ତିଥି ବାର ବେଳା- ଅକ୍ଟୋବର ୩-୯, ୨୦୧୬

ତିଥି ବାର ବେଳା- ଅକ୍ଟୋବର ୩-୯, ୨୦୧୬

Share :

୩.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୮ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୩ ତାରିଖ, ସୋମବାର, ଆଶ୍ୱିନ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ମା’ ସମଲେଶ୍ୱରୀଙ୍କ ବ୍ରହ୍ମଚାରିଣୀ ବେଶ। ବୈଧୃତି ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୯ରୁ ଘ୧୦ା୩୫, ରାତ୍ରି ଘ୧୧ା୫ରୁ ଘ୧ା୩୫, ଘ୨ା୧୫ରୁ ଘ୩ା୩୨। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୨, ଦିବାଘ୧୨ା୯ରୁ ଘ୨ା୨୯, ଘ୪ା୨୨ରୁ ଘ୭ା୪୨, ରାତ୍ରି ଘ୪/୨୨ରୁ ନିଶାନ୍ତ।   ୪.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୯ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୪ ତାରିଖ, ମଙ୍ଗଳବାର, ଆଶ୍ୱିନ ଶୁକ୍ଳପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର। ଅଦ୍ୟ ମା’ ସମଲେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ ଶୁଭ। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। ମକର ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ପାଦ, ଦିବା ଘ୮ା୧୩ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମଙ୍ଗଳ ମହାଗ୍ରହ ପୂଜା। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୬ରୁ ଘ୪ା୨୩, ରାତ୍ରି ଘ୧୦ା୧୬ରୁ ଘ୧୨ା୨୩। ଅମୃତ-ଦିବା ଘ୭ା୧୬ରୁ ଘ୯ା୩୬, ଘ୧୧ା୩୦ରୁ ଘ୧ା୧୦, ରାତ୍ରି ଘ୧୦/୨୩ରୁ ଘ୪ା୨୩।   ୫.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୦ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୫ ତାରିଖ, ବୁଧବାର, ଆଶ୍ୱିନ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅଦ୍ୟ ସମଲେଶ୍ୱରୀଙ୍କ କୃଷ୍ଣାଶ୍ରୀ ବେଶ, ନତଃ ପଞ୍ଚମୀ, ମା’ ବିରଜାଦେବୀଙ୍କ ପଞ୍ଚମୀ ହୋମ। ରିକ୍ତାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶି। କର୍କଟ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ପ୍ରାତଃ ଘ୫ା୪୪ ଗତେ ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବୁଧ ମହାଗ୍ରହ ପୂଜା କର୍ତ୍ତବ୍ୟ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୪ା୨୩ରୁ ଘ୭ା୩୬, ରାତ୍ରି ଘ୮ା୧୬ରୁ ଘ୭ା୨୩, ଘ୪ା୨୩ରୁ ଘ୭ା୩୬, ଘ୮ା୧୬ରୁ ଘ୧୦ା୨୩, ଘ୪ା୨୩ରୁ ନିଶାନ୍ତ। ଅମୃତ-ଦିବା ଘ୭ା୩୬ରୁ ଘ୯ା୧୬, ଘ୨ା୩ରୁ ଘ୪ା୨୩, ରାତ୍ରି ଘ୧୨/୩ରୁ ଘ୨ା୨୩।   ୬.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୧ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୬ ତାରିଖ, ଗୁରୁବାର, ଆଶ୍ୱିନ ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ସମଲେଶ୍ୱରୀଙ୍କ ସ୍କନ୍ଧମାତା ବେଶ, ଗୁରୁପଞ୍ଚମୀ ବ୍ରତ। ସିଦ୍ଧିଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ ଶୁଭ। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଗୁରୁପଞ୍ଚମୀ ବ୍ରତ କର୍ତ୍ତବ୍ୟ। ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୧, ଦିବା ଘ୧୧ା୪୪ରୁ ଘ୧ା୩୭, ସଂଧ୍ୟା ଘ୫ା୪୪ରୁ ଘ୭ା୫୧, ରାତ୍ରି ଘ୧ା୫୧ରୁ ଘ୩ା୪୪, ଘ୪ା୨୪ରୁ ନିଶାନ୍ତ। ଅମୃତ-ଦିବା ଘ୧ା୩୭ରୁ ଘ୩ା୧୭, ରାତ୍ରି ଘ୨/୫୧ରୁ ଘ୧୧ା୫୧।   ୭.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୨ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୭ ତାରିଖ, ଶୁକ୍ରବାର, ଆଶ୍ୱିନ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର। ଅଦ୍ୟ ତପଃଷଷ୍ଠୀ ଓ ବିଲ୍ୱାଧିବାସ, ପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ମା’ ସମଲେଶ୍ୱରୀଙ୍କ କାତ୍ୟାୟନୀ ବେଶ। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ବୃଷ, ମିଥୁନ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି। ଦିବା ଘ୨ା୪୪ ଗତେ ଧନୁ, ମୀନ, ମିଥୁନ, କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪ରୁ ଘ୯ା୫୭, ଘ୧୨ା୪୪ରୁ ଘ୨ା୫୦। ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୪, ସଂଧ୍ୟା ଘ୫ା୪୪ରୁ ଘ୯ା୨୪, ରାତ୍ରି ଘ୨/୪୪ରୁ ନିଶାନ୍ତ।   ୮.୧୦.୨୦୧୬ କନ୍ୟା ଦି୨୩ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୮ ତାରିଖ, ଶନିବାର, ଆଶ୍ୱିନ ଶୁକ୍ଳପକ୍ଷ, ସପ୍ତମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ପୀଠେ ମହାଷ୍ଟମୀ, ଶ୍ରୀଦୁର୍ଗାଦେବୀଙ୍କ ତ୍ରିଦିନାତ୍ମକ ମହାସପ୍ତମୀ ଓ ଅଷ୍ଟମୀ ପୂଜା, ମା’ ସମଲେଶ୍ୱରୀଙ୍କ କାଳରାତ୍ରି ବେଶ, ବୃହସ୍ପତି ପୂର୍ବୋଦୟ (ଅଦ୍ୟ ଦୁର୍ଗାଙ୍କ ଓଷାବ୍ରତ ବିହିତ)। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୯ା୧୯ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶ୍ରୀମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ବିହିତ। ରାତ୍ରି ୯ ଘଟିକା ସମୟେ ଅଷ୍ଟମୀ ପୂଜାରମ୍ଭ। ପୁତ୍ରବତୀମାନଙ୍କ ପାଇଁ ଅଷ୍ଟମୀ ବ୍ରତ ବିଧେୟ। ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୧ରୁ ଘ୮ା୪୪। ଅମୃତ-ଦିବା ଘ୧୦ା୩୧ରୁ ଘ୧୨ା୫୧, ଘ୨ା୪୪ରୁ ଘ୪ା୨୪, ରାତ୍ରି ଘ୧୧/୩୧ରୁ ଘ୩ା୩୧।   ୯.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୨୪ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୯ ତାରିଖ, ରବିବାର, ଆଶ୍ୱିନ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର।  ଅଦ୍ୟ ଶ୍ରୀଦୁର୍ଗାଦେବୀଙ୍କ ମହାଷ୍ଟମୀ, ପୀଠେ ମହାନବମୀ ଓ ସନ୍ଧିପୂଜା, ରାତ୍ର୍ୟର୍ଦ୍ଧରେ ବଳିଦାନ, ମା’ ସମଲେଶ୍ୱରୀଙ୍କ ମହାଗ୍ଭୋରୀ ବେଶ, ରାତ୍ରି ଘ୧ା୪୫ ଗତେ ଶରଣପଞ୍ଚକ, ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ। ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ଧନୁ, ମୀନ, ମିଥୁନ, କର୍କଟ ରାଶି। ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧ା୪୫ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୭ା୨୨ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମହାଷ୍ଟମୀ ଓ ନବମୀ ପୂଜାରେ କର୍ମକାଳ ପ୍ରଶସ୍ତ (ପୁତ୍ରବାନ‌୍‍ ବ୍ୟକ୍ତି ଅଦ୍ୟ ଅଷ୍ଟମୀ ବ୍ରତ କରିବା ନିଷେଧ, ଯାହାକି ପୁତ୍ରବିୟୋଗ କଷ୍ଟରୁ ନିବୃତ୍ତ ରହିବାକୁ ଧର୍ମଶାସ୍ତ୍ରମାନଙ୍କରୁ ପ୍ରମାଣ ମିଳେ)। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୫ରୁ ଘ୧୦ା୩୮, ଘ୧ା୨୫ରୁ ଘ୩ା୩୨, ସଂଧ୍ୟା ଘ୬ା୨୫ରୁ ଘ୮ା୩୨, ରାତ୍ରି ଘ୨ା୩୨ରୁ ଘ୪ା୨୫। ଅମୃତ-ପ୍ରାତଃ ଘ୬ା୨୫ରୁ ଘ୮ା୪୫, ରାତ୍ରି ଘ୮/୩୨ରୁ ଘ୧୦ା୧୨।

Share :