ଅର୍ଥମନ୍ତ୍ରୀଙ୍କୁ ଲକ୍ଷ୍ମୀ ମୂର୍ତ୍ତି ଉପହାର

ଅର୍ଥମନ୍ତ୍ରୀଙ୍କୁ ଲକ୍ଷ୍ମୀ ମୂର୍ତ୍ତି ଉପହାର

Share :

ପ୍ରସିଦ୍ଧ ସ୍ଥପତି ତଥା ରାଜ୍ୟସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କକୁ ମା’ ଲକ୍ଷ୍ମୀଙ୍କର ଏକ ପଥର ମୂର୍ତ୍ତିକ ଉପହାର ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ।

Share :