ତିଥି ବାର ବେଳା- ନଭେମ୍ବର ୭-୧୩, ୨୦୧୬

ତିଥି ବାର ବେଳା- ନଭେମ୍ବର ୭-୧୩, ୨୦୧୬

Share :

୭.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୨ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୭ ତାରିଖ, ସୋମବାର, କାର୍ତ୍ତିକ ଶୁକ୍ଳପକ୍ଷ, ସପ୍ତମୀ ତିଥି, ତୁଳା ମକର, ଶ୍ରବଣା ନକ୍ଷତ୍ର। ଅଦ୍ୟ ମୁକ୍ତିମଣ୍ଡପ ଷୋଳଶାସନ ଅମୃତମଣୋହି ଭୋଗ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର,  ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୩ରୁ ଘ୧୦ା୪୯, ରାତ୍ରି ଘ୧୧ା୫୬ରୁ ଘ୧ା୪୯, ଘ୨ା୨୯ରୁ ଘ୩ା୪୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୧୨ା୨୩ରୁ ଘ୨ା୪୩, ଘ୪ା୩୬ରୁ ଘ୭ା୫୬, ରାତ୍ରି ଘ୪/୩୬ରୁ ନିଶାନ୍ତ।   ୮.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୩ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୮ ତାରିଖ, ମଙ୍ଗଳବାର, କାର୍ତ୍ତିକ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଗୋଷ୍ଠାଷ୍ଟମୀ, ଜଗଦ୍ଧାତ୍ରୀ ପୂଜା, ଜଗମୋହନ ଭୋଗ, ଭାଗବତ ସପ୍ତାହ ଆରମ୍ଭ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ସଂଧ୍ୟା ଘ୫ା୧୧ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଁଳାବୃକ୍ଷ ମୂଳରେ ଜଗଦ୍ଧାତ୍ରୀ ଲକ୍ଷ୍ମୀଙ୍କ ପୂଜା କର୍ତ୍ତବ୍ୟ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୯ରୁ ଘ୪ା୩୬, ରାତ୍ରି ଘ୧୦ା୨୯ରୁ ଘ୧୨ା୩୬। ଅମୃତ ଦିବା ଘ୭ା୨୯ରୁ ଘ୯ା୪୯, ଘ୧୧ା୪୩ରୁ ଘ୧ା୨୩, ରାତ୍ରି ଘ୧୨/୩୬ରୁ ଘ୪ା୩୬।   ୯.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୪ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୯ ତାରିଖ, ବୁଧବାର, କାର୍ତ୍ତିକ ଶୁକ୍ଳପକ୍ଷ, ନବମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଅଁଳାନବମୀ, ଶ୍ରୀରାଧା ପାଦଦର୍ଶନ, ଯୁଗାଦ୍ୟ ନିତ୍ୟଶ୍ରାଦ୍ଧ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୦, ଦିବା ଘ୪ା୩୭ରୁ ଘ୭ା୫୦, ରାତ୍ରି ଘ୮ା୩୦ରୁ ଘ୧୦ା୩୭, ଘ୪ା୩୭ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୦ରୁ ଘ୯ା୩୦, ଘ୨ା୧୭ରୁ ଘ୪ା୩୭, ରାତ୍ରି ଘ୧୨/୧୭ରୁ ଘ୨ା୩୭।   ୧୦.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୫ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୦ ତାରିଖ, ଗୁରୁବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦଶମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ରାସଯାତ୍ରାଧିବାସ ଓ ପଞ୍ଚକ ପାଳନ, ସୁଦଶାବ୍ରତ, ରାତ୍ରି ଘ୮ା୨୭ ମେଧ୍ୟ ଶରଣପଞ୍ଚକ। ସିଦ୍ଧିଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୮ା୨୭ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୪, ଦିବା ଘ୧୧ା୫୭ରୁ ଘ୧ା୫୦, ସଂଧ୍ୟା ଘ୫ା୫୭ରୁ ଘ୮ା୪, ରାତ୍ରି ଘ୨ା୪ରୁ ଘ୩ା୫୭, ଘ୪ା୩୭ରୁ ନିଶାନ୍ତ। ଅମୃତ ଦିବା ଘ୧୧ା୫୦ରୁ ଘ୩ା୩୦, ରାତ୍ରି ଘ୮/୪ରୁ ଘ୧୨ା୪।   ୧୧.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୬ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୧ ତାରିଖ, ଶୁକ୍ରବାର, କାର୍ତ୍ତିକ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଅଦ୍ୟ ଦେବୋାପନ (ବଡ଼) ଏକାଦଶୀ, ଭୀଷ୍ମପଞ୍ଚକ ବ୍ରତ, ରାସଯାତ୍ରା, ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ, ଅଭିରାମ ପରମହଂସଙ୍କ ତିରୋଧାନ, ମହାକବି କାଳିଦାସ ଓ ଚାଖିଖୁଣ୍ଟିଆ ଜୟନ୍ତୀ। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଭୀଷ୍ମପ୍ରତିଜ୍ଞାବତ‌୍‍ କ୍ଭୋଣସି ପାପାଶ୍ରୟୀ ନହେବାକୁ ହରପାର୍ବତୀ, ଲକ୍ଷ୍ମୀନାରାୟଣ ଓ ସୂର୍ଯ୍ୟନାରାୟଣଙ୍କୁ ସାକ୍ଷୀ ରଖି ବ୍ରତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୭ରୁ ଘ୧୦ା୧୦, ଘ୧୨ା୫୭ରୁ ଘ୩ା୪। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୭, ସଂଧ୍ୟା ଘ୫ା୫୭ରୁ ଘ୯ା୩୭, ରାତ୍ରି ଘ୨/୫୭ରୁ ନିଶାନ୍ତ।   ୧୨.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୭ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୨ ତାରିଖ, ଶନିବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦ୍ୱାଦଶୀ, ତ୍ରୟୋଦଶୀ(କ୍ଷୟ) ତିଥି,ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଗରୁଡ଼ ଦ୍ୱାଦଶୀ, ତୁଳସୀ ବିବାହ। ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦ା୧୭ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୫ରୁ ଘ୮ା୫୮। ଅମୃତ ଦିବା ଘ୧୦ା୪୫ରୁ ଘ୧ା୫, ଘ୨ା୫୮ରୁ ଘ୪ା୩୮, ରାତ୍ରି ଘ୧୧/୪୫ରୁ ଘ୩ା୪୫।   ୧୩.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୮ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧୩ ତାରିଖ, ରବିବାର, କାର୍ତ୍ତିକ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର।  ଅଦ୍ୟ ବୈକୁଣ୍ଠ ଚତୁର୍ଦ୍ଦଶୀ, ଶିବୋାପନ ବଡ଼ଓଷା, ଧବଳେଶ୍ୱରଙ୍କ ଯାତ୍ରା, ଶ୍ରୀମନ୍ଦିରେ ଲକ୍ଷ୍ମୀନୃସିଂହ ବେଶ। ରିକ୍ତାତିଥି ଓ ବ୍ୟତିପାତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମେଷ ରାଶିର ଘାତବାର ଓ ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶିବପାର୍ବତୀ ବ୍ରତ ବିହିତ। ପଞ୍ଚକ ପାଞ୍ଚଦିନ ବ୍ରତ କରିବା ଦ୍ୱାରା ଶରୀର ନିରୋଗ ରହେ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୮ରୁ ଘ୧୦ା୫୧, ଘ୧ା୩୮ରୁ ଘ୩ା୪୫, ସଂଧ୍ୟା ଘ୬ା୩୮ରୁ ଘ୮ା୪୫, ରାତ୍ରି ଘ୨ା୪୫ରୁ ଘ୪ା୩୮। ଅମୃତ ପ୍ରାତଃ ଘ୬ା୩୮ରୁ ଘ୮ା୫୮, ରାତ୍ରି ଘ୮/୪୫ରୁ ଘ୧୦ା୨୫।

Share :