ତିଥି ବାର ବେଳା- ଅକ୍ଟୋବର ୧୦-୧୬, ୨୦୧୬

ତିଥି ବାର ବେଳା- ଅକ୍ଟୋବର ୧୦-୧୬, ୨୦୧୬

Share :

୧୦.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୫ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୦ ତାରିଖ, ସୋମବାର, ଆଶ୍ୱିନ ଶୁକ୍ଳପକ୍ଷ, ନବମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ପୀଠେ ବିଶ୍ରାମ, ଶ୍ରୀଦୁର୍ଗାଦେବୀଙ୍କ ମହାନବମୀ ପୂଜା, ସମଲେଶ୍ୱରୀଙ୍କ ସିଦ୍ଧିଦାତ୍ରୀ ବେଶ, ମନ୍ୱାବ୍ଦ ଶ୍ରାଦ୍ଧ, ରାତ୍ରି ଘ୭ା୨୦ ଗତେ ଘଟ ବିସର୍ଜନ।  ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା, ରାତ୍ରି ଘ୭ା୨୦ରୁ ଘ୧୧ ମେଧ୍ୟ ଘଟ ବିସର୍ଜନ ଓ ଅପରାଜିତା ପୂଜା ଆରମ୍ଭ। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୧ରୁ ଘ୧୦ା୩୭, ରାତ୍ରି ଘ୧୧ା୪୪ରୁ ଘ୧ା୩୭, ଘ୨ା୧୭ରୁ ଘ୩ା୩୪। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୧୨ା୧୧ରୁ ଘ୨ା୩୧, ଘ୪ା୨୪ରୁ ଘ୩ା୪୪, ରାତ୍ରି ଘ୪/୨୪ରୁ ନିଶାନ୍ତ।   ୧୧.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୬ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୧ ତାରିଖ, ମଙ୍ଗଳବାର, ଆଶ୍ୱିନ ଶୁକ୍ଳପକ୍ଷ, ଦଶମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଶ୍ରୀମନ୍ଦିରେ, ପୀଠେ ଓ ମୃଣ୍ମୟୀ ଦେବୀଙ୍କ ଦଶହରା ପର୍ବ, ବିଜୟାଦଶମୀ. ସୋମନାଥବ୍ରତ ଉଦ‌୍‍ଯାପନ। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ, ସିଂହ ଓ ବିଛା ରାଶି। ମକର ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବିଜୟାଦଶମୀ, ଦଶହରା ପର୍ବ ସର୍ବତ୍ର ପାଳନୀୟ। ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୮ରୁ ଘ୪ା୨୫, ରାତ୍ରି ଘ୧୦ା୧୮ରୁ ଘ୧୨ା୨୫। ଅମୃତ-ଦିବା ଘ୭ା୧୮ରୁ ଘ୯ା୩୮, ଘ୧୧ା୩୨ରୁ ଘ୧ା୧୨, ରାତ୍ରି ଘ୧୨/୨୫ରୁ ଘ୪ା୨୫।   ୧୨.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୭ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୨ ତାରିଖ, ବୁଧବାର, ଆଶ୍ୱିନ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ପାପାଙ୍କୁଶା ଏକାଦଶୀ, ଭସାଣି, ଶ୍ରୀମନ୍ଦିରରେ ବାଳଧୂପ, ରାଧାଦାମୋଦର ବେଶାରମ୍ଭ, ଗୋଷାଣୀ ମେଳଣ, ମହରମ‌୍‍ ପର୍ବ। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ପ୍ରାତଃ ଘ୬ା୪୯ ଗତେ କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶିର ଚନ୍ଦ୍ରଶୁଦ୍ଧି। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ପାପାଙ୍କୁଶା ଏକାଦଶୀ। ପାପକାର୍ଯ୍ୟ ପ୍ରତି ଅଂକୁଶ ଲାଗିଲା। କାର୍ତ୍ତିକ ମାସ ଉଦ୍ଦେଶ୍ୟରେ ଧର୍ମକାର୍ଯ୍ୟରେ ଲିପ୍ତ ରହି ରାଧାଦାମୋଦରଙ୍କ ପୂଜାପାଠରେ ମଗ୍ନ ରହିଲେ ସୁଖଶାନ୍ତି ବର୍ଦ୍ଧନ ହେବ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୮, ଦିବା ଘ୪ା୨୫ରୁ ଘ୭ା୩୮, ରାତ୍ରି ଘ୮ା୧୮ରୁ ଘ୧୦ା୨୫, ଘ୪ା୨୫ରୁ ନିଶାନ୍ତ। ଅମୃତ-ଦିବା ଘ୭ା୩୮ରୁ ଘ୯ା୧୮, ଘ୨ା୫ରୁ ଘ୪ା୨୫, ରାତ୍ରି ଘ୧୨/୫ରୁ ଘ୨ା୨୫।   ୧୩.୧୧.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୮ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୩ ତାରିଖ, ଗୁରୁବାର, ଆଶ୍ୱିନ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୩, ଦିବା ଘ୧୧ା୪୬ରୁ ଘ୧ା୩୯, ସଂଧ୍ୟା ଘ୫ା୪୬ରୁ ଘ୭ା୫୩, ରାତ୍ରି ଘ୧ା୫୩ରୁ ଘ୩ା୪୬, ଘ୪ା୨୦ରୁ ନିଶାନ୍ତ। ଅମୃତ-ଦିବା ଘ୧ା୩୯ରୁ ଘ୩ା୧୯, ରାତ୍ରି ଘ୭/୫୩ରୁ ଘ୧୧ା୫୩।   ୧୪.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୯ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୪ ତାରିଖ, ଶୁକ୍ରବାର, ଆଶ୍ୱିନ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ, ଶରଣ ଶେଷ। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ, କନ୍ୟା ଓ ଧନୁ ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୧୭ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୬ରୁ ଘ୯ା୫୯, ଘ୧୨ା୪୬ରୁ ଘ୨ା୫୩। ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୬, ସଂଧ୍ୟା ଘ୫ା୪୬ରୁ ଘ୯ା୨୬, ରାତ୍ରି ଘ୨/୪୬ରୁ ନିଶାନ୍ତ।   ୧୫.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୩୦ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୫ ତାରିଖ, ଶନିବାର, ଆଶ୍ୱିନ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଅଦ୍ୟ ଗଜଲକ୍ଷ୍ମୀ ପୂଜା, କୁମାରୋତ୍ସବ ଓ ଚନ୍ଦ୍ରୋପବାସ, କାର୍ତ୍ତିକେୟ ଜନ୍ମ, ଜହ୍ନିଓଷା ସମାପନ, ଏପିଜେ ଅବଦୁଲ‌୍‍ କଲାମଙ୍କ ଜୟନ୍ତୀ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଗଜଲକ୍ଷ୍ମୀ ପୂଜା, ସଂଧ୍ୟା ସମୟେ ସୂର୍ଯ୍ୟପୂଜା ଓ ରାତ୍ୟର୍ଦ୍ଧରେ ଲକ୍ଷ୍ମୀପୂଜା ବିଧେୟ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପୂର୍ଣ୍ଣିମାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୩ରୁ ଘ୮ା୪୬। ଅମୃତ-ଦିବା ଘ୧୦ା୩୩ରୁ ଘ୧୨ା୫୩, ଘ୨ା୪୬ରୁ ଘ୪ା୨୬, ରାତ୍ରି ଘ୧୧/୩୩ରୁ ଘ୩ା୩୩।   ୧୬.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୩୧ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧୬ ତାରିଖ, ରବିବାର, ଆଶ୍ୱିନ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର।  ଅଦ୍ୟ ଆଶ୍ୱିନ ପୂର୍ଣ୍ଣିମା, ଶ୍ରୀଲିଙ୍ଗରାଜଙ୍କ ଦାମୋଦର ବେଶ, ବାଲ୍ମିକୀ ଓ ବୈଷ୍ଣବପାଣି ଜୟନ୍ତୀ, ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ, କାର୍ତ୍ତିକ ବ୍ରତାରମ୍ଭ। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୪୬ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି। ମେଷ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୭ରୁ ଘ୧୦ା୪୦, ଘ୧ା୨୭ରୁ ଘ୩ା୩୪, ସଂଧ୍ୟା ଘ୬ା୨୭ରୁ ଘ୮ା୪୩, ରାତ୍ରି ଘ୨ା୪୩ରୁ ଘ୪ା୨୭। ଅମୃତ-ପ୍ରାତଃ ଘ୬ା୨୭ରୁ ଘ୮ା୪୭, ରାତ୍ରି ଘ୮/୩୫ରୁ ଘ୧୦ା୧୪।

Share :