ତିଥି ବାର ବେଳା- ଅକ୍ଟୋବର ୧୭-୨୩, ୨୦୧୬

ତିଥି ବାର ବେଳା- ଅକ୍ଟୋବର ୧୭-୨୩, ୨୦୧୬

Share :

୧୭.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୧ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୭ ତାରିଖ, ସୋମବାର, କାର୍ତ୍ତିକ କୃଷ୍ଣପକ୍ଷ, ପ୍ରତିପଦ (ଦ୍ୱିତୀୟା କ୍ଷୟ) ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ଅଦ୍ୟ ଜଳବିଷୁବ ତୁଳା ସଂକ୍ରାନ୍ତି (ଗର୍ଭଣା ସଂକ୍ରାନ୍ତି) ଓ ନିତ୍ୟଶ୍ରାଦ୍ଧ।  ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଗର୍ଭଣା ସଂକ୍ରାନ୍ତି କୃତ୍ୟ। ରବି ଦିବା ଘ୩ା୧୫ ସଭୟେ ତୁଳାକୁ ସଂକ୍ରମଣ। ଦିବା ଘ୧୧ା୫୦ରୁ ସୂର୍ଯ୍ୟାସ୍ତ ମେଧ୍ୟ ପୁଣ୍ୟକାଳ। ଗ୍ରହଶାନ୍ତି, ହୋମ, ଦାନ ଓ ସ୍ନାନାଦି କର୍ତ୍ତବ୍ୟ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୪ରୁ ଘ୧୦ା୪୦, ରାତ୍ରି ଘ୧୧ା୪୭ରୁ ଘ୧ା୪୦, ଘ୨ା୨୦ରୁ ଘ୩ା୩୭। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୭, ଦିବା ଘ୧୨/୧୪ରୁ ଘ୨୩୪, ଘ୪ା୨୭ରୁ ଘ୭ା୪୭, ରାତ୍ରି ଘ୪/୨୭ରୁ ନିଶାନ୍ତ।   ୧୮.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୨ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୮ ତାରିଖ, ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ସିଦ୍ଧିଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମକର ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର। ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୪୩ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୫ା୫୭ ଗତେ ୨ପାଦ ଓ ରାତ୍ରି ଘ୫ା୨ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୦ରୁ ଘ୪ା୨୭, ରାତ୍ରି ଘ୧୦ା୨୦ରୁ ଘ୧୦ା୨୭। ଅମୃତ ଦିବା ଘ୭/୨୦ରୁ ଘ୯ା୪୦, ଘ୧୧ା୩୪ରୁ ଘ୧ା୧୪, ରାତ୍ରି ଘ୧୨/୨୭ରୁ ଘ୪ା୨୭।   ୧୯.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୩ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୯ ତାରିଖ, ବୁଧବାର, କାର୍ତ୍ତିକ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର।ରିକ୍ତାତିଥି ଓ ବ୍ୟତିପାତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ବୃଷ ଓ କୁମ୍ଭ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୦, ଦିବା ଘ୪ା୨୭ରୁ ଘ୭ା୪୦, ରାତ୍ରି ଘ୮ା୨୦ରୁ ଘ୧୦ା୨୭, ଘ୪ା୨୭ରୁ ନିଶାନ୍ତ। ଅମୃତ ଦିବା ଘ୭/୪୦ରୁ ଘ୯ା୨୦, ଘ୨ା୭ରୁ ଘ୪ା୨୭, ରାତ୍ରି ଘ୧୦/୭ରୁ ଘ୨ା୨୭।   ୨୦.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୪ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୦ ତାରିଖ, ଗୁରୁବାର, କାର୍ତ୍ତିକ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର ଦିବା ଘ୧ା୪୪ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୫, ଦିବା ଘ୧୧ା୪୮ରୁ ଘ୧ା୪୧, ସଂଧ୍ୟା ଘ୫ା୪୮ରୁ ଘ୭ା୫୫, ରାତ୍ରି ଘ୧ା୫୫ରୁ ଘ୩ା୪୮, ଘ୪ା୩୦ରୁ ନିଶାନ୍ତ। ଅମୃତ ଦିବା ଘ୧/୪୧ରୁ ଘ୩ା୨୧, ରାତ୍ରି ଘ୭/୫୫ରୁ ଘ୧୧ା୫୫।   ୨୧.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୫ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୧ ତାରିଖ, ଶୁକ୍ରବାର, କାର୍ତ୍ତିକ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କୁମ୍ଭ ରାଶଷିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୯ରୁ ଘ୧୦ା୨, ଘ୧୨ା୪୯ରୁ ଘ୨ା୫୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୯, ସଂଧ୍ୟା ଘ୫/୪୯ରୁ ଘ୯ା୨୯, ରାତ୍ରି ଘ୨/୪୯ରୁ ନିଶାନ୍ତ।   ୨୨.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୬ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୨ ତାରିଖ, ଶନିବାର, କାର୍ତ୍ତିକ କୃଷ୍ଣପକ୍ଷ, ସପ୍ତମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୪ା୫୩ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୩ପାଦ, ଦିବା ଘ୧ା୪୫ ଗତେ ୨ପାଦ ଓ ରାତ୍ରି ଘ୯ା୩୭ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୬ରୁ ଘ୮ା୪୯। ଅମୃତ ଦିବା ଘ୧୦ା୩୬ରୁ ଘ୧୨ା୫୬, ଘ୨/୪୯ରୁ ଘ୪ା୨୯, ରାତ୍ରି ଘ୧୧/୩୬ରୁ ଘ୩ା୩୬।   ୨୩.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ତୁଳା ଦି୭ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨୩ ତାରିଖ, ରବିବାର, କାର୍ତ୍ତିକ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର।  ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମେଷ ରାଶିର ଘାତବାର, ମିଥୁନ ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୦ରୁ ଘ୧୦ା୪୩, ଘ୧ା୩୦ରୁ ଘ୩ା୩୭, ସଂଧ୍ୟା ଘ୬ା୩୦ରୁ ଘ୮ା୩୭, ରାତ୍ରି ଘ୨ା୩୭ରୁ ଘ୪ା୩୦। ଅମୃତ ପ୍ରାତଃ ଘ୬ା୩୦ରୁ ଘ୮ା୫୦, ରାତ୍ରି ଘ୮/୩୭ରୁ ଘ୧୦ା୧୭।

Share :