ତିଥି ବାର ବେଳା- ଡିସେମ୍ବର ୧୨-୧୮, ୨୦୧୬

ତିଥି ବାର ବେଳା- ଡିସେମ୍ବର ୧୨-୧୮, ୨୦୧୬

Share :

୧୨.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୭ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୨ ତାରିଖ, ସୋମବାର, ମାର୍ଗଶୀର ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର। ଅଦ୍ୟ ଶିବ ଚତୁର୍ଦ୍ଦଶୀ ଉପବାସ, ଗୀତାଜୟନ୍ତୀ ଓ ପାଷାଣ ଚତୁର୍ଦ୍ଦଶୀ, ଶିଶୁ ଅନନ୍ତଦାସଙ୍କ ଜନ୍ମତିଥି। ନକ୍ଷତ୍ରଦଗ୍ଧା-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର। ଦିବା ଘ୯ା୧୫ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି। ବିଛା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୩ରୁ ଘ୧୧ା୯, ରାତ୍ରି ଘ୧୨ା୧୬ରୁ ଘ୨ା୯, ଘ୨ା୪୯ରୁ ଘ୪ା୬। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୬, ଦିବା ଘ୧୨ା୪୩ରୁ ଘ୩ା୩, ଘ୪ା୫୬ରୁ ଘ୮ା୧୬, ରାତ୍ରି ଘ୪/୫୬ରୁ ନିଶାନ୍ତ।   ୧୩.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୮ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୩ ତାରିଖ, ମଙ୍ଗଳବାର, ମାର୍ଗଶୀର ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ (ପୂର୍ଣ୍ଣିମା କ୍ଷୟ) ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ଅଦ୍ୟ ପଣ୍ଡୁପୂର୍ଣ୍ଣିମା ଓ ପଣ୍ଡୁଓଷା, ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସ, ଚନ୍ଦ୍ରପୂଜା। ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମକର ରାଶିର ଘାତବାର ଓ ଘାତନକ୍ଷତ୍ର। ବିଛା ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସର୍ବସମ୍ମତ ପଣ୍ଡୁଓଷା ବ୍ରତ ବିହିତ। ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୦ରୁ ଘ୪ା୫୩, ରାତ୍ରି ଘ୧୦ା୫୦ରୁ ଘ୧୨ା୫୩। ଅମୃତ ଦିବା ଘ୭ା୫୦ରୁ ଘ୧୦ା୧୦, ଘ୧୨ା୪ରୁ ଘ୧ା୪୪, ରାତ୍ରି ଘ୧୨/୫୭ରୁ ଘ୪ା୫୭।   ୧୪.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ବିଛା ଦି୨୯ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୪ ତାରିଖ, ବୁଧବାର, ପୌଷ କୃଷ୍ଣପକ୍ଷ, ପ୍ରତିପଦ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଅଦ୍ୟ ମାସାନ୍ତ। ତିଥ୍ୟମୃତ ଯୋଗ-ବିବାହ, ଗୃହାରମ୍ଭ, ଦେବତାଗଠନ, ପୁଂସବନ, ସୀମନ୍ତୋନୟନ, ବହିଃନିଷ୍କ୍ରମଣ, ନାମକରଣ, ଅନ୍ନପ୍ରାସନ ଓ ଯାତ୍ରା ଶୁଭ। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। କର୍କଟ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର। ଦିବା ଘ୮ା୫୩ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୦, ଦିବା ଘ୪ା୫୭ରୁ ଘ୮ା୧୦, ରାତ୍ରି ଘ୮ା୫୦ରୁ ଘ୧୦ା୫୭, ଘ୪ା୫୭ରୁ ନିଶାନ୍ତ। ଅମୃତ ଦିବା ଘ୮ା୧୦ରୁ ଘ୯ା୫୦, ଘ୨ା୩୭ରୁ ଘ୪ା୫୭, ରାତ୍ରି ଘ୧୨/୩୭ରୁ ଘ୨ା୫୭।   ୧୫.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୧ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୫ ତାରିଖ, ଗୁରୁବାର, ପୌଷ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ମିଥୁନ ଚନ୍ଦ୍ର, ଆଦ୍ରା ନକ୍ଷତ୍ର। ଅଦ୍ୟ ଷଡ଼ଶୀତି ଧନୁ ସଂକ୍ରାନ୍ତି, ପହିଲି ଭୋଗ, ଯମଦ୍ୱିତୀୟା, ଦାଣ୍ଡପହଁରା ଓ ବାଟଓଷା, ନିତ୍ୟଶ୍ରାଦ୍ଧ। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଧନୁସଂକ୍ରାନ୍ତି କୃତ୍ୟ। ରବି ରାତ୍ରି ଘ୫ା୨୪ ସମୟେ ଧନୁକୁ ସଂକ୍ରମଣ, ପରଦିନ ପୁଣ୍ୟକାଳ (ପୁତ୍ରବାନ‌୍‍ ବ୍ୟକ୍ତି ସଂକ୍ରାନ୍ତିର ବ୍ରତ, ଉପବାସ କରିବା ନିଷେଧ। ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୫, ଦିବା ଘ୧୨ା୧୮ରୁ ଘ୨ା୧୧, ସଂଧ୍ୟା ଘ୬ା୧୮ରୁ ଘ୮ା୨୫, ରାତ୍ରି ଘ୨ା୨୫ରୁ ଘ୪ା୧୮, ଘ୪ା୫୮ରୁ ନିଶାନ୍ତ। ଅମୃତ ଦିବା ଘ୨/୧୧ରୁ ଘ୩/୫୧, ରାତ୍ରି ଘ୮/୨୫ରୁ ଘ୧୨/୨୫।   ୧୬.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୨ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୬ ତାରିଖ, ଶୁକ୍ରବାର, ପୌଷ କୃଷ୍ଣପକ୍ଷ, ତୃତୀୟା ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ବିଛା ଓ ମୀନ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୧୦ା୫୬ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସଂକ୍ରାନ୍ତି କୃତ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ। ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୩୮ରୁ ଘ୧୦ା୩୧, ଘ୧ା୧୮ରୁ ଘ୩ା୨୫। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୮, ସଂଧ୍ୟା ଘ୬/୧୮ରୁ ଘ୯/୫୮, ରାତ୍ରି ଘ୩/୧୮ରୁ ନିଶାନ୍ତ।   ୧୭.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୩ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୭ ତାରିଖ, ଶନିବାର, ପୌଷ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ସିଦ୍ଧିଯୋଗ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ରାତ୍ରି ଘ୨ା୨୬ରୁ ଘ୯ା୧୯। ଅମୃତ ଦିବା ଘ୧୧/୬ରୁ ଘ୧/୨୬, ଘ୩ା୧୯ରୁ ଘ୪ା୫୯, ରାତ୍ରି ଘ୧୨/୬ରୁ ଘ୪/୬।   ୧୮.୧୨.୨୦୧୬ ଶ୍ରୀ ସମ୍ୱତ‌୍‍ ୨୦୭୩, ଶକାବ୍ଦ ୧୯୩୮, ଯୁଗାବ୍ଦ ୫୧୧୭, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୮ଙ୍କ, ସନ୧୪୨୪ସାଲ, ସୌମ୍ୟ ସମ୍ୱତ୍ସର ଧନୁ ଦି୪ନ, ଇଂରାଜୀ ୨୦୧୬ ମସିହା, ଡିସେମ୍ୱର ୧୮ ତାରିଖ, ରବିବାର, ପୌଷ କୃଷ୍ଣପକ୍ଷ, ପଞ୍ଚମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର।  ଦିବା ଘ୯ା୩୫ ଗତେ ତିଥ୍ୟମୃତ ଯୋଗ। ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ମେଷ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର। ଦିବା ଘ୨ା୯ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୨୦ରୁ ଘ୧୧ା୧୩, ଘ୨ା୦ରୁ ଘ୪ା୭, ସଂଧ୍ୟା ଘ୭ା୦ରୁ ଘ୯ା୭, ରାତ୍ରି ଘ୩ା୭ରୁ ଘ୫ା୦। ଅମୃତ ଦିବା ଘ୭/୦ରୁ ଘ୯/୨୦, ରାତ୍ରି ଘ୯/୭ରୁ ଘ୧୦/୪୭।

Share :