ତିଥି ବାର ବେଳା- ଅକ୍ଟୋବର ୨୪-୩୦, ୨୦୧୬

ତିଥି ବାର ବେଳା- ଅକ୍ଟୋବର ୨୪-୩୦, ୨୦୧୬

Share :

୨୪.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୮ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୪ ତାରିଖ, ସୋମବାର, କାର୍ତ୍ତିକ କୃଷ୍ଣପକ୍ଷ, ନବମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର। ରାତ୍ରି ଘ୧୦ା୨୮ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୬ରୁ ଘ୧୦ା୪୨, ରାତ୍ରି ଘ୧୧ା୪୯ରୁ ଘ୧ା୪୨, ଘ୨ା୨୨ରୁ ଘ୩ା୪୯। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୯, ଦିବା ଘ୧୨ା୧୬ରୁ ଘ୨ା୩୬, ଘ୪ା୨୯ରୁ ଘ୭ା୪୯,  ରାତ୍ରି ଘ୪/୨୯ରୁ ନିଶାନ୍ତ।   ୨୫.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୯ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୫ ତାରିଖ, ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ, ଦଶମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମକର ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୨ରୁ ଘ୪ା୨୯, ରାତ୍ରି ଘ୧୦ା୨୨ରୁ ଘ୧୨ା୨୯। ଅମୃତ ଦିବା ଘ୭ା୨୨ରୁ ଘ୯ା୪୨, ଘ୧୧ା୩୬ରୁ ଘ୧ା୧୬,  ରାତ୍ରି ଘ୧୨/୨୯ରୁ ଘ୪ା୨୯।   ୨୬.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୦ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୬ ତାରିଖ, ବୁଧବାର, କାର୍ତ୍ତିକ କୃଷ୍ଣପକ୍ଷ, ଏକାଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ରମା ଏକାଦଶୀ, ଗୋବତ୍ସା ଦ୍ୱାଦଶୀ। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। କର୍କଟ ରାଶିର ଘାତବାର। ନିଶାନ୍ତ ଘ୫ା୪୯ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ରାଶିର ଚଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ରମା ଏକାଦଶୀ ବ୍ରତ ବିହିତ। ଏକାଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୩, ଦିବା ଘ୪ା୩୦ରୁ ଘ୭ା୪୩, ରାତ୍ରି ଘ୮ା୨୩ରୁ ଘ୧୦ା୩୦, ଘ୪ା୩୦ରୁ ନିଶାନ୍ତ। ଅମୃତ ଦିବା ଘ୬ା୪୩ରୁ ଘ୯ା୨୩, ଘ୨ା୧୦ରୁ ଘ୪ା୩୦, ରାତ୍ରି ଘ୧୨/୧୦ରୁ ଘ୨ା୩୦।   ୨୭.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୧ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୭ ତାରିଖ, ଗୁରୁବାର, କାର୍ତ୍ତିକ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଯମ ଦୀପଦାନାରମ୍ଭ। ନକ୍ଷତ୍ରଦଗ୍ଧା-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ବୃହସ୍ପତି ମହାଗ୍ରହ ପୂଜା। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୭, ଦିବା ଘ୧୧ା୫୦ରୁ ଘ୧ା୪୩, ସଂଧ୍ୟା ଘ୫ା୫୦ରୁ ଘ୭ା୫୭, ରାତ୍ରି ଘ୧ା୫୭ରୁ ଘ୩ା୫୦, ଘ୪ା୩୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୪୩ରୁ ଘ୩ା୨୩, ରାତ୍ରି ଘ୭/୫୭ରୁ ଘ୧୧ା୫୭।   ୨୮.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୨ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୮ ତାରିଖ, ଶୁକ୍ରବାର, କାର୍ତ୍ତିକ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ଧନ୍ୱନ୍ତରୀ ଜୟନ୍ତୀ, ଓ୍ଭାଷଧୀୟ ବୃକ୍ଷରୋପଣ ଓ ପୂଜା। ବୈଧୃତି ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଧନ୍ୱନ୍ତରୀ ଜୟନ୍ତୀ, ଓ୍ଭାଷଧୀୟ ବୃକ୍ଷରୋପଣ କଲେ ରୋଗ ଉପଶମ ହୁଏ। ଧନତେରାଶ ନାମରେ କର୍ମବଦ୍ଧ (ବିଘ୍ନ) କଲେ ବଦ୍ଧ ଓ ବାଧକ ହିଁ ଉଭୟ ଦୁଃଖ ଭୋଗନ୍ତି। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୧ରୁ ଘ୧୦ା୪, ଘ୧୨ା୫୧ରୁ ଘ୨ା୫୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୧, ସଂଧ୍ୟା ଘ୫ା୫୦ରୁ ଘ୯ା୩୧, ରାତ୍ରି ଘ୨/୫୦ରୁ ନିଶାନ୍ତ।   ୨୯.୧୦.୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୩ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୯ ତାରିଖ, ଶନିବାର, କାର୍ତ୍ତିକ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା (ମଳ) ନକ୍ଷତ୍ର। ଅଦ୍ୟ ନରକ ଓ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ, ଶ୍ୟାମାକଳୀ ପୂଜା, ଯମତର୍ପଣ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୭ା୪୬ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ। ରୋଗଶେକରୁ ମୁକ୍ତି ନିମନ୍ତେ ଶିବପାର୍ବତୀଙ୍କ ଉପାସନା। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୮ରୁ ଘ୮ା୫୧। ଅମୃତ ଦିବା ଘ୧୦ା୩୮ରୁ ଘ୧୨ା୫୮, ଘ୨ା୫୧ରୁ ଘ୪ା୩୧, ରାତ୍ରି ଘ୧୧/୩୮ରୁ ଘ୩ା୩୮।   ୩୦.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧୪ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୩୦ ତାରିଖ, ରବିବାର, କାର୍ତ୍ତିକ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର।  ଅଦ୍ୟ ଦୀପାବଳୀ ଅମାବାସ୍ୟା, ପୟାଶ୍ରାଦ୍ଧ, ନଷ୍ଟଚନ୍ଦ୍ର ଉପବାସ, ସୂର୍ଯ୍ୟମହତୀ ସ୍ନାନ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମେଷ ରାଶିର ଘାତବାର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ପୟାଶ୍ରାଦ୍ଧ ଓ ସଂଧ୍ୟାରେ ଦୀପଦାନ, ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୨ରୁ ଘ୧୦ା୪୫, ଘ୧ା୩୨ରୁ ଘ୩ା୩୯, ସଂଧ୍ୟା ଘ୬ା୩୨ରୁ ଘ୮ା୩୯, ରାତ୍ରି ଘ୨ା୩୯ରୁ ଘ୪ା୩୨। ଅମୃତ ପ୍ରାତଃ ଘ୬ା୩୨ରୁ ଘ୮ା୫୨, ରାତ୍ରି ଘ୮/୩୯ରୁ ଘ୧୦ା୧୯।

Share :