ଆରିଷ୍ଟଟଲଙ୍କ ମହତବାଣୀ

ଆରିଷ୍ଟଟଲଙ୍କ ମହତବାଣୀ

Share :

ଆସନ୍ତୁ ଜାଣିବା ଗ୍ରୀକ ଫିଲୋସଫର ଆରିଷ୍ଟଟଲଙ୍କ କୋଡ଼ିଏଟି କଥା .. 1. ନିଜକୁ ଜାଣିବାରେ ହିଁ ସମସ୍ତ ଜ୍ଞାନର ଆରମ୍ଭ ହୁଏ 2. ବନ୍ଧୁ କଣ? ଦୁଇଟି ଶରାରରେ ବାସ କରୁଥିବା ଗୋଟିଏ ଆତ୍ମା 3. ଆଶା ହେଉଛି ଏକ ଜାଗ୍ରତ ସ୍ୱପ୍ନ 4. ଖୁସି ନିଜ ଉପରେ ହିଁ ନିର୍ଭର କରେ 5. ସମସ୍ତଙ୍କର ବନ୍ଧୁ, କାହାର ମଧ୍ୟ ବନ୍ଧୁ ନୁହେଁ 6. ଖୁସି ହେଉଛି ଜୀବନର ଅର୍ଥ ଓ ଉଦ୍ଦେଶ୍ୟ, ମାନବ ଅସ୍ତିତ୍ୱର ସମ୍ପୂର୍ଣ୍ଣ ଲକ୍ଷ୍ୟ ତଥା ଶେଷ 7. ଧୈର୍ଯ୍ୟ ତିକ୍ତ, କିନ୍ତୁ ଏହାର ଫଳ ମିଠା 8. ଯିଏ ନିଜର ଭୟକୁ ଦୂର କରିପାରେ ସେ ହିଁ ପ୍ରକୃତରେ ମୁକ୍ତ 9. ଅନୁଭବ କରିବା ମାନେ ହେଉଛି ଯନ୍ତ୍ରଣା ଭୋଗିବା 10. ଯିଏ ଏକୁଟିଆରେ ମଧ୍ୟ ଆନନ୍ଦ ପାଏ, ସେ ବଣୁଆ ଜନ୍ତୁ କିମ୍ବା ଦେବତା ହିଁ ହୋଇପାରେ 11. ଦାରିଦ୍ର୍ୟ ହେଉଛି ବିପ୍ଳବ ଏବଂ ଅପରାଧର ପିତାମାତା 12. ପଚାଶ ଶତ୍ରୁଙ୍କ ପ୍ରତିକାର ହେଉଛି ଜଣେ ମାତ୍ର ବନ୍ଧୁ 13. ଚାକିରିରେ ପ୍ରସନ୍ନତା, କାର୍ଯ୍ୟରେ ସିଦ୍ଧତା ରଖେ 14. ଭଲ ଲେଖିବାକୁ ହେଲେ ଜ୍ଞାନୀଙ୍କ ପରି ଭାବିବାକୁ ପଡ଼େ ଓ ସାଧାରଣ ଲୋକଙ୍କ ପରି ପ୍ରକାଶ କରିବାକୁ ପଡ଼େ 15. ଶିକ୍ଷିବା ପ୍ରଣାଳୀ କେବେ ମଧ୍ୟ ପିଲାଙ୍କର ଖେଳ ନୁହେଁ; ଯନ୍ତ୍ରଣା ବିନା କେହି କିଛି ଶିଖି ପାରେନାହିଁ 16. ମନର ଶକ୍ତି ହେଉଛି ଜୀବନର ମୂଳ ମନ୍ତ୍ର 17. ଯିଏ ଭଲ ଅନୁଗାମୀ ନୁହେଁ, ସେ କେବେ ମଧ୍ୟ ଭଲ ନେତା ହୋଇ ପାରିବ ନାହିଁ 18. ସମସ୍ତ ବେତନ ପ୍ରାପ୍ତ କାର୍ଯ୍ୟ, ମନର ଅବଶୋଷଣ ଓ ଅବନତି କରେ 19. ଅନୁଶାସନ ଦ୍ବାରା ହିଁ ସ୍ୱାଧୀନତା ଆସେ 20. ସ୍ମୃତି ହେଉଛି ଆତ୍ମାର ଲେଖକ

Share :