ଜୀବନ ସଂପର୍କରେ

ଜୀବନ ସଂପର୍କରେ

Share :

୧. ଅତୀତରେ ରହିଯାଅ ନାହିଁ, ଭବିଷ୍ୟତର ସ୍ବପ୍ନ ଦେଖ ନାହିଁ; ଏଇ ମୁହୂର୍ତ୍ତ ଉପରେ ମଗ୍ନ ରୁହ | - ଗୌତମ ବୁଦ୍ଧ ୨. ନିଜକୁ ଖୋଜି ପାଇବା ଜୀବନ ନୁହେଁ; ନିଜକୁ ସୃଷ୍ଟି କରିବା ହିଁ ଜୀବନ | - ଜର୍ଜ ବାର୍ଣ୍ଣାଡ଼ ଶ ୩. ପ୍ରେମ ଦ୍ବାରା ଅନୁପ୍ରାଣୀତ ଓ ଜ୍ଞାନ ଦ୍ବାରା ନିର୍ଦ୍ଦେଶିତ ଜୀବନ ହେଉଛି ଉତ୍ତମ ଜୀବନ | - ବର୍ଟାଣ୍ଡ ରସେଲ୍ ୪. ଖୁସି କୋଉ ବସ୍ତୁରେ ତିଆରି ଖୋଜିଲେ ତମେ କେବେ ବି ଖୁସି ହେଇପାରିବନି; ଜୀବନର ମାନେ ଖୋଜିଲେ ତମେ କେବେ ଜୀବନ କ’ଣ ଜାଣିପାରିବନି | - ଆଲବର୍ଟ କାମ୍ୟୁ ୫. ମୋର ଗୋଟେ ସରଳ ଦର୍ଶନ: ଯାହା ଖାଲି ତା’କୁ ପୂର୍ଣ୍ଣ କର, ଯାହା ପୂର୍ଣ୍ଣ ତା’କୁ ଶୂନ୍ୟ କର, ଯେଉଁଠି କୁଣ୍ଢେଇ ହଉଚି ସେଇଠି କୁଣ୍ଢାଅ | - ଆଲିସ୍ ରୁଜଭେଲ୍ଟ ଲଙ୍ଗବର୍ଥ ୬. ଜୀବନ ନିଜେ ଗୋଟେ ଆଶ୍ଚର୍ଯ୍ୟଜନକ ପରୀ କାହାଣୀ | - ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନ୍ ୭. କିଛି ଭଲ ବନ୍ଧୁ, କିଛି ଭଲ ବହି ଓ ଏକ ତନ୍ଦ୍ରା ବିଜଡ଼ିତ ବିବେକ: ଏହା ହିଁ ଆଦର୍ଶ ଜୀବନ | - ମାର୍କ ଟ୍ବାଇନ୍

Share :