ରାଶୀ ନକ୍ଷତ୍ର ତିଥି- ମିଥୁନ/ଆଷାଢ଼ ମାସ

ରାଶୀ ନକ୍ଷତ୍ର ତିଥି- ମିଥୁନ/ଆଷାଢ଼ ମାସ

Share :

ଶକାବ୍ଦ ୧୯୪୧/ କଳ୍ୟାତିତାବ୍ଦ ୫୧୨୦, ସ୍ବାଧୀନାବ୍ଦ ୭୨/୭୩, ସମ୍ବତ ୨୦୭୬, ଦିଲ୍ଲୀଶ୍ବରାବ୍ଦ ୧୪୨୬/୧୪୨୭, ଇଂରାଜୀ ୨୦୧୯/୨୦୨୦, ଶ୍ରୀ ଶ୍ରୀ ଦିବ୍ୟସିଂହ ମହାରାଜଙ୍କ ୬୧ ଅଙ୍କ। ମେଷ- ଶୁଭଦାୟକ। ନୂତନ ସ୍ଥାନ ପରିଭ୍ରମରଣ ଯୋଗ। ଯାନବାହନ କ୍ରୟ ଯୋଗ। ପାରିବାରିକ ଶାନ୍ତି। ବ୍ୟବସାୟରେ ଲାଭ। ମହିଳା ଓ ଛାତ୍ରଛାତ୍ରୀ ଖୁସି ହେବେ। ବୃଷ- ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା। କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ଯୋଗ। ପୈତୃକ ସଂପତ୍ତି ନେଇ ପରିବାରରେ ଅଶାନ୍ତି ଆଶଙ୍କା। ବ୍ୟବସାୟରେ ବନ୍ଧୁ ବା ଅଂଶୀଦାରଙ୍କଠାରୁ କ୍ଷତି ଆଶଙ୍କା। ମହିଳା ଓ ବିଦ୍ୟାର୍ଥୀ ଅସୁବିଧାରେ ପଡ଼ିପାରନ୍ତି। ମିଥୁନ- କର୍ମ କ୍ଷେତ୍ର ତଥା ପରିବାରରେ ଶାନ୍ତି। ବ୍ୟବସାୟରେ ସାମାନ୍ୟ ଲାଭ। ଦେବ ଦର୍ଶନ ଯୋଗ। ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ। ମହିଳା ଓ ବିଦ୍ୟାର୍ଥୀ ପ୍ରଶଂସା ପାଇବେ। କର୍କଟ- ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଶାନ୍ତି। ମହିଳା ଓ ବିଦ୍ୟାର୍ଥୀ ଖୁସି ହେବେ। ସିଂହ- ବିବିଧ କାର୍ଯ୍ୟରେ ବ୍ୟସ୍ତ ରହିବେ। ଉଚ୍ଚ ଅଧିକାରୀଙ୍କ ସହାୟତା ମିଳିପାରେ। ବ୍ୟବସାୟରେ ଉନ୍ନତି। ମହିଳା ଖୁସି ହେବେ। ବିଦ୍ୟାର୍ଥୀଙ୍କର ଦୂରଯାତ୍ରା ଯୋଗ। କନ୍ୟା- ଶତ୍ରୁ ବିବାଦ ଯୋଗ। କର୍ମକ୍ଷତ୍ରରେ ସହକର୍ମୀଙ୍କଠାରୁ ସମସ୍ୟା ଆସିପାରେ। ବ୍ୟବସାୟରେ ନିଜ ଲୋକଙ୍କଠାରୁ ଅସୁବିଦା ଆଶଙ୍କା। ସ୍ବାସ୍ଥ୍ୟ ଭଲ ରହିବ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ତୁଳା- ଅଯଥା ବିବାଦ ଘରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଆଶଙ୍କା। ବ୍ୟବସାୟରେ କ୍ଷତିର ସମ୍ଭାବନା। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ବିଛା- ଦେହ ସୁସ୍ଥ ରହିବ। ପଦୋନ୍ନତିର ସମ୍ଭାବନା। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ପରିବାରରେ ଶାନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ ଖୁସି ହେବେ। ଧନୁ- ସ୍ବାସ୍ଥ୍ୟରେଉନ୍ ନତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ଆଶା। ବ୍ୟବସାୟରେ ଆଶାନୁରୂପ ଲାଭ। ପରିବାରରେ ଶାନ୍ତି। ନୂତନ ବନ୍ଧୁ ଦର୍ଶନ ଯୋଗ। ମହିଳା ଓ ବିଦ୍ୟାର୍ଥୀ ସଫଳ ହେବେ। ମକର- ଆୟଠାରୁ ବ୍ୟୟ ବୁକେଇବ। ବ୍ୟବସାୟରେ କ୍ଷତି ଆଶଙ୍କା। ଭାତୃବିବାଦ ଯୋଗ। ସହକର୍ମୀ ସମସ୍ୟାରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀଙ୍କ ଅପମାନ ଯୋଗ। କୁମ୍ଭ- ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ ହୋଇପାରେ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା। ବ୍ୟବସାୟରେ ଆୟବ୍ୟୟ ସନ୍ତୁଳନ। ମହିଳା ଓ ବିଦ୍ୟାର୍ଥୀ ଖୁସି ହେବେ। ମୀନ- କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବେ। ପ୍ରଶଂସା ପାଇବ। କର୍ମକ୍ଷେତ୍ରରେ ଶତ୍ରୁ ସମସ୍ୟା। ବ୍ୟବସାୟରେ ଲାଭ କମ। ପରିବାରରେ ଶାନ୍ତି ବଜାୟ ରହିବ। ଆଷାଢ଼ ୧- ମିଥୁନ/ଆଷାଢ଼ ୧ ଦିନ, ଇଂରାଜୀ ଜୁନ ୧୫ ତାରିଖ ସବାଲ ୧୧ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୫ ଦିନ ଶନିବାର। ତ୍ରୟୋଦଶୀ। ବିଶାଖା। ମିଥୁନ/ରଜ ସଂକ୍ରାନ୍ତି। ଆଷାଢ଼ ୨- ମିଥୁନ/ଆଷାଢ଼ ୨ ଦିନ, ଇଂରାଜୀ ଜୁନ ୧୬ ତାରିଖ ସବାଲ ୧୨ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୬ ଦିନ ରବିବାର। ଚତୁର୍ଦ୍ଦଶୀ। ଅନୁରାଧା। ଭୂଦାହ ବା ଭୂଇଁନଁଣ। ଆଷାଢ଼ ୩- ମିଥୁନ/ଆଷାଢ଼ ୩ ଦିନ, ଇଂରାଜୀ ଜୁନ ୧୭ ତାରିଖ ସବାଲ ୧୩ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୭ ଦିନ ସୋମବାର। ଦେବସ୍ନାନ ପୂର୍ଣ୍ଣିମା। ଜ୍ୟେଷ୍ଠା। ବସୁମତୀ ସ୍ନାନ। ଆଷାଢ଼ ୪- ମିଥୁନ/ଆଷାଢ଼ ୪ ଦିନ, ଇଂରାଜୀ ଜୁନ ୧୮ ତାରିଖ ସବାଲ ୧୪ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୮ ଦିନ ମଙ୍ଗଳବାର। ପ୍ରତିପଦା। ମୂଳା। ଆଷାଢ଼ ୫- ମିଥୁନ/ଆଷାଢ଼ ୫ ଦିନ, ଇଂରାଜୀ ଜୁନ ୧୯ ତାରିଖ ସବାଲ ୧୫ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୯ ଦିନ ବୁଧବାର। ଦ୍ବିତୀୟା। ପୂର୍ବାଷାଢ଼ା। ଆଷାଢ଼ ୬- ମିଥୁନ/ଆଷାଢ଼ ୬ ଦିନ, ଇଂରାଜୀ ଜୁନ ୨୦ ତାରିଖ ସବାଲ ୧୬ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୩୦ ଦିନ ଗୁରୁବାର। ତୃତୀୟା। ଉତ୍ତରାଷାଢ଼ା। ଆଷାଢ଼ ୭- ମିଥୁନ/ଆଷାଢ଼ ୭ ଦିନ, ଇଂରାଜୀ ଜୁନ ୨୧ ତାରିଖ ସବାଲ ୧୭ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୩୧ ଦିନ ଶୁକ୍ରବାର। ଚତୁର୍ଥୀ। ଶ୍ରବଣା। ଆଷାଢ଼ ୮- ମିଥୁନ/ଆଷାଢ଼ ୮ ଦିନ, ଇଂରାଜୀ ଜୁନ ୨୨ ତାରିଖ ସବାଲ ୧୮ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧ ଦିନ ଶନିବାର। ପଞ୍ଚମୀ। ଧନିଷ୍ଠା। ଆଷାଢ଼ ୯- ମିଥୁନ/ଆଷାଢ଼ ୯ ଦିନ, ଇଂରାଜୀ ଜୁନ ୨୩ ତାରିଖ ସବାଲ ୧୯ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨ ଦିନ ରବିବାର। ଷଷ୍ଠୀ। ଶତଭିଷା। ଆଷାଢ଼ ୧୦- ମିଥୁନ/ଆଷାଢ଼ ୧୦ ଦିନ, ଇଂରାଜୀ ଜୁନ ୨୪ ତାରିଖ ସବାଲ ୨୦ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୩ ଦିନ ସୋମବାର। ସପ୍ତମୀ। ପୂର୍ବଭାଦ୍ର। ଆଷାଢ଼ ୧୧- ମିଥୁନ/ଆଷାଢ଼ ୧୧ ଦିନ, ଇଂରାଜୀ ଜୁନ ୨୫ ତାରିଖ ସବାଲ ୨୧ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୪ ଦିନ ମଙ୍ଗଳବାର। ଅଷ୍ଟମୀ। ଉତ୍ତରଭାଦ୍ର। ଆଷାଢ଼ ୧୨- ମିଥୁନ/ଆଷାଢ଼ ୧୨ ଦିନ, ଇଂରାଜୀ ଜୁନ ୨୬ ତାରିଖ ସବାଲ ୨୨ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୫ ଦିନ ବୁଧବାର। ନବମୀ। ଉତ୍ତରଭାଦ୍ର। ଆଷାଢ଼ ୧୩- ମିଥୁନ/ଆଷାଢ଼ ୧୩ ଦିନ, ଇଂରାଜୀ ଜୁନ ୨୭ ତାରିଖ ସବାଲ ୨୩ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୬ ଦିନ ଗୁରୁବାର। ନବମୀ। ରେବତୀ। ଆଷାଢ଼ ୧୪- ମିଥୁନ/ଆଷାଢ଼ ୧୪ ଦିନ, ଇଂରାଜୀ ଜୁନ ୨୮ ତାରିଖ ସବାଲ ୨୪ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୭ ଦିନ ଶୁକ୍ରବାର। ଦଶମୀ/ଏକାଦଶୀ। ଅଶ୍ବିନୀ। ଆଷାଢ଼ ୧୫- ମିଥୁନ/ଆଷାଢ଼ ୧୫ ଦିନ, ଇଂରାଜୀ ଜୁନ ୨୯ ତାରିଖ ସବାଲ ୨୫ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୮ ଦିନ ଶନିବାର। ଖଳିଲାଗି ଏକାଦଶୀ/ଦ୍ବାଦଶୀ। ଦ୍ବିଜା। ଆଷାଢ଼ ୧୬- ମିଥୁନ/ଆଷାଢ଼ ୧୬ ଦିନ, ଇଂରାଜୀ ଜୁନ ୩୦ ତାରିଖ ସବାଲ ୨୬ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୯ ଦିନ ରବିବାର। ଦ୍ବାଦଶୀ। କୃତ୍ତିକା। ପଠାଣୀ ସାମନ୍ତଙ୍କ ପୂଣ୍ୟତିଥି। ଆଷାଢ଼ ୧୭- ମିଥୁନ/ଆଷାଢ଼ ୧୭ ଦିନ, ଇଂରାଜୀ ଜୁଲାଇ ୧ ତାରିଖ ସବାଲ ୨୭ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୦ ଦିନ ସୋମବାର। ଅଣସର ତ୍ରୟୋଦଶୀ/ଚତୁର୍ଦ୍ଦଶୀ। ରୋହିଣୀ। ଆଷାଢ଼ ୧୮- ମିଥୁନ/ଆଷାଢ଼ ୧୮ ଦିନ, ଇଂରାଜୀ ଜୁଲାଇ ୨ ତାରିଖ ସବାଲ ୨୮ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୧ ଦିନ ମଙ୍ଗଳବାର। ଅମାବାସ୍ୟା। ମୃଗଶିରା। ନେତ୍ରୋତ୍ସବ, ନବଯୌବନ ଦର୍ଶନ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥି। ଆଷାଢ଼ ୧୯- ମିଥୁନ/ଆଷାଢ଼ ୧୯ ଦିନ, ଇଂରାଜୀ ଜୁଲାଇ ୩ ତାରିଖ ସବାଲ ୨୯ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୨ ଦିନ ବୁଧବାର। ପ୍ରତିପଦ। ଆର୍ଦ୍ରା। ଉଭାଯାତ୍ରା। ଆଷାଢ଼ ୨୦- ମିଥୁନ/ଆଷାଢ଼ ୨୦ ଦିନ, ଇଂରାଜୀ ଜୁଲାଇ ୪ ତାରିଖ ସବାଲ ୩୦ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୩ ଦିନ ଗୁରୁବାର। ଦ୍ବିତୀୟା। ପୂଷ୍ୟା। ଶ୍ରୀଗୁଣ୍ଡିଚା/ରଥଯାତ୍ରା। ଆଷାଢ଼ ୨୧- ମିଥୁନ/ଆଷାଢ଼ ୨୧ ଦିନ, ଇଂରାଜୀ ଜୁଲାଇ ୫ ତାରିଖ ଜିଲକଦ ୧ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୪ ଦିନ ଶୁକ୍ରବାର। ତୃତୀୟା। ଅଶ୍ଳେଷା। ଆଷାଢ଼ ୨୨- ମିଥୁନ/ଆଷାଢ଼ ୨୨ ଦିନ, ଇଂରାଜୀ ଜୁଲାଇ ୬ ତାରିଖ ଜିଲକଦ ୨ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୫ ଦିନ ଶନିବାର। ଚତୁର୍ଥୀ। ମଘା। ଆଷାଢ଼ ୨୩- ମିଥୁନ/ଆଷାଢ଼ ୨୩ ଦିନ, ଇଂରାଜୀ ଜୁଲାଇ ୭ ତାରିଖ ଜିଲକଦ ୩ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୬ ଦିନ ରବିବାର। ପଞ୍ଚମୀ। ପୂର୍ବ ଫାଲ୍‌ଗୁନୀ। ଆଷାଢ଼ ୨୪- ମିଥୁନ/ଆଷାଢ଼ ୨୪ ଦିନ, ଇଂରାଜୀ ଜୁଲାଇ ୮ ତାରିଖ ଜିଲକଦ ୪ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୭ ଦିନ ସୋମବାର। ଷଷ୍ଠୀ। ଉତ୍ତର ଫାଲ୍‌ଗୁନୀ। ଶ୍ରୀମନ୍ଦିରେ ହେରା ପଞ୍ଚମୀ। ଆଷାଢ଼ ୨୫- ମିଥୁନ/ଆଷାଢ଼ ୨୫ ଦିନ, ଇଂରାଜୀ ଜୁଲାଇ ୯ ତାରିଖ ଜିଲକଦ ୫ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୮ ଦିନ ମଙ୍ଗଳବାର। ସପ୍ତମୀ/ଅଷ୍ଟମୀ କ୍ଷୟ। ହସ୍ତା। ବିପଦ ତାରିଣୀ ବ୍ରତ, ପର୍ଶୁରାମ ଅଷ୍ଟମୀ। ଆଷାଢ଼ ୨୬- ମିଥୁନ/ଆଷାଢ଼ ୨୬ ଦିନ, ଇଂରାଜୀ ଜୁଲାଇ ୧୦ ତାରିଖ ଜିଲକଦ ୬ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୧୯ ଦିନ ବୁଧବାର। ନବମୀ। ଚିତ୍ରା। ନବମୀ ସନ୍ଧ୍ୟା ଦର୍ଶନ। ଆଷାଢ଼ ୨୭- ମିଥୁନ/ଆଷାଢ଼ ୨୭ ଦିନ, ଇଂରାଜୀ ଜୁଲାଇ ୧୧ ତାରିଖ ଜିଲକଦ ୭ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୦ ଦିନ ଗୁରୁବାର। ଦଶମୀ। ସ୍ବାତୀ। ସୁଦଶା ବ୍ରତ। ଆଷାଢ଼ ୨୮- ମିଥୁନ/ଆଷାଢ଼ ୨୮ ଦିନ, ଇଂରାଜୀ ଜୁଲାଇ ୧୨ ତାରିଖ ଜିଲକଦ ୮ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୧ ଦିନ ଶୁକ୍ରବାର। ହରି ଶୟନ ଏକାଦଶୀ। ବିଶାଖା। ବାହୁଡ଼ା ଯାତ୍ରା। ଆଷାଢ଼ ୨୯- ମିଥୁନ/ଆଷାଢ଼ ୨୯ ଦିନ, ଇଂରାଜୀ ଜୁଲାଇ ୧୩ ତାରିଖ ଜିଲକଦ ୯ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୨ ଦିନ ଶନିବାର। ଦ୍ବାଦଶୀ। ଅନୁରାଧା। ଗରୁଡ଼ ଶୟନ, ସୁନାବେଶ। ଆଷାଢ଼ ୩୦- ମିଥୁନ/ଆଷାଢ଼ ୩୦ ଦିନ, ଇଂରାଜୀ ଜୁଲାଇ ୧୪ ତାରିଖ ଜିଲକଦ ୧୦ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୩ ଦିନ ରବିବାର। ତ୍ରୟୋଦଶୀ। ଜ୍ୟେଷ୍ଠା। ଅଧରପଣା। ଆଷାଢ଼ ୩୧- ମିଥୁନ/ଆଷାଢ଼ ୩୧ ଦିନ, ଇଂରାଜୀ ଜୁଲାଇ ୧୫ ତାରିଖ ଜିଲକଦ ୧୧ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୪ ଦିନ ସୋମବାର। ଚତୁର୍ଦ୍ଦଶୀ। ମୂଳା। ଶୟନୋତ୍ସବ, ନୀଳାଦ୍ରି ବିଜେ। ଆଷାଢ଼ ୩୨- ମିଥୁନ/ଆଷାଢ଼ ୩୨ ଦିନ, ଇଂରାଜୀ ଜୁଲାଇ ୧୬ ତାରିଖ ଜିଲକଦ ୧୨ ତାରିଖ ରାଷ୍ଟ୍ରୀୟ ଆଷାଢ଼ ୨୫ ଦିନ ମଙ୍ଗଳବାର। ବ୍ୟାସ/ଗୁରୁ ପୂର୍ଣ୍ଣମୀ। ପୂବାଷାଢ଼ା। ଚନ୍ଦ୍ର ଗ୍ରହଣ।

Share :