ତିଥି ବାର ବେଳା- ସେପ୍ଟେମ୍ବର ୨୬-ଅକ୍ଟୋବର ୨, ୨୦୧୬

ତିଥି ବାର ବେଳା- ସେପ୍ଟେମ୍ବର ୨୬-ଅକ୍ଟୋବର ୨, ୨୦୧୬

Share :

୨୬.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୧ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୬ ତାରିଖ, ସୋମବାର, ଆଶ୍ୱିନ କୃଷ୍ଣପକ୍ଷ, ଏକାଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଅଦ୍ୟ ଇନ୍ଦିରା ଏକାଦଶୀ। ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମିଥୁନ ଓ ଧନୁ ରାଶିର ଘାତବାର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଇନ୍ଦିରା ଏକାଦଶୀ ବ୍ରତ ବିହିତ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୮ରୁ ଘ୧୦ା୩୪, ରାତ୍ରି ଘ୧୧ା୪୧ରୁ ଘ୧ା୩୪, ଘ୨ା୩୪ରୁ ଘ୩ା୩୧। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୧୨/୮ରୁ ଘ୨/୨୮, ଘ୪ା୨୧ରୁ ଘ୭ା୪୧, ରାତ୍ରି ଘ୪/୨୧ରୁ ନିଶାନ୍ତ।   ୨୭.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୨ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୭ ତାରିଖ, ମଙ୍ଗଳବାର, ଆଶ୍ୱିନ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମକର ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର। ଦିବା ଘ୩ା୨୦ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୨ା୨ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - କେତୁ ମହାଗ୍ରହ ପୂଜା ବିହିତ। ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୪ରୁ ଘ୪ା୨୧, ରାତ୍ରି ଘ୧୦ା୧୪ରୁ ଘ୧୨ା୨୧। ଅମୃତ-ଦିବା ଘ୭/୧୪ରୁ ଘ୯/୩୪, ଘ୧୧ା୨୮ରୁ ଘ୧ା୮, ରାତ୍ରି ଘ୧୨/୨୧ରୁ ଘ୪ା୨୧।   ୨୮.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୩ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୮ ତାରିଖ, ବୁଧବାର, ଆଶ୍ୱିନ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଅଦ୍ୟ ଯୁଗାବ୍ଦ ନିତ୍ୟଶ୍ରାଦ୍ଧ, ଜଗଛାୟା ଶ୍ରାଦ୍ଧ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। କର୍କଟ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଗଜଚ୍ଛାୟା ଯୋଗରେ ଶ୍ରାଦ୍ଧ ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୪, ଦିବା ଘ୪ା୨୧ରୁ ଘ୭ା୩୪, ରାତ୍ରି ଘ୮ା୧୪ରୁ ଘ୧୦ା୨୧, ଘ୪ା୨୧ରୁ ନିଶାନ୍ତ। ଅମୃତ-ଦିବା ଘ୭/୩୪ରୁ ଘ୯/୧୪, ଘ୨ା୧ରୁ ଘ୪ା୨୧, ରାତ୍ରି ଘ୧୨/୧ରୁ ଘ୨ା୨୧।   ୨୯.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୪ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୯ ତାରିଖ, ଗୁରୁବାର, ଆଶ୍ୱିନ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ, ଶ୍ରୀବିରଜାଦେବୀଙ୍କ ରଥାଧିବାସ, ନାଭିଗୟାରେ ପିଣ୍ଡଦାନ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୧ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି। ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ କର୍ତ୍ତବ୍ୟ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ, କେବଳ ଦୈବୀ ଦୁର୍ଯ୍ୟୋଗ ଓ ଶସ୍ତ୍ରହତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୮, ଦିବା ଘ୧୧ା୪୧ରୁ ଘ୧ା୩୪, ସଂଧ୍ୟା ଘ୫ା୪୧ରୁ ଘ୭ା୪୮, ରାତ୍ରି ଘ୧ା୪୮ରୁ ଘ୩ା୪୧, ଘ୪ା୨୧ରୁ ନିଶାନ୍ତ। ଅମୃତ-ଦିବା ଘ୧/୩୪ରୁ ଘ୩/୧୪, ରାତ୍ରି ଘ୭/୪୮ରୁ ଘ୧୧ା୪୮।   ୩୦.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୫ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୩୦ ତାରିଖ, ଶୁକ୍ରବାର, ଆଶ୍ୱିନ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଅଦ୍ୟ ମହାଳୟା ଅମାବାସ୍ୟା ଓ ଶ୍ରାଦ୍ଧ, ଚନ୍ଦ୍ରକ୍ଷୟ, ଫୁଲ୍ଲେରୀ ଓଷା, ଶ୍ରୀବିରଜାଦେବୀଙ୍କ ରଥଯାତ୍ରା। ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ବିଛା ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମହାଳୟା ଶ୍ରାଦ୍ଧ ବିହିତ। ଅମାବସ୍ୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧ରୁ ଘ୯ା୫୯, ଘ୧୨ା୪୧ରୁ ଘ୨ା୪୮। ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୧, ସଂଧ୍ୟା ଘ୫/୪୧ରୁ ଘ୯/୨୧, ରାତ୍ରି ଘ୨/୪୧ରୁ ନିଶାନ୍ତ।   ୧.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୬ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୧ ତାରିଖ, ଶନିବାର, ଆଶ୍ୱିନ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର। ଅଦ୍ୟ ବୃହସ୍ପତି ପୂର୍ବୋଦୟ, ଶାରଦୀୟ ନବରାତ୍ର ପୂଜାରମ୍ଭ। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ ଶୁଭ। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧଡ଼ୁ, ମୀନ, ମେଷ ଓ କର୍କଟ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୯ରୁ ଘ୮ା୪୨। ଅମୃତ-ଦିବା ଘ୧୦/୨୯ରୁ ଘ୧୨/୪୯, ଘ୨ା୪୨ରୁ ଘ୪ା୨୨, ରାତ୍ରି ଘ୧୧/୨୯ରୁ ଘ୩ା୨୯।   ୨.୧୦.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୭ନ, ଇଂରାଜୀ ୨୦୧୬ ମସିହା, ଅକ୍ଟୋବର ୨ ତାରିଖ, ରବିବାର, ଆଶ୍ୱିନ ଶୁକ୍ଳପକ୍ଷ, ପ୍ରତିପଦ (ମଳ) ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର।  ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ସମଲେଶ୍ୱରୀଙ୍କ ଶୈଳପୁତ୍ରୀ ବେଶ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ମଳତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି। ମେଷ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର। ଦିବା ଘ୧ା୨୦ ଗତେ ତୁଳା, ଧନୁ, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି। ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬ା୫୪ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସଂଧ୍ୟାକାଳରେ ଚନ୍ଦ୍ରପୂଜା କର୍ତ୍ତବ୍ୟ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୨ରୁ ଘ୧୦ା୩୫, ଘ୧ା୨୨ରୁ ଘ୩ା୨୯, ସଂଧ୍ୟା ଘ୬ା୨୨ରୁ ଘ୮ା୨୯, ରାତ୍ରି ଘ୨ା୨୯ରୁ ଘ୪ା୨୨। ଅମୃତ-ପ୍ରାତଃ ଘ୬ା୨୨ରୁ ଘ୮ା୨୨, ରାତ୍ରି ଘ୮/୨୯ରୁ ଘ୧୦ା୯।

Share :