ତେହଜିବ-ଏ-ଲକ୍ଷ୍ନୌ

ତେହଜିବ-ଏ-ଲକ୍ଷ୍ନୌ

Share :

(ହ୍ବାଟ୍ସଆପରେ ବୁଲୁଛି ଏଇ ହାସ୍ୟୋଦ୍ଦିପକ ଗାଳିଟି। ମୂଳ ହିନ୍ଦୀ ସହ ଓଡ଼ିଆ ଅନୁବାଦ ପେଶ୍ ହେଲା। ମଜ୍ଜା ନିଅନ୍ତୁ।)   ଲକ୍ଷ୍ନୌର ଦୁଇ ଜଣ ବାଳକ ଝଗଡ଼ା କରୁଥିଲେ।   ପ୍ରଥମ - ଦେଖିଏ ଅଗର ଆପ ହମାରୀ ବାତ ସେ ଇତ୍ତେଫାକ୍ ନହିଁ କରେଁଗେଁ ତୋ ହମ ଆପକୀ ୱାଲିଦା ମୋହତରମା କୀ ଶାନ୍ ମେଁ ଗୁସ୍ତାଖନା କାଲିମାତ ପେଶ୍ କର ଦେଁଗେ। ( ଆପଣ ଯଦି ଆମ୍ଭ କଥାରେ ସହମତ ନ ହେବେ ତେବେ  ଆମ୍ଭେ ଆପଣଙ୍କ ମା’ ମହାଶୟାଙ୍କ ପ୍ରଶଂସାରେ ଖରାପ ଭାଷା ପ୍ରୟୋଗ କରିବା!)   ଦ୍ବିତୀୟ – ହଜୁର ଅଗର ଆପନେ ଇସ କଦର ଜଲାଲତ କୀ ଜୁର୍ରତ କି ତୋ ଫିର୍ ହମ ଭି ଆପକେ ରୁଖସାର ମୁବାରକ ପେ ଐସା ତମାଚା ରସିଦ କରେଁଗେ କି ଗାଲ-ଏ-ମୁବାରକ ଗୁଲାବ କି ମାନୀନ୍ଦ ଚମକ୍ ଉଠେଗା। (ହଜୁର ଆପଣ ଯଦି ମଣିଷ ଉପରେ ଏପରି ଖରାପ ଶବ୍ଦ ସବୁ ସିଂଚନ କରିବେ ତେବେ ଆମ୍ଭେ ମଧ୍ୟ ଆପଣଙ୍କ ସୁନ୍ଦର ଗାଲକୁ ଏମିତି ଉପହାର ପ୍ରଦାନ କରିବା ଯେ ଆପଣଙ୍କର ସେହି ଶୁଭ ଗାଲଟି ଗୋଲାପ ଫୁଲ ଭଳି ଚମକି ଉଠିବ!)

Share :