୦ ତାରିଖ, ରବିବାର, ମାର୍ଗଶୀର କୃଷ୍ଣପକ୍ଷ, ସପ୍ତମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର।  ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମେଷ ରାଶିର ଘାତବାର, ଧନୁ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୪ା୫୧ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୨ା୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୩ରୁ ଘ୧୦ା୫୬, ଘ୧ା୪୩ରୁ ଘ୩ା୫୦, ସଂଧ୍ୟା ଘ୬ା୪୩ରୁ ଘ୮ା୫୦, ରାତ୍ରି ଘ୨ା୫୦ରୁ ଘ୯ା୪୩। ଅମୃତ ପ୍ରାତଃ ଘ୬ା୪୩ରୁ ଘ୯ା୩, ରାତ୍ରି ଘ୮/୫୦ରୁ ଘ୧୦ା୩୦।

Share :