ତିଥି ବାର ବେଳା- ଅକ୍ଟୋବର ୩୧-ନଭେମ୍ବର ୬, ୨୦୧୬

ତିଥି ବାର ବେଳା- ଅକ୍ଟୋବର ୩୧-ନଭେମ୍ବର ୬, ୨୦୧୬

Share :

୩୧.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୫ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୩୧ ତାରିଖ, ସୋମବାର, କାର୍ତ୍ତିକ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ଗିରିଗୋବର୍ଦ୍ଧନ ପୂଜା (ବଳିରାଜୋତ୍ସବ), ଇନ୍ଦିରାଗାନ୍ଧୀଙ୍କ ତିରୋଧାନ। ପୁଂସବନ, ବହିଃନିଷ୍କ୍ରମଣ, ସୀମନ୍ତୋନୟନ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଗୋବର୍ଦ୍ଧନ କାମନାରେ ଗିରିପୂଜା କରାଯାଏ। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୪୫, ରାତ୍ରି ଘ୧୧ା୫୨ରୁ ଘ୧ା୪୫, ଘ୨ା୨୫ରୁ ଘ୩ା୪୨। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୨, ଦିବା ଘ୧୨ା୧୯ରୁ ଘ୨ା୩୯, ଘ୪ା୩୨ରୁ ଘ୭ା୫୨, ରାତ୍ରି ଘ୪/୩୨ରୁ ନିଶାନ୍ତ।   ୧.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୬ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୧ ତାରିଖ, ମଙ୍ଗଳବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ଯମ ଓ ଭ୍ରାତୃଦ୍ୱିତୀୟା, ଚନ୍ଦ୍ରଦର୍ଶନ ଓ ପୂଜା, ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା। ତିଥ୍ୟମୃତ ଯୋଗ-ବାଣିଜ୍ୟାଦି କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର। ଦିବା ଘ୮ା୩୯ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୩ପାଦ, ଦିବା ଘ୩ା୨୬ ଗତେ ୨ପାଦ ଓ ରାତ୍ରି ଘ୩ା୫୫ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଭ୍ରାତୃମାନଙ୍କୁ ଅର୍ଘ୍ୟଦାନ ପୂର୍ବକ ରକ୍ଷାବନ୍ଧନ କରି ଦୀର୍ଘାୟୁ କାମନା ପୂର୍ବକ ଗଣପତିଙ୍କୁ ପୂଜା କରାଯାଏ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୬ରୁ ଘ୪ା୩୩, ରାତ୍ରି ଘ୧୦ା୨୬ରୁ ଘ୧୨ା୩୩। ଅମୃତ ଦିବା ଘ୭ା୫୬ରୁ ଘ୯ା୪୬, ଘ୧୧ା୪୦ରୁ ଘ୧ା୨୦, ରାତ୍ରି ଘ୧୨/୩୭ରୁ ଘ୪ା୩୩।   ୨.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୭ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୨ ତାରିଖ, ବୁଧବାର, କାର୍ତ୍ତିକ ଶୁକ୍ଳପକ୍ଷ, ତୃତୀୟା ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। କର୍କଟ ରାଶିର ଘାତବାର ଓ ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୬, ଦିବା ଘ୪ା୩୩ରୁ ଘ୭ା୪୬, ରାତ୍ରି ଘ୮ା୨୬ରୁ ଘ୧୦ା୩୩, ଘ୪ା୩୩ରୁ ନିଶାନ୍ତ। ଅମୃତ ଦିବା ଘ୭ା୪୬ରୁ ଘ୯ା୨୬, ଘ୨ା୧୩ରୁ ଘ୪ା୩୩, ରାତ୍ରି ଘ୧୨/୧୩ରୁ ଘ୨ା୩୩।   ୩.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୮ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୩ ତାରିଖ, ଗୁରୁବାର, କାର୍ତ୍ତିକ ଶୁକ୍ଳପକ୍ଷ, ତୃତୀୟା (ମଳ) ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର। ଅଦ୍ୟ ନାଗଚତୁର୍ଥୀ। ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ରାତ୍ରି ଘ୧୧ା୫୭ ଗତେ ଧନୁ, ମୀନ, ମିଥୁନ, କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧, ଦିବା ଘ୧୧ା୫୪ରୁ ଘ୧ା୪୭, ସଂଧ୍ୟା ଘ୫ା୫୪ରୁ ଘ୮ା୧, ରାତ୍ରି ଘ୨ା୧ରୁ ଘ୩ା୫୪, ଘ୪ା୩୪ରୁ ନିଶାନ୍ତ। ଅମୃତ ଦିବା ଘ୧ା୪୭ରୁ ଘ୩ା୨୭, ରାତ୍ରି ଘ୮/୧ରୁ ଘ୧୨ା୧।   ୪.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୯ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୪ ତାରିଖ, ଶୁକ୍ରବାର, କାର୍ତ୍ତିକ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨ରୁ ଘ୧୦ା୭, ଘ୧୨ା୫୪ରୁ ଘ୩ା୧। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୪, ସଂଧ୍ୟା ଘ୫ା୫୪ରୁ ଘ୯ା୩୪, ରାତ୍ରି ଘ୨/୫୪ରୁ ନିଶାନ୍ତ।   ୫.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୦ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୫ ତାରିଖ, ଶନିବାର, କାର୍ତ୍ତିକ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୨ା୩୪ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୨ରୁ ଘ୮ା୫୫। ଅମୃତ ଦିବା ଘ୧୦ା୪୨ରୁ ଘ୧ା୨, ଘ୨ା୫୫ରୁ ଘ୪ା୩୫, ରାତ୍ରି ଘ୧୧/୪୨ରୁ ଘ୩ା୪୨।   ୬.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨୧ନ, ଇଂରାଜୀ ୨୦୧୬ ମସିହା, ନଭେମ୍ୱର ୬ ତାରିଖ, ରବିବାର, କାର୍ତ୍ତିକ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର।  ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, ମୀନ, ମିଥୁନ, କର୍କଟ ରାଶି। ମେଷ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୮ା୪୪ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ଦିବା ଘ୧୨ା୧୪ ଗତେ ୩ପାଦ ଓ ରାତ୍ରି ଘ୩ା୫୪ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୫ରୁ ଘ୧୦ା୪୮, ଘ୧ା୩୫ରୁ ଘ୩ା୪୨, ସଂଧ୍ୟା ଘ୬ା୩୫ରୁ ଘ୮ା୪୨, ରାତ୍ରି ଘ୨ା୪୨ରୁ ଘ୪ା୩୫। ଅମୃତ ପ୍ରାତଃ ଘ୬ା୩୫ରୁ ଘ୮ା୫୫, ରାତ୍ରି ଘ୮/୪୨ରୁ ଘ୧୦ା୨୨।

Share :