ତିଥି ବାର ବେଳା- ମେ ୭-୧୩, ୨୦୧୮

ତିଥି ବାର ବେଳା- ମେ ୭-୧୩, ୨୦୧୮

Share :

୭.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୪ନ, ଇଂରାଜୀ ୨୦୧୮ ମସିହା, ମଇ ୭ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ସପ୍ତମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା(କ୍ଷ) ନକ୍ଷତ୍ର । ଅଦ୍ୟ ଶ୍ରୀକ୍ଷେତ୍ରେ ଭଉଁରୀ । ପାପଯୋଗ- ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମିଥୁନ ଓ ଧନୁ ରାଶିର ଘାତବାର । ଧନୁ ରାଶିର ଘାତତିଥି । ସିଂହ ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ଦିବା ଘ ୫ା୪୧ମଧ୍ୟେ ୨ ପାଦ । ସପ୍ତମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୮ା୩ ରୁ ଘ୧୦ା୧୦, ରାତ୍ରି ଘ୧୧ା୧୬ ରୁ ଘ୧ା୧୦, ଘ୧ା୪୯ ରୁ ଘ୨ା୫୭ । ଅମୃତ - ସୂର୍ଯେ୍ୟଦୟରୁ ଘ୬ା୫୭, ଦିବା ଘ୨ା୫, ଘ୩ା୫୬ ରୁ ଘ୭ା୧୭, ରାତ୍ରି ଘ୩/୫୨ ରୁ ନିଶାନ୍ତ । ୮.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୫ନ, ଇଂରାଜୀ ୨୦୧୮ ମସିହା, ମଇ ୮ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ଉକ୍ରଳେ ଭଉଁରୀ । ସିଦ୍ଧିଯୋଗ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମକର ରାଶିର ଘାତବାର । ମିଥୁନ ଓ କନ୍ୟା ରାଶିର ଘାତତିଥି । କନ୍ୟାରାଶିର ଘାତନକ୍ଷତ୍ର । ସିଂହ ରାଶିର ଘାତଚନ୍ଦ୍ର । ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଷ୍ଟମୀ ପର୍ବଦିନରେ ତୈଳ, ମାଂସ ସ୍ତ୍ରୀସମ୍ଭୋଗ ନିଷେଧ । ମାହେନ୍ଦ୍ର - ଦିବା, ଘ୧ା୪୯ ରୁ ଘ୩ା୫୭, ରାତ୍ରି ଘ୯/୪୯ ରୁ ଘ ୧ା୫୭ । ଅମୃତ - ପ୍ରାତ ଘ୬ା୪୯ ରୁ ଘ ୯ା୧୦, ଘ୧୧ା୩ ରୁ ଘ୧୨ା୪୫ ରାତ୍ରି ଘ୧ା୫୬ ରୁ ଘ୩ା୫୭ । ୯.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୬ନ, ଇଂରାଜୀ ୨୦୧୮ ମସିହା, ମଇ ୯ ବୁଧବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ନବମୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଶୁଭକର୍ମ ଗୃହ ପ୍ରବେଶ । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର । ସିଂହ ଓ ବିଛା ରାଶିର ଘାତତିଥି । ମିଥୁନ ରାଶିର ଘାତଚନ୍ଦ୍ର୍ର । ନବମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ସୂର୍ଯେ୍ୟଦୟରୁ ଘ୭ା୧୦, ଦିବା ଘ୩ା୫୬ ରୁ ଘ୭ା୧୦, ରାତ୍ରି ଘ୭/୪୯ ରୁ ଘ୯ା୫୭, ଘ୩ା୫୬ ରୁ ନିଶାନ୍ତ । ଅମୃତ - ଦିବା ଘ ୭ା୯ ରୁ ଘ୮ା୫୦, ଘ ୧ା୩୬ ରୁ ଘ୩ା୫୭, ରାତ୍ରି ଘ୧୧ା୩୬ ରୁ ଘ୧ା୫୭ । ୧୦.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୭ନ, ଇଂରାଜୀ ୨୦୧୮ ମସିହା, ମଇ ୧୦ ତାରିଖ, ଗୁରୁବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦଶମୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ସିଦ୍ଧିଯୋଗ-ଗୃହପ୍ରବେଶ । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିିଂହ ଓ କନ୍ୟା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର । ତୁଳା ରାଶିର ଘାତନକ୍ଷତ୍ର । ମିଥୁନ ରାଶିର ଘାତଚନ୍ଦ୍ର । ଦଶମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ସୂର୍ଯେ୍ୟଦୟରୁ, ଘ୭ା୧୮ ଦିବା ଘ୧ା୨୩ ରୁ ଘ୧ା୪, ସନ୍ଧ୍ୟା ଘ୫ା୨୩ ରୁ ଘ୭ା୧୮, ରାତି୍ର ଘ୧ା୩୦ ରୁ ଘ୩ା୧୧, ଘ୪ା୩ ରୁ ନିଶାନ୍ତ । ଅମୃତ - ଦିବା ଘ୧ା୧୬ ରୁ ଘ୨ା୪୪, ରାତ୍ରି ଘ୭ା୩୦ ରୁ ଘ୧୧ା୧୮ । ୧୧.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୮ନ, ଇଂରାଜୀ ୨୦୧୮ ମସିହା, ମଇ ୧୧ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଏକାଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଜଳକ୍ରୀଡ଼ା ଏକାଦଶୀ ଓ ଉପବାସ, ଶରଣଶେଷ । ସିଦ୍ଧିଯୋଗ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ବିଛା ଓ ମୀନ ରାଶିର ଘାତବାର । ମିଥୁନ ରାଶିର ଘାତଚନ୍ଦ୍ର । ବିଧବା, ସନ୍ୟାସୀ ଓ ବୈଷ୍ଣବଙ୍କ ଏକାଦଶୀ ବ୍ରତ । (ନିଷେଧଦ୍ରବ୍ୟ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୭ା୪୩ ରୁ ଘ୯ା୨୪, ଘ୧୨ା୨୩ ରୁ ଘ୨ା୧୮ । ଅମୃତ - ସୂର୍ଯେ୍ୟଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୨୩ ରୁ ଘ୮ା୫୧, ରାତ୍ରି ଘ୨ା୨୩ ରୁ ନିଶାନ୍ତ । ୧୨.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୨୯ନ, ଇଂରାଜୀ ୨୦୧୮ ମସିହା, ମଇ ୧୨ ତାରିଖ, ଶନିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଶୁଭକର୍ମ - ବିବାହ । ଚନ୍ଦ୍ରଶୁଦ୍ଧି - ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ତୁଳା, ମକର ଓ ମୀନ ରାଶିର ଘାତତିଥି । ଧନୁ ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୨ ପାଦ, ରାତି୍ର ଘ୮ା୫୫ ଗତେ ୧ ପାଦ । ଦ୍ୱାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ସନ୍ଧ୍ୟା, ଘ୬ା୩୦ ରୁ ଘ୮ା୨୪ । ଅମୃତ - ସନ୍ଧ୍ୟା ଘ୧୦ା୧୦ ରୁ ଘ୧୨ା୧୮, ଘ୨ା୨ ରୁ ଘ୩ା୫୧, ରାତ୍ରି ଘ୧୧ା୧୦ ରୁ ଘ୨ା୫୮ । ୧୩.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୩୦ନ, ଇଂରାଜୀ ୨୦୧୮ ମସିହା, ମଇ ୧୩ ତାରିଖ, ରବିବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଶୁଭକର୍ମ- ବିବାହ । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ମେଷ ରାଶିର ଘାତବାର । ବିଛାରାଶିର ଘାତନକ୍ଷତ୍ର । ଧନୁରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୧ ପାଦ । ତ୍ରୟୋଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୮ା୨୩ ରୁ ଘ୧୦ା୪, ଘ୧ା୩ ରୁ ଘ୨ା୫୮, ସନ୍ଧ୍ୟା ଘ୬ା୩ ରୁ ଘ୭ା୫୮, ରାତି୍ର ଘ୨ା୧୦ ରୁ ଘ୩ା୫୧ । ଅମୃତ - ପ୍ରାତ ଘ୬ା୩ ରୁ ଘ୮ା୧୧, ରାତି୍ର ଘ୮ା୧୦ ରୁ ଘ୯ା୩୮ ।

Share :