ବିଶ୍ୱାସ

ବିଶ୍ୱାସ

Share :

ଶିବପ୍ରସାଦ ବିଶ୍ୱାଳ ସମୟର ପାନ୍ଥଶାଳାରେ ପୂର୍ଣ୍ଣମୀର ରାତିଟିଏ ଖୋଜୁ ଖୋଜୁ ପାଉଁଜିର ସ୍ୱର ଶୁଭେ... ଗୁଂଜରିତ ହୁଏ ଛନ୍ଦହୀନ ମନ ଭିତରେ ବି। ସବୁ ସଂପର୍କର ନାଁ ନଥାଏ, କେବଳ ହୃଦୟଙ୍ଗମ ହୁଏ, ନବ ରସ ଶୃଙ୍ଗାର... କେବଳ ସେତେବେଳେ ଯେବେ ହୃଦୟରେ ବିଷ୍ଫୋରିତ ହୁଏ ସର୍ବାଗ୍ରେ ବିଶ୍ୱାସ..। ସାତଜନ୍ମର ପ୍ରତିଶ୍ରୁତି ବନ୍ଧନ ନଥାଉ ପଛେ, ନିର୍ଜନ ରାତିରେ ନିଃଶବ୍ଦତାର ଶବ୍ଦ ତ ଶୁଭିବ ଆଉ ଅନ୍ତରାଳେ ବି ଶୁଭିବ ନିଷ୍କପଟ ବିଶ୍ୱାସର ଗର୍ଜନ...। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୋଲିସ୍ (ଡିଆଇବି), ଡୁଙ୍ଗୁରିପାଲି, ଜିଲ୍ଲା-ଦେବଗଡ଼ ଦୂରଭାଷ- ୯୪୩୭୭୨୪୨୭୭

Share :