ତିଥି ବାର ବେଳା- ଜୁନ ୨୫-ଜୁଲାଇ ୧, ୨୦୧୮

ତିଥି ବାର ବେଳା- ଜୁନ ୨୫-ଜୁଲାଇ ୧, ୨୦୧୮

Share :

୨୫.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୧ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୫ ତାରିଖ, ସୋମବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର। ଅବମତିଥି ଓ ଯମଘଣ୍ଟକ ଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମିଥୁନ ଓ ଧନୁରାଶିର ଘାତବାର। କର୍କଟ ରାଶିର ଘାତନକ୍ଷତ୍ର। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୧୦ ରୁ ଘ୧୦ା୪, ରାତ୍ରି ଘ୧୧ା୨୩ ରୁ ଘ୧ା୪, ଘ୧ା୫୬ ରୁ ଘ୨ା୫୫। ଅମୃତ - ସୂର୍ଯ୍ୟୋଦୟରୁ ଘ୬ା୫୧, ଦିବା ଘ୧୧ା୫୬ ରୁ ଘ୧ା୫୮, ଘ୪ା୩ ରୁ ଘ୭ା୧୧। ରାତ୍ରି ଘ୪ା୩ ରୁ ନିଶାନ୍ତ। ୨୬.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୨ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୬ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ତ୍ରୟୋଦଶୀ(ମଳ) ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର। ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ, ମଙ୍ଗଳଚଣ୍ଡୀ ବ୍ରତ। ମଳତିଥି ଓ ଯମଘଣ୍ଟକ ଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି। ମିଥୁନ ରାଶିର ଘାତବାର। କର୍କଟ ରାଶିର ଘାତନକ୍ଷତ୍ର। ମୃତେ ପୁଷ୍କର ୧ ପାଦ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୧ା୫୬ ରୁ ଘ୩ା୫୧, ରାତ୍ରି ଘ୯ା୫୬ ରୁ ଘ୧୧ା୩୮। ଅମୃତ - ପ୍ରାଃ ଘ୬ା୫୬ ରୁ ଘ୯ା୪, ଦିବା ଘ୧୧ା୧୦ ରୁ ଘ୧୨ା୩୮, ରାତ୍ରି ଘ୧୨ା୩ ରୁ ଘ୩ା୫୧। ୨୭.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୩ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୭ ବୁଧବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ବିଛା ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର। ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟାରାଶି। କର୍କଟ ରାଶିର ଘାତବାର। ଚତୁର୍ଦ୍ଦଶୀ ପର୍ବଦିନ, ତୈଳ, ମାଂସ, ସ୍ତ୍ରୀସମ୍ୱୋଗ ନିଷେଧ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୪ା୩ ରୁ ଘ୭ା୪, ରାତ୍ରି ଘ୭ା୫୬ ରୁ ଘ୯ା୫୧, ଘ୪ା୩ ରୁ ନିଶାନ୍ତ। ଅମୃତ ଦିବା ଘ୭ା୧୬ ରୁ ଘ୮ା୪୪, ଘ୧ା୪୩ ରୁ ଘ୩ା୫୧, ରାତ୍ରି ଘ୧୧ା୪୩ ରୁ ଘ୧ା୫୧। ୨୮.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୪ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୮ ତାରିଖ, ଗୁରୁବାର, ଜ୍ୟେଷ୍ଠ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ଦେବସ୍ନାନ ପୂର୍ଣ୍ଣିମା, ନିତ୍ୟଶ୍ରାଦ୍ଧ। ସିଦ୍ଧିଯୋଗ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର। ସିଂହରାଶିର ଘାତନକ୍ଷତ୍ର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପୂର୍ଣ୍ଣିମା ପର୍ବଦିନ ତୈଳ, ମାଂସ ଓ ସ୍ତ୍ରୀ ସମ୍ୱୋଗ ନିଷେଧ। ମାହେନ୍ଦ୍ର - ସୂର୍ଯ୍ୟୋଦୟରୁ ଘ୭ା୧୮, ଦିବା ଘ୧୧ା୨୩ ରୁ ଘ୧ା୪, ସନ୍ଧ୍ୟା ଘ୫ା୨୩ ରୁ ଘ୭ା୧୮, ରାତ୍ରି ଘ୧ା୩୦ ରୁ ଘ୩ା୧୧, ଘ୪ା୩ ରୁ ନିଶାନ୍ତ। ଅମୃତ - ଦିବା ଘ୧ା୧୬ ରୁ ଘ୨ା୪୪, ରାତ୍ରି ଘ୭ା୩୦ ରୁ ଘ୧୧ା୧୮। ୨୯.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୫ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୨୯ ତାରିଖ, ଶୁକ୍ରବାର, ଆଷାଢ଼ କୃଷ୍ଣପକ୍ଷ, ପ୍ରତିପଦ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢ଼ା ନକ୍ଷତ୍ର। ଅଦ୍ୟ ଅଲାରନାଥ ଦର୍ଶନ, ରାତ୍ରି ଘ୧୦/୫୫ ଗତେ ଶରଣ ଆରମ୍ଭ। ସିଦ୍ଧିଯୋଗ, ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ବିଛା ଓ ମୀନ ରାଶିର ଘାତବାର। ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର। ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୭ା୪୩ ରୁ ଘ୯ା୨୪, ଘ୧୨ା୨୩ ରୁ ଘ୨ା୧୮। ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୨୩ ରୁ ଘ୮ା୫୧, ରାତ୍ରି ଘ୨ା୨୩ ରୁ ନିଶାନ୍ତ। ୩୦.୬.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୬ନ, ଇଂରାଜୀ ୨୦୧୮ ମସିହା, ଜୁନ୍ ୩୦ ତାରିଖ, ଶନିବାର, ଆଷାଢ଼ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଉତ୍ତରାଷାଢ଼ା ନକ୍ଷତ୍ର। ଶୁଭକର୍ମ, ବିବାହ। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୩ ପାଦ, ଦିବା ଘ୩ା୧୬ ଗତେ ୨ ପାଦ ଓ ସନ୍ଧ୍ୟା ଘ୫ା୫ ଗତେ ୧ ପାଦ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ - ସନ୍ଧ୍ୟା ଘ୬ା୩୦ ରୁ ଘ୮ା୨୪। ଅମୃତ - ଦିବା ଘ୧୦ା୧୦ ରୁ ଘ୧୨ା୧୮, ଘ୨ା୨୩ ରୁ ଘ୩ା୫୧, ରାତ୍ରି ଘ୧୧ା୧୦ ରୁ ଘ୨ା୫୮। ୧.୭.୨୦୧୮ ଶ୍ରୀ ସମ୍ୱତ୍ ୨୦୭୫, ଶକାବ୍ଦ ୧୯୪୦, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମିଥୁନ ଦି୧୭ନ, ଇଂରାଜୀ ୨୦୧୮ ମସିହା, ଜୁଲାଇ ୧ ତାରିଖ, ରବିବାର, ଆଷାଢ଼ କୃଷ୍ଣପକ୍ଷ, ତୃତୀୟା ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମେଷ ରାଶିର ଘାତବାର। କନ୍ୟା ରାଶିର ଘାତନକ୍ଷତ୍ର। ସିଂହ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ ପାଦ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମାହେନ୍ଦ୍ର - ଦିବା ଘ୮ା୨୩ ରୁ ଘ୧୦ା୪, ଘ୧ା୩ ରୁ ଘ୨ା୫୮, ସନ୍ଧ୍ୟା ଘ୬ା୩ ରୁ ଘ୭ା୫୮, ରାତ୍ରି ଘ୨ା୧୦ ରୁ ଘ୩ା୫୧। ଅମୃତ - ପ୍ରାତ ଘ୬ା୩ ରୁ ଘ୮ା୧୧, ରାତ୍ରି ଘ୮ା୧୦ ରୁ ଘ୯ା୩୮।

Share :