ବିମୁଦ୍ରାକରଣର କ୍ରୁର ଉପହାସ

ବିମୁଦ୍ରାକରଣର କ୍ରୁର ଉପହାସ

ସରଳ କୁମାର ଦାସ ପ୍ରଧାନମନ୍ତ୍ରୀ ମୋଦି ନଭେମ୍ୱର ୮, ୨୦୧୬ ରାତି ୮ଟାରେ ଟେଲିଭିଜନରେ ଆବିର୍ଭାବ ହୋଇ ଯେତେବେଳେ ତାଙ୍କର ବିମୁଦ୍ରାକରଣ ନିଷ୍ପତି ସମ୍ପର୍କରେ ଘୋଷଣା କଲେ, ଦେଶବାସୀ ସ୍ତବ୍ଧ ହୋଇଗଲେ। ଘୋଷଣା ଅନୁଯାୟୀ ଏହି ନିଷ୍ପତି ପଛରେ ଥିବା ତିନୋଟି କାରଣ, କଳାଧନକୁ ଲୋପ କରି ଦୁର୍ନୀତି ନିବାରଣ କରିବା, ଜାଲ ନୋଟର ପ୍ ...

Read more

ରାଜନୀତିରେ ନୈତିକତା ଓ ସ୍ୱଚ୍ଛତାର ସଂକଟ

ସୂର୍ଯ୍ୟମଣି ମିଶ୍ର ଦେଶର ଏପରି ଗୋଟିଏ ରାଜନୈତିକ ଦଳ ନାହିଁ ଏବଂ ନେତା ନାହାନ୍ତି ଯାହାଙ୍କ ନୈତିକତା ଏବଂ ଆୟ-ବ୍ୟୟକୁ ନେଇ ପ୍ରଶ୍ନ ଉଠୁନି । ରାଜନୀତି ଅର୍ଥାତ୍‍ ଶ୍ରେଷ୍ଠ ନୀତି - ରାଜନେତା ଅର୍ଥାତ୍‍ ଶ୍ରେଷ୍ଠ ନେତା ଭାବେ ସ୍ୱୀକୃତ-ସମ୍ମାନିତ ନେତାଙ୍କ ନୈତିକତା ଏବଂ ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏହାଦ୍ୱା ...

Read more

ଗଂଜାମ ବିଜେଡିର ନାରୀଶକ୍ତି

Oct 15, 2018

ନବୀନ ଓ ନିମୋଲରଙ୍କ କବିତା

Oct 14, 2018

ସଂପୂର୍ଣ୍ଣ କ୍ରାନ୍ତିର ମହାନାୟକ ଲୋକନାୟକ

Oct 10, 2018

ଓଡ଼ିଶା ରାଜନୀତିରେ ଆଉ ଜଣେ ପୁଅ!

Oct 10, 2018
Blog Sidebar left Post

ଦେଶର ସବୁଠୁ ଗରୀବ କିଏ?

ସୂର୍ଯ୍ୟମଣି ମିଶ୍ର ଭାରତରେ ମୋଟ ୪୧୨୦ ଏମ୍ଏଲ୍ଏ ଏବଂ ୪୬୨ ଏମ୍ଏଲ୍ସି ଅର୍ଥାତ୍ ମୋଟ ୪,୫୮୨ ବିଧାୟକ। ପ୍ରତି ବିଧାୟକଙ୍କ ପାଇଁ ବେତନ, ଭତ୍ତା ମିଶି ପ୍ରତି ମାସ ୨ ଲକ୍ଷ ଖର୍ଚ୍ଚ ହୋଇଥାଏ। ଅର୍ଥାତ୍ ୯୧ କୋଟି ୬୪ ଲକ୍ଷ ଟଙ୍କା ପ୍ରତି ମାସ, ଏହି ହିସାବରେ ପ୍ରତିବର୍ଷ ହାରାହାରି ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ! ଭାର ...

Read more

ଜଞ୍ଜିରରେ ଜାହ୍ନବୀ- ଜବାବ୍ ଦିଅ ଜାଗିର୍ଦାର !

Oct 18, 2018

ପ୍ରଶାସନର ପରିଚାଳନାରେ ତିତ୍ଲି ଭୟ ଦୂର

Oct 11, 2018

ଭଙ୍ଗା ଘରେ ଚକା ଜହ୍ନ

Sep 02, 2018

ଦୁର୍ବଳ ହେଲା ଦୁର୍ନୀତି ନିବାରଣ ଆଇନ

Aug 06, 2018
ଥୁତୁକୁଡି ନରସଂହାରରୁ ଚେତିବା

ଥୁତୁକୁଡି ନରସଂହାରରୁ ଚେତିବା

ସରଳ କୁମାର ଦାସ ୨୦୧୮ ମେ ମାସ ୨୨ ତାରିଖ ଦିନ ତାମିଲନାଡୁର ଟୁଟିକୋରିନ ନିକଟସ୍ଥ ଥୁତୁକୁଡିଠାରେ ବେଦାନ୍ତ ଗୋଷ୍ଠୀର ଷ୍ଟର୍ଲାଇଟ ତମ୍ବା କାରଖାନାର ସମ୍ପ୍ରସାରଣକୁ ବିରୋଧ କରି ହେଉଥିବା ଜନ ଆନ୍ଦୋଳନ ଉପରେ ପୁଲିସର ଗୁଳିଚାଳନା ଯୋଗୁ ୧୩ ଜଣ ନିରୀହ ଲୋକଙ୍କ ପ୍ରାଣ ହାନି ଘଟିଲା, ଯାହା ଓଡିଶାର କଳିଙ୍ଗନଗର ଗୁଳିକାଣ୍ଡର ସ୍ ...

Read more
ବରଗଡ ଇଥାନଲ ଜୈବ-ବିିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ

ବରଗଡ ଇଥାନଲ ଜୈବ-ବିିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ କରକମଳରେ ବରଗଡ଼ ଜିଲ୍ଲାର ଭଟଲି ତହସିଲ୍ ଅର୍ନ୍ତଗତ ବଉଳାସିଂହା ଗ୍ରାମରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ଦ୍ୱିତୀୟ ପିଢି (୨ଜି) ଇଥାନଲ ଜୈବ-ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରା ...

Read more
କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପାଇଲା ବେଦାନ୍ତ

କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପାଇଲା ବେଦାନ୍ତ

ଓଡ଼ିଶା ଖଣି ନିଗମର କୋଡ଼ିଙ୍ଗାମାଳି ଖଣିରୁ ବକ୍ସାଇଟ୍ ପାଇଛି ବେଦାନ୍ତ । ପ୍ରଥମ ଥର ପାଇଁ କମ୍ପାନୀ ଖଣି ନିଗମରୁ ବକ୍ସାଇଟ ପାଇବା ପରେ ତାହାର ସଂପ୍ରସାରଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବ ବୋଲି ଘୋଷଣା କରିଛି । ୨୦୨୧ ସୁଦ୍ଧା ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି କମ୍ପାନୀ ଆଶା କରିଛି । ଏବେ ଲାଞ୍ଜିଗଡ଼ରେ କ ...

Read more
ଓଡ଼ିଶା ସରକାରଙ୍କ ଉପରେ ରାଗିଲେଣି ଶିଳ୍ପପତି!

ଓଡ଼ିଶା ସରକାରଙ୍କ ଉପରେ ରାଗିଲେଣି ଶିଳ୍ପପତି!

ଇଜ୍ ଅଫ ଡୁିଇଂ ବିଜନେସ୍ ବା ବ୍ୟବସାୟମିତ୍ର ପରିବେଶ ତାଲିକାରେ ତିନିଟି ସ୍ଥାନ ତଳକୁ ଖସିଛି ଓଡ଼ିଶା। ୨୦୧୬ ବର୍ଷ ଏହି ତାଲିକାରେ ଓଡ଼ିଶାର ସ୍ଥାନ ୧୧ ଥିବାବେଳେ ୨୦୧୭ରେ ଏହା ୧୪ ସ୍ଥାନକୁ ଖସି ଯାଇଛି। ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବ୍ୟବସାୟ ସଂସ୍କାର କ୍ରିୟାନୁଷ୍ଠାନ ଯୋଜନା ...

Read more
ବିଜୁଳି ଆଘାତରେ କାହିଁକି ମରୁଛନ୍ତି ଏତେ ଲୋକଁ

ବିଜୁଳି ଆଘାତରେ କାହିଁକି ମରୁଛନ୍ତି ଏତେ ଲୋକଁ

ଓଡ଼ିଶାରେ ବହୁଳ ସଂଖ୍ୟାରେ ୧୧କେଭି ଓ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଆଘାତରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନଙ୍କୁ ବ୍ୟଥିତ କରିଛି । ଏହି ସବୁ ମୃତ୍ୟୁର ମୂଳ କାରଣଗୁଡ଼ିକ ମଧ୍ୟରୁ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଅବହେଳା, ସୁରକ୍ଷା ବ୍ୟବସ୍ଥାର ରକ୍ଷଣାବେକ୍ଷଣର ଅଭାବ, ତାରଗୁଡିକୁ ସମୟାନ ...

Read more
ବିଜୁଳି କ୍ଷତି ରୋକିବାରେ ଓଡ଼ିଶା ତଳେ

ବିଜୁଳି କ୍ଷତି ରୋକିବାରେ ଓଡ଼ିଶା ତଳେ

ଚଳିତ ବର୍ଷ ମେ ମାସରେ ସରବରାହ ଓ ବିତରଣ କ୍ଷେତ୍ରରେ ୩୮.୨ ପ୍ରତିଶତ ବିଦ୍ୟୁତ ଶକ୍ତି କ୍ଷତି କରିଛି ଓଡ଼ିଶା । ଏହା ହେଉଛି ଦେଶରେ ସର୍ବାଧିକ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଜାତୀୟ ସ୍ତରରେ ଏହି ହାର ହେଉଛି ୨୨ ପ୍ରତିଶତ । ଗତ ବର୍ଷ ତୁଳନାରେ ଏହା ୫.୩ ପ୍ରତିଶତ କମ୍ । କେନ୍ଦ୍ର ଶକ ...

Read more
ସି ପ୍ଲେନ ଖରାପ୍‌ ନୁହେଁ!

ସି ପ୍ଲେନ ଖରାପ୍‌ ନୁହେଁ!

ସରଳ କୁମାର ଦାସ ଭାରତ ସରକାରଙ୍କ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ଦେଶର ପାଞ୍ଚଟି ରାଜ୍ୟରେ ଜଳ ବିମାନଘା଼ଟି ପ୍ରତିଷ୍ଠା କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା ହୋଇଛି। ପ୍ରଥମ ଦଫାରେ ଓଡିଶାର ଚିଲିକା ଓ ଗୁଜରାଟର ସାବରମତି ରିଭର ଫ୍ରଣ୍ଟ ଓ ନର୍ମଦା ସରୋବର ଡ୍ୟାମରୁ ସି ପ୍ଲେନ ଉଡିବା ସ୍ଥ ...

Read more
ଗଂଜାମରେ ଡ଼ିଆଇଜି ଆଶିଷ ସିଂଙ୍କ ଚର୍ଚ୍ଚା

ଗଂଜାମରେ ଡ଼ିଆଇଜି ଆଶିଷ ସିଂଙ୍କ ଚର୍ଚ୍ଚା

ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲାର ପୋଲିସ୍ ବିଭାଗର କାର୍ଯ୍ୟଶୈଳୀ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଆସିଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜିଲ୍ଲାର ଆଇନଶୃଙ୍ଖଳା ଅପରାଧୀମାନଙ୍କୁ ଦମନ କରିବାରେ ରେକର୍ଡ଼ ମଧ୍ୟ ବିରଳ। ଏଇ ଜିଲ୍ଲାରେ ବହୁ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରି ସରକାରଙ୍କ ଦୃଷ୍ଟିରେ ସମ୍ମାନ ପାଇବା ...

Read more

ପ୍ରଯୁକ୍ତିର ପରିଣାମ ସଭ୍ୟତାର ବିନାଶ!

ଦେବେନ୍ଦ୍ର ପୃଷ୍ଟି ‘ପ୍ରଥମ ପ୍ରଯୁକ୍ତି ବିପ୍ଳବ ହେଉଛି ପ୍ରଥମ ବିଶ୍ୱ ଯୁଦ୍ଧର କାରଣ । ଦ୍ୱିତୀୟ ପ୍ରଯୁକ୍ତି ବିପ୍ଳବ ହେଉଛି ଦ୍ୱିତୀୟ ବିଶ୍ୱ ଯୁଦ୍ଧର କାରଣ । ଏବେ ତୃତୀୟ ପ୍ରଯୁକ୍ତି ବିପ୍ଳବ ଚାଲିଛି ।’ ଏକ ସାକ୍ଷାତକାରରେ ଏକଥା କହିଥିଲେ ଜ୍ୟାକ୍ ମା, ଜଣେ ବିଶ୍ୱ ବିଖ୍ୟାତ ଶିଳ୍ପୋଦ୍ୟୋଗୀ । ଚୀନା ମୂଳୋଦ୍ଭବ ଏହି ...

Read more

ଆଲୁଅଠୁଁ ବେଗବାନ!

Oct 09, 2018

ଏଣିକି କାରଖାନାରୁ ମିଳିବ ‘ଅହିଂସା ମାଂସ’!

Sep 11, 2018

ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ ମଣିଷ!

Aug 15, 2018

ମଙ୍ଗଳ ମେରୁ ତଳେ ଜଳ!

Aug 03, 2018
Blog Sidebar left Post

ଚାଷୀ କରିବେ ସତ୍ୟାଗ୍ରହ

ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ହାର୍ଦ୍ଦିକ ଶୁଭେଚ୍ଛା । ଆପଣ ଅବଗତ ଅଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୯ ବର୍ଷ ହେଲା "ପ୍ରାଇସ୍, ପ୍ରେଷ୍ଟିଜ, ପେନ୍ସନ୍' ଦାବିକୁ ନେଇ ନିରନ୍ତର ଅହିଂସା ଓ ଶାନ୍ତିପୂର୍ଣ୍ଣ ରାସ୍ତାରେ ସତ୍ୟାଗ୍ରହ ଚାଲୁ ରଖିଛି । ଏହି ବର୍ଷ ମାର୍ଚ୍ଚ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ ...

Read more

ମନସାଣ୍ଟୋ ଘାସମରା କର୍କଟକାରକ!

Aug 15, 2018

ବର୍ଷା ଅଭାବ, ବଢ଼ୁଛି ଚାଷୀର ଚିନ୍ତା

Jul 09, 2018

ଟମାଟୋ ଚାଷୀଙ୍କ ଦୁଃଖ, ଶୀତଳଭଣ୍ଡାର ମିଛ

May 10, 2018

ଓଳିଏ ଉପାସ କରିବା ଚାଲ!

Dec 22, 2016
ବ୍ରହ୍ମପୁର ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବ ମଞ୍ଜୁର

ବ୍ରହ୍ମପୁର ଆଇଜର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବ ମଞ୍ଜୁର

ଓଡ଼ିଶାର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଇଜର କ୍ୟାମ୍ପସ ପ୍ରତିଷ୍ଠା ଓ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରି ...

Read more
ଖରାପ କାହିଁକି ସରକାରୀ ସ୍କୁଲର ପରୀକ୍ଷାଫଳ

ଖରାପ କାହିଁକି ସରକାରୀ ସ୍କୁଲର ପରୀକ୍ଷାଫଳ

ହେମାଙ୍ଗ ପ୍ରସାଦ ରାଉଳ ଶିକ୍ଷା ସମାଜର ମାନଦଣ୍ଡ। ଠିକ୍ ସମୟରେ ସଠିକ୍ ଜ୍ଞାନ ଆହରଣ କରି ଉନ୍ନତ ନାଗରିକ ଗଠନ କରିବା ପାଇଁ ଶିକ୍ଷାଦାନର ବ୍ୟବସ୍ଥା ସୁଦୃଢ଼ ହେବା ସକାଶେ ଅନେକ ଯୋଜନା ଅନେକ ଅଲୋଚନା। କିନ୍ତୁ ପରିବର୍ତ୍ତନଶୀଳ ଯୁଗ ସହ ତାଳ ଦେଇ ଚାଲୁଥିବା ପୃଥିବୀର ପଛରେ ପଡ଼ିଯାଇଛି ଆମ ସାଂପ୍ରତିକ ଶିକ୍ଷା ପ୍ରଣାଳୀ ଓ ଶିକ ...

Read more
ଭୁବନେଶ୍ୱର ଏସଡିଆଇରେ ଏଲପିଜି ମେକାନିକ ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର ଏସଡିଆଇରେ ଏଲପିଜି ମେକାନିକ ପାଠ୍ୟକ୍ରମ ଆରମ୍ଭ

ଏସ୍ଡିଆଇ, ଭୁବନେଶ୍ୱର ଓଡ଼ିଶାରେ ବେରୋଜଗାର ଏବଂ ସ୍ୱଳ୍ପଶିକ୍ଷିତ ଯୁବବର୍ଗଙ୍କ ଦକ୍ଷତା ତାଲିମ କ୍ଷେତ୍ରରେ ୨ ବର୍ଷର ସଫଳତାର ଯାତ୍ରା ଶେଷ କରିଛି । ୨୦୧୮ ମେ ୨୦ ତାରିଖରେ ଏହାର ମଂଚେଶ୍ୱରସ୍ଥିତ ଅସ୍ଥାୟୀ କ୍ୟାମ୍ପସ ପରିସରରେ ଏହାର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ...

Read more
ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?

ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?

ମାୟାଧର ନାୟକ ଓଡ଼ିଶା ଗୋଟିଏ ମନୁଷ୍ୟକୃତ ମହାମରୁଡ଼ିର ମୁଲକ। ଏ ମହାମରୁଡ଼ି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ, ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି। ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡ଼ିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ। ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ୍ସାମାନ ...

Read more
ଉତ୍କଳରୁ ଓଡ଼ିଶା ଯାଏଁ

ଉତ୍କଳରୁ ଓଡ଼ିଶା ଯାଏଁ

ବିମଳ ପ୍ରସାଦ ଗତକାଲି ଥିଲା ଏପ୍ରିଲ ପହିଲା ତାରିଖ। ୧୯୩୬ ମସିହା ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଅନୁମୋଦନ ଦେଇଥିଲେ। ସେବେ କୁହାଯାଉଥିଲା ଉତ୍କଳ ଦିବସ। ଗଡ଼ଜାତ ରାଜ୍ୟଗୁଡିକର ମିଶ୍ରଣ ସମ୍ପନ୍ନ ହେଲା ୧୯୪୯ରେ। ସ୍ବାଧୀନ ଭାରତରେ ରାଜ୍ୟର ନାମ ଓଡ଼ିଶା ରହିବାରୁ ମୂଳ ଉତ୍କ ...

Read more
ପାଇକ-ରାଜନୀତିର ତଥ୍ୟ ଓ ସତ୍ୟ

ପାଇକ-ରାଜନୀତିର ତଥ୍ୟ ଓ ସତ୍ୟ

ସତ୍ୟବାଦୀ ବଳିଆରସିଂହ ତଥ୍ୟ ଓ ସତ୍ୟକୁ ନେଇ ଇତିହାସ। ଏଥିରେ କାହାକୁ ଅଧିକ, କାହାକୁ କମ୍ ବୋଲି ସ୍ୱଇଚ୍ଛାରେ ଦର୍ଶାଇ ହେବନାହିଁ। ନାନା ମୁନି ନାନା ମତ ହୋଇପାରେ। ତେବେ ସଂଖ୍ୟାଗରିଷ୍ଠ ମତକୁ ଆମକୁ ସମ୍ମାନ ଦେବାକୁ ପଡ଼ିବ। ପ୍ରସଂଗ ପାଇକ ବିଦ୍ରୋହର। ଦୁଇ ଶହ ବର୍ଷ ପୂର୍ତି ଉପଲକ୍ଷେ ଓଡ଼ିଆ ଭାବେ ଏକ ଅଫୁରନ୍ତ ଉଦବେଳନ, ତ ...

Read more
ନୂଆ କୋଠାରେ ମଦ ଆସର, ପୁରୁଣା କୋଠା ଜରାଜୀର୍ଣ୍ଣ

ନୂଆ କୋଠାରେ ମଦ ଆସର, ପୁରୁଣା କୋଠା ଜରାଜୀର୍ଣ୍ଣ

ହେମାଙ୍ଗ ପ୍ରସାଦ ରାଉଳ ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟସେବାର ବିଧ୍ୱସ୍ତ ଛବିରେ ପ୍ରାଣଦେବା ପାଇଁ ବ୍ରହ୍ମପୁରରେ ଏକଦା ବଡ଼ ମେଡ଼ିକାଲ୍ର ଯେଉଁ ସୁଖ୍ୟାତି ରହି ଜନ ଭାବନା ସହ ଯୋଡ଼ି ହୋଇଯାଉଥିଲା ତାହା ପ୍ରାୟତଃ ଆଦୌ ନାହିଁ। କୌଣସି ସାଂଘାତିକ ରୋଗୀଟିଏ ବଡ଼ ମେଡ଼ିକାଲ୍କୁ ଆସିଲେ ଏଠାକାର ରୋଗୀ ଡ଼ାକ୍ତରର ସଂପର୍କ ଯେପରି ଦୁର୍ବଳ ତ ...

Read more
ମହାତ୍ମାଙ୍କୁ ଖବରକାଗଜ ବିକିଥିବା ଲୋକର ଆତ୍ମକଥା

ମହାତ୍ମାଙ୍କୁ ଖବରକାଗଜ ବିକିଥିବା ଲୋକର ଆତ୍ମକଥା

ବୈଷ୍ଣବ ଜେନା ମୋର ନାମ ଗୌରାଙ୍ଗ ଜେନା। ମାତ୍ର ମୋତେ ସମସ୍ତେ ଗାନ୍ଧି ଜେନା ଭାବରେ ଜାଣିଛନ୍ତି। ଏପରିକି ମୋର ନିକଟ ସମ୍ପର୍କୀୟମାନେ ମଧ୍ୟ ମୋର ଅସଲ ନାମ ଜାଣନ୍ତି ନାହିଁ। ମୋର ଗାନ୍ଧି ଜେନା ନାମକରଣ ପଛରେ ଏକ କାରଣ ଅଛି। ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ମଁୁ ଜନ୍ମ ହୋଇଥିଲି। ଏଭଳି ...

Read more

ଜଗା ନା ଜଗନ୍ନାଥ!

ଦେବେନ୍ଦ୍ର ପୃଷ୍ଟି ଜଗତର ନାଥ ଆହେ ଜଗନ୍ନାଥ ଭକତ ଜନ ଭାବଗ୍ରାହୀ...ହଜି ଯାଏ ମୁଁ ଯେ ମଜ୍ଜି ଯାଏ ମୁଁ ଯେ ଶ୍ରୀମୁଖ ମାଧୁରୀକୁ ଚାହିଁ! କେବଳ ଏଇ ଭଜନରେ ନୁହେଁ, ଜଗନ୍ନାଥଙ୍କୁ ଜଗତର ନାଥ ବୋଲି ଅନେକ ଓଡ଼ିଆ ଭଜନରେ ସମ୍ବୋଧନ କରାଯାଇଛି । କାଶୀରେ ଅଛନ୍ତି ବିଶ୍ୱନାଥ । ତେବେ ଜଗନ୍ନାଥଙ୍କ ପରି ସେ ସାର୍ବଜନୀନ ଦେବତା ନ ...

Read more

ଈଶ୍ୱରଙ୍କ ଅସ୍ତିତ୍ୱ ଏବଂ ମୃତ୍ୟୁ

May 10, 2018

ଲକ୍ଷ୍ମୀଛଡ଼ା କାମ

May 08, 2018

ଭଣ୍ଡାର ଘର ଶୂନ!

May 08, 2018

ଆଟାଚି ଭିତରେ ଈଶ୍ବର!

Nov 05, 2016