ରାଶୀ ନକ୍ଷତ୍ର ତିଥି- ବୃଷ/ଜ୍ୟେଷ୍ଠ ମାସ

ରାଶୀ ନକ୍ଷତ୍ର ତିଥି- ବୃଷ/ଜ୍ୟେଷ୍ଠ ମାସ

Share :

ଶକାବ୍ଦ ୧୯୪୧/ କଳ୍ୟାତିତାବ୍ଦ ୫୧୨୦, ସ୍ବାଧୀନାବ୍ଦ ୭୨/୭୩, ସମ୍ବତ ୨୦୭୬, ଦିଲ୍ଲୀଶ୍ବରାବ୍ଦ ୧୪୨୬/୧୪୨୭, ଇଂରାଜୀ ୨୦୧୯/୨୦୨୦, ଶ୍ରୀ ଶ୍ରୀ ଦିବ୍ୟସିଂହ ମହାରାଜଙ୍କ ୬୧ ଅଙ୍କ। ମେଷ- ଧନପ୍ରାପ୍ତି ଯୋଗ। ସନ୍ତାନଙ୍କ ଶିକ୍ଷା ଯୋଗ। ତୀର୍ଥ ଦର୍ଶନ ଯୋଗ। ଚୌର ଭୟ। ବ୍ୟବସାୟ ସୁଯୋଗ। ବୃଷ- ପାରିବାରିକ ଅଶାନ୍ତି। ସ୍ବସ୍ଥ୍ୟରେ ଅବନତି। କର୍ମକ୍ଷେତ୍ର ଓ ବ୍ୟବସାୟରେ କ୍ଷତି। ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷା ଯୋଗ। ମହିଳାମାନେ ଗୃହକର୍ମରେ ବ୍ୟସ୍ତ ରହିବେ। ମିଥୁନ- ମକଦ୍ଦମାରେ ବିଜୟ ଯୋଗ। ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଲାଭ। କର୍ମକ୍ଷେତ୍ରରେ ପଦୋନ୍ନତି। ମହିଳାମାନେ ପ୍ରଂଶସିତ ହେବେ। ଛାତ୍ରଛାତ୍ର ସଫଳତା ପାଇବେ। କର୍କଟ- ପାରିବାରିକ ଶାନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ପ୍ରଂଶସା ଯୋଗ। ବ୍ୟାବସାୟିକ ବନ୍ଧୁତ୍ବ ପ୍ରାପ୍ତି ଓ ଲାଭ। କୃଷି କାର୍ଯ୍ୟରେ ଉନ୍ନତି। ମହିଳା ଓ ବିଦ୍ୟାର୍ଥୀଙ୍କ ଆନନ୍ଦ ଯୋଗ। ସିଂହ- ଗୃହରେ ବିବାଦ ଯୋଗ। ବନ୍ଧୁ ବିଦ୍ବେଷ ଯୋଗ। ସହକର୍ମୀଙ୍କଠାରୁ ଅସୁବିଧା ଆଶଙ୍କା। ବ୍ୟବସାୟରେ କ୍ଷତି ଆଶଙ୍କା। ବେକାରଙ୍କ ନିଯୁକ୍ତି ସମ୍ଭାବନା। ମହିଳା ଓ ଛାତ୍ରଛାତ୍ରୀଙ୍କ ନିନ୍ଦା ଯୋଗ। କନ୍ୟା- ବିଦେଶ ଯାତ୍ରା ଯୋଗ। ଅଯଥା ଶତ୍ରୁଭୟ ଯୋଗ। କର୍ମକ୍ଷେତ୍ରେ ଅପମାନ ଆଶଙ୍କା। ବ୍ୟବସାୟରେ ଲାଭ ଆଶା କ୍ଷୀଣ। ମହିଳା ଓ ବିଦ୍ୟାର୍ଥୀଙ୍କ ପାଇଁ ଦୁଃଖ ଭୋଗ। ତୁଳା- ଶାରୀରିକ ଅସୁସ୍ଥତାର ଆଶଙ୍କା। ନୀଚ ବ୍ୟକ୍ତିଙ୍କ ସହ ମନାନ୍ତର ଯୋଗ। କର୍ମକ୍ଷେତ୍ରରେ ଶତ୍ରୁତା, ବ୍ୟବସାୟରେ କ୍ଷତି। ମହିଳା ଓ ବିଦ୍ୟାର୍ଥୀ ସଫଳ ହେବେ। ବିଛା- ବ୍ୟବସାୟରେ ଉନ୍ନତି। ଶାରୀରିକ ସୁସ୍ଥତା ବଜାୟ ରହିବ। ପାରିବାରିକ ଶାନ୍ତି। କର୍ମ ସନ୍ତୋଷ ଯୋଗ। ମହିଳା ଓ ବିଦ୍ୟାର୍ଥୀଙ୍କ ଆନନ୍ଦ ମାସ। ଧନୁ- ଲାଭର ସମ୍ଭାବନା। ପରିବାରରେ ଗଣ୍ଡଗୋଳ ଆଶଙ୍କା। ବନ୍ଧୁଙ୍କ ସହାୟତା ମିଳିପାରେ। ଲାଭର ଆଶା କମ। ସହକର୍ମୀମାନେ ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା। ମକର- କୃଷି କ୍ଷେତ୍ରରେ ଲାଭ। ଦେହପୀଡ଼ା ଯୋଗ। ପାରିବାରିକ ଅଶାନ୍ତି। କର୍ମକ୍ଷେତ୍ରର ଓ ବ୍ୟବସାୟରେ ସମସ୍ୟା। ମହିଳା ଓ ବିଦ୍ୟାର୍ଥୀ ଅପମାନ ବୋଧ କରିପାରନ୍ତି। କୁମ୍ଭ- ଆୟ ଅପେକ୍ଷା ବ୍ୟୟ ବୃଦ୍ଧି। ଚୌର ଭୟ। ବ୍ୟବସାୟରେ କ୍ଷତି ଆଶଙ୍କା। କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ଯୋଗ। ମହିଳା ଓ ବିଦ୍ୟାର୍ଥୀ ଅସୁସ୍ଥ ହୋଇପାରନ୍ତି। ମୀନ- ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି। ଚାକିରୀରେ ପଦୋନ୍ନତି। ବ୍ୟବସାୟରେ ବନ୍ଧୁଙ୍କ ଦ୍ବାରା ଲାଭବାନ। ଶରୀର ସୁସ୍ଥ ରହିବ। ପରିବାରରେ ଶାନ୍ତି ରହିବ। ମହିଳା ଓ ଛାତ୍ରଛାତ୍ରୀଙ୍କର ଆନନ୍ଦ ଲାଭ। ଜ୍ୟେଷ୍ଠ ୧- ବୃଷ ସଂକ୍ରାନ୍ତି, ବୃଷ/ଜ୍ୟେଷ୍ଠ ୧ ଦିନ ଇଂରାଜୀ ମଇ ୧୫ ତାରିଖ ରମଜାନ ୯ ତାରିଖ ରାଷ୍ଟ୍ରୀୟ ବୈଶାଖ ୨୫ ଦିନ ବୁଧବାର। ଏକାଦଶୀ। ଜ୍ୟେଷ୍ଠ ୨- ବୃଷ/ଜ୍ୟେଷ୍ଠ ୨ ଦିନ ମଇ ୧୬ ତାରିଖ ରମଜାନ ୧୦ ତାରିଖ ରାଷ୍ଟ୍ରୀୟ ବୈଶାଖ ୨୬ ଦିନ ଗୁରୁବାର। ଦ୍ବାଦଶୀ। ଉତ୍ତର ଫାଲ୍‌ଗୁନୀ। ଜ୍ୟେଷ୍ଠ ୩- ବୃଷ/ଜ୍ୟେଷ୍ଠ ୩ ଦିନ ମଇ ୧୭ ତାରିଖ ରମଜାନ ୧୧ ତାରିଖ ରାଷ୍ଟ୍ରୀୟ ବୈଶାଖ ୨୭ ଦିନ ଶୁକ୍ରବାର। ତ୍ରୟୋଦଶୀ, ଚତୁର୍ଦ୍ଦଶୀ କ୍ଷୟ। ସ୍ବାତୀ। ଜ୍ୟେଷ୍ଠ ୪- ବୃଷ/ଜ୍ୟେଷ୍ଠ ୪ ଦିନ ମଇ ୧୮ ତାରିଖ ରମଜାନ ୧୨ ତାରିଖ ରାଷ୍ଟ୍ରୀୟ ବୈଶାଖ ୨୮ ଦିନ ଶନିବାର। ଚନ୍ଦନ ପୂର୍ଣ୍ଣମୀ, ବୁଦ୍ଧ ଜୟନ୍ତୀ। ବିଶାଖା। ଜ୍ୟେଷ୍ଠ ୫- ବୃଷ/ଜ୍ୟେଷ୍ଠ ୫ ଦିନ ମଇ ୧୯ ତାରିଖ ରମଜାନ ୧୩ ତାରିଖ ରାଷ୍ଟ୍ରୀୟ ବୈଶାଖ ୨୯ ଦିନ ରବିବାର। ପ୍ରତିପଦ। ଅନୁରାଧା। ଜ୍ୟେଷ୍ଠ ୬- ବୃଷ/ଜ୍ୟେଷ୍ଠ ୬ ଦିନ ମଇ ୨୦ ତାରିଖ ରମଜାନ ୧୪ ତାରିଖ ରାଷ୍ଟ୍ରୀୟ ବୈଶାଖ ୩୦ ଦିନ ସୋମବାର। ଦ୍ବିତୀୟା। ଜ୍ୟେଷ୍ଠା। ଜ୍ୟେଷ୍ଠ ୭- ବୃଷ/ଜ୍ୟେଷ୍ଠ ୭ ଦିନ ମଇ ୨୧ ତାରିଖ ରମଜାନ ୧୫ ତାରିଖ ରାଷ୍ଟ୍ରୀୟ ବୈଶାଖ ୩୧ ଦିନ ମଙ୍ଗଳବାର। ତୃତୀୟା। ମୂଳା। ଜ୍ୟେଷ୍ଠ ୮- ବୃଷ/ଜ୍ୟେଷ୍ଠ ୮ ଦିନ ମଇ ୨୨ ତାରିଖ ରମଜାନ ୧୬ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧ ଦିନ ବୁଧବାର। ଚତୁର୍ଥୀ। ପୂର୍ବାଷାଢ଼ା। ଜ୍ୟେଷ୍ଠ ୯- ବୃଷ/ଜ୍ୟେଷ୍ଠ ୯ ଦିନ ମଇ ୨୩ ତାରିଖ ରମଜାନ ୧୭ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨ ଦିନ ଗୁରୁବାର। ପଞ୍ଚମୀ। ପୂର୍ବାଷାଢ଼ା। ଜ୍ୟେଷ୍ଠ ୧୦- ବୃଷ/ଜ୍ୟେଷ୍ଠ ୧୦ ଦିନ ମଇ ୨୪ ତାରିଖ ରମଜାନ ୧୮ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୩ ଦିନ ଶୁକ୍ରବାର। ଷଷ୍ଠୀ। ଉତ୍ତରାଷାଢ଼ା। ଜ୍ୟେଷ୍ଠ ୧୧- ବୃଷ/ଜ୍ୟେଷ୍ଠ ୧୧ ଦିନ ମଇ ୨୫ ତାରିଖ ରମଜାନ ୧୯ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୪ ଦିନ ଶନିବାର। ଷଷ୍ଠୀ। ଶ୍ରବଣା। ଜ୍ୟେଷ୍ଠ ୧୨- ବୃଷ/ଜ୍ୟେଷ୍ଠ ୧୨ ଦିନ ମଇ ୨୬ ତାରିଖ ରମଜାନ ୨୦ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୫ ଦିନ ରବିବାର। ସପ୍ତମୀ। ଧନିଷ୍ଠା। ଶ୍ରୀକ୍ଷେତ୍ରେ ଭଉଁରୀ। ଜ୍ୟେଷ୍ଠ ୧୩- ବୃଷ/ଜ୍ୟେଷ୍ଠ ୧୩ ଦିନ ମଇ ୨୭ ତାରିଖ ରମଜାନ ୨୧ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୬ ଦିନ ସୋମବାର। ଅଷ୍ଟମୀ। ଶତଭିଷା। ଉତ୍କଳେ ଭଉଁରୀ। ଜ୍ୟେଷ୍ଠ ୧୪ ବୃଷ/ଜ୍ୟେଷ୍ଠ ୧୪ ଦିନ ମଇ ୨୮ ତାରିଖ ରମଜାନ ୨୨ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୭ ଦିନ ମଙ୍ଗଳବାର। ନବମୀ। ପୂର୍ବ ଭାଦ୍ର। ଜ୍ୟେଷ୍ଠ ୧୫- ବୃଷ/ଜ୍ୟେଷ୍ଠ ୧୫ ଦିନ ମଇ ୨୯ ତାରିଖ ରମଜାନ ୨୩ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୮ ଦିନ ବୁଧବାର। ଦଶମୀ। ଉତ୍ତର ଭାଦ୍ର। ଜ୍ୟେଷ୍ଠ ୧୬- ବୃଷ/ଜ୍ୟେଷ୍ଠ ୧୬ ଦିନ ମଇ ୩୦ ତାରିଖ ରମଜାନ ୨୪ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୯ ଦିନ ଗୁରୁବାର। ଜଳକ୍ରୀଡ଼ା ଏକାଦଶୀ। ରେବତୀ। ଜ୍ୟେଷ୍ଠ ୧୭- ବୃଷ/ଜ୍ୟେଷ୍ଠ ୧୭ ଦିନ ମଇ ୩୧ ତାରିଖ ରମଜାନ ୨୫ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୦ ଦିନ ଶୁକ୍ରବାର। ଦ୍ବାଦଶୀ। ଅଶ୍ବିନୀ। ଜ୍ୟେଷ୍ଠ ୧୮- ବୃଷ/ଜ୍ୟେଷ୍ଠ ୧୮ ଦିନ ଜୁନ ୧ ତାରିଖ ରମଜାନ ୨୬ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୧ ଦିନ ଶନିବାର। ତ୍ରୟୋଦଶୀ। ଦ୍ବିଜା। ଜ୍ୟେଷ୍ଠ ୧୯- ବୃଷ/ଜ୍ୟେଷ୍ଠ ୧୯ ଦିନ ଜୁନ ୨ ତାରିଖ ରମଜାନ ୨୭ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୨ ଦିନ ରବିବାର। ଚତୁର୍ଦ୍ଦଶୀ। କୃତ୍ତିକା। ସବେ କଦର। ଜ୍ୟେଷ୍ଠ ୨୦- ବୃଷ/ଜ୍ୟେଷ୍ଠ ୨୦ ଦିନ ଜୁନ ୩ ତାରିଖ ରମଜାନ ୨୮ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୩ ଦିନ ସୋମବାର। ଅମାବାସ୍ୟା, ସାବିତ୍ରୀ ବତ୍ର, ସୋମମହତୀ ସ୍ନାନ। ରୋହିଣୀ। ଜ୍ୟେଷ୍ଠ ୨୧- ବୃଷ/ଜ୍ୟେଷ୍ଠ ୨୧ ଦିନ ଜୁନ ୪ ତାରିଖ ରମଜାନ ୨୯ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୪ ଦିନ ମଙ୍ଗଳବାର। ପ୍ରତିପଦ। ମୃଗଶିରା। ଜ୍ୟେଷ୍ଠ ୨୨- ବୃଷ/ଜ୍ୟେଷ୍ଠ ୨୨ ଦିନ ଜୁନ ୫ ତାରିଖ ସବାଲ ୧ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୫ ଦିନ ବୁଧବାର। ଦ୍ବିତୀୟା। ଆର୍ଦ୍ରା। ଇଦ୍‌ ଉଲ୍‌ ଫିତର। ରମ୍ଭା ତୃତୀୟା। ଜ୍ୟେଷ୍ଠ ୨୩- ବୃଷ/ଜ୍ୟେଷ୍ଠ ୨୩ ଦିନ ଜୁନ ୬ ତାରିଖ ସବାଲ ୨ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୬ ଦିନ ଗୁରୁବାର। ତୃତୀୟା। ପୁନର୍ବସୁ। ଉମା ଚତୁର୍ଥୀ। ଜ୍ୟେଷ୍ଠ ୨୪- ବୃଷ/ଜ୍ୟେଷ୍ଠ ୨୪ ଦିନ ଜୁନ ୭ ତାରିଖ ସବାଲ ୩ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୭ ଦିନ ଶୁକ୍ରବାର। ଚତୁର୍ଥୀ, ପଞ୍ଚମୀ କ୍ଷୟ। ପୁଷ୍ୟା। ଶିବ ବିବାହୋତ୍ସବ। ଜ୍ୟେଷ୍ଠ ୨୫- ବୃଷ/ଜ୍ୟେଷ୍ଠ ୨୫ ଦିନ ଜୁନ ୮ ତାରିଖ ସବାଲ ୪ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୮ ଦିନ ଶନିବାର। ଷଷ୍ଠୀ। ଅଶ୍ଳେଷା। ଶୀତଳ ଷଷ୍ଠୀ, ଆରଣ୍ୟକ ଷଷ୍ଠୀ ଓ ସ୍କନ୍ଧ ଷଷ୍ଠୀ। ଜ୍ୟେଷ୍ଠ ୨୬- ବୃଷ/ଜ୍ୟେଷ୍ଠ ୨୬ ଦିନ ଜୁନ ୯ ତାରିଖ ସବାଲ ୫ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୧୯ ଦିନ ରବିବାର। ସପ୍ତମୀ। ମଘା। ଜ୍ୟେଷ୍ଠ ୨୭- ବୃଷ/ଜ୍ୟେଷ୍ଠ ୨୭ ଦିନ ଜୁନ ୧୦ ତାରିଖ ସବାଲ ୬ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୦ ଦିନ ସୋମବାର। ଅଷ୍ଟମୀ। ପୂର୍ବ ଫାଲ୍‌ଗୁନୀ। ଜ୍ୟେଷ୍ଠ ୨୮- ବୃଷ/ଜ୍ୟେଷ୍ଠ ୨୮ ଦିନ ଜୁନ ୧୧ ତାରିଖ ସବାଲ ୭ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୧ ଦିନ ମଙ୍ଗଳବାର। ନବମୀ। ଉତ୍ତର ଫାଲ୍‌ଗୁନୀ। ଜ୍ୟେଷ୍ଠ ୨୯- ବୃଷ/ଜ୍ୟେଷ୍ଠ ୨୯ ଦିନ ଜୁନ ୧୨ ତାରିଖ ସବାଲ ୮ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୨ ଦିନ ବୁଧବାର। ଦଶମୀ। ହସ୍ତା। ଗଙ୍ଗା ଦଶହରା। ଜ୍ୟେଷ୍ଠ ୩୦- ବୃଷ/ଜ୍ୟେଷ୍ଠ ୩୦ ଦିନ ଜୁନ ୧୩ ତାରିଖ ସବାଲ ୯ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୩ ଦିନ ଗୁରୁବାର। ଏକାଦଶୀ। ଚିତ୍ରା। ନିର୍ଜଳା/ଲକ୍ଷ୍ମୀନାରାୟଣ ଏକାଦଶୀ, ରୁକ୍ମିଣୀ ବିବାହ। ଜ୍ୟେଷ୍ଠ ୩୧- ବୃଷ/ଜ୍ୟେଷ୍ଠ ୩୧ ଦିନ ଜୁନ ୧୪ ତାରିଖ ସବାଲ ୧୦ ତାରିଖ ରାଷ୍ଟ୍ରୀୟ ଜ୍ୟେଷ୍ଠ ୨୪ ଦିନ ଶୁକ୍ରବାର। ଦ୍ବାଦଶୀ। ସ୍ବାତୀ। ପ୍ରଥମ ରଜ, ଚମ୍ପକ ଦ୍ବାଦଶୀ।

Share :