ତିଥି ବାର ବେଳା- ସେପ୍ଟେମ୍ବର ୧୯-୨୫, ୨୦୧୬

ତିଥି ବାର ବେଳା- ସେପ୍ଟେମ୍ବର ୧୯-୨୫, ୨୦୧୬

Share :

୧୯.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୪ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୧୯ ତାରିଖ, ସୋମବାର, ଆଶ୍ୱିନ କୃଷ୍ଣପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର। ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ବାଣିଜ୍ୟ କ୍ରୟ ଶୁଭ। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୬ରୁ ଘ୧୦ା୩୨, ରାତ୍ରି ଘ୧୧ା୩୯ରୁ ଘ୧ା୩୨, ଘ୨ା୧୨ରୁ ଘ୩ା୨୯। ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୧୯, ଦିବା ଘ୧୨/୬ରୁ ଘ୨/୨୬, ଘ୪ା୧୯ ଘ୭ା୩୯, ରାତ୍ରି ଘ୪/୧୯ରୁ ନିଶାନ୍ତ।   ୨୦.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୫ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୦ ତାରିଖ, ମଙ୍ଗଳବାର, ଆଶ୍ୱିନ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର। ରିକ୍ତାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମକର ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର। ରାତ୍ରି ଘ୪ା୪ ଗତେ ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୦ା୩୮ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୨ରୁ ଘ୪ା୧୯, ଘ୧୦ା୧୨ରୁ ଘ୧୨ା୧୯। ଅମୃତ-ଦିବା ଘ୭/୧୨ରୁ ଘ୯/୩୨, ଘ୧୧ା୨୬ରୁ ଘ୧ା୬,  ରାତ୍ରି ଘ୧୨/୧୯ରୁ ଘ୪ା୧୯।   ୨୧.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୬ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୧ ତାରିଖ, ବୁଧବାର, ଆଶ୍ୱିନ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଅଶ୍ୱପଞ୍ଚମୀ ଓ ଗଜଷଷ୍ଠୀ। ନକ୍ଷତ୍ରଦଗ୍ଧା-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। କର୍କଟ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୩, ଦିବା ଘ୪ା୨୦ରୁ ଘ୭ା୩୩, ରାତ୍ରି ଘ୮ା୧୩ରୁ ଘ୧୦ା୨୦, ଘ୪ା୨୦ରୁ ନିଶାନ୍ତ। ଅମୃତ-ଦିବା ଘ୭/୩୩ରୁ ଘ୯/୧୩, ଘ୨ା୦ରୁ ଘ୪ା୨୦,  ରାତ୍ରି ଘ୧୨/୦ରୁ ଘ୨ା୨୦।   ୨୨.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୭ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୨ ତାରିଖ, ଗୁରୁବାର, ଆଶ୍ୱିନ କୃଷ୍ଣପକ୍ଷ, ଷଷ୍ଠୀ (ସପ୍ତମୀ କ୍ଷୟ) ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଦଗ୍ଧା ଓ ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ, କର୍କଟ ଓ ଧନୁ ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, ବିଛା ରାଶିର ଘାତଚନ୍ଦ୍ର। ରାତ୍ରି ଘ୪ା୫୭ ଗତେ ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୭, ଦିବା ଘ୧୧ା୪୦ରୁ ଘ୧ା୩୩, ସଂଧ୍ୟା ଘ୫ା୪୦ରୁ ଘ୭ା୪୭, ରାତ୍ରି ଘ୧ା୪୭ରୁ ଘ୩ା୪୦, ଘ୪ା୨୦ରୁ ନିଶାନ୍ତ। ଅମୃତ-ଦିବା ଘ୧/୩୩ରୁ ଘ୩/୧୩, ରାତ୍ରି ଘ୪/୪୭ରୁ ଘ୧୧ା୪୭।   ୨୩.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୮ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୩ ତାରିଖ, ଶୁକ୍ରବାର, ଆଶ୍ୱିନ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ଦୁତିବାହନ ବା ଦୁତିଆ ଓଷା, ମୂଳାଷ୍ଟମୀ, ଦୁର୍ଗା ଉାପନ, ଦୁର୍ଗାଦେବୀଙ୍କ ଷୋଡ଼ଶ ଦିନାତ୍ମକ ପୂଜାରମ୍ଭ ଓ ସହସ୍ର କୁମ୍ଭାଭିଷେକ, ପୁଅଜୀଅନ୍ତିଆ ଓଷା। ଦଗ୍ଧାତିଥି ଓ ବ୍ୟତିପାତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦୁର୍ଗା ଉାପନ ବ୍ରତ ବିହିତ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୦ରୁ ଘ୯ା୫୩, ଘ୧୨ା୪୦ରୁ ଘ୨ା୪୭। ଅମୃତ-ସୂର୍ଯ୍ୟୋଦୟରୁ ଘ୮/୦, ସଂଧ୍ୟା ଘ୫ା୪୦ରୁ ଘ୯/୨୦, ରାତ୍ରି ଘ୨/୪୦ରୁ ନିଶାନ୍ତ।   ୨୪.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୯ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୪ ତାରିଖ, ଶନିବାର, ଆଶ୍ୱିନ କୃଷ୍ଣପକ୍ଷ, ନବମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ମାତୃପୂଜା ନବମୀ, ସ୍ୱାମୀ ଚିଦାନନ୍ଦ ଜୟନ୍ତୀ। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୭ରୁ ଘ୨/୪୦, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୭, ଦିବା ଘ୪/୨୦ରୁ ଘ୬/୪୭, କାଳରାତ୍ରି - ଘ୪/୨୦ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ, ଦିବା ଘ୩ା୫୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୭ରୁ ଘ୮ା୪୦। ଅମୃତ-ଦିବା ଘ୧୦/୨୭ରୁ ଘ୧୨/୪୭, ଘ୨ା୪୦ରୁ ଘ୪ା୨୦, ରାତ୍ରି ଘ୧୧/୨୭ରୁ ଘ୩ା୨୭।   ୨୫.୯.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର କନ୍ୟା ଦି୧୦ନ, ଇଂରାଜୀ ୨୦୧୬ ମସିହା, ସେପ୍ଟେମ୍ୱର ୨୫ ତାରିଖ, ରବିବାର, ଆଶ୍ୱିନ କୃଷ୍ଣପକ୍ଷ, ଦଶମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର।  କବିବର ରାଧାନାଥ ଜୟନ୍ତୀ। ତିଥ୍ୟମୃତ ଯୋଗ-ପୁଂସବନ, ସୀମନ୍ତୋନୟନ, ନାମକରଣ, ବହିଃନିଷ୍କ୍ରମଣ ଶୁଭ। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, ଧନୁ, ମକର ଓ ମେଷ ରାଶି। ମେଷ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୯ା୩୧ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ବାରବେଳା - ଦିବା ଘ୧୦/୩୩ରୁ ଘ୧୨/୧୩, କାଳବେଳା - ଦିବା ଘ୧୨/୧୩ରୁ ଘ୧/୨୦, କାଳରାତ୍ରି - ଘ୧/୨୦ରୁ ଘ୨ା୨୭। ମୃତେ ପୁଷ୍କର ୨ପାଦ, ଦିବା ଘ୩ା୧୦ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୦ରୁ ଘ୧୦ା୩୩, ଘ୧ା୨୦ରୁ ଘ୩ା୨୭, ସଂଧ୍ୟା ଘ୬ା୨୦ରୁ ଘ୮ା୨୭, ରାତ୍ରି ଘ୨ା୨୭ରୁ ଘ୪ା୨୦। ଅମୃତ-ପ୍ରାତଃ ଘ୬/୨୦ରୁ ଘ୮/୪୦, ରାତ୍ରି ଘ୮/୨୭ରୁ ଘ୧୦ା୭।

Share :