ତିଥି ବାର ବେଳା- ମେ ୧୪-୨୦, ୨୦୧୮

ତିଥି ବାର ବେଳା- ମେ ୧୪-୨୦, ୨୦୧୮

Share :

୧୪.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମେଷ ଦି୩୧ନ, ଇଂରାଜୀ ୨୦୧୮ ମସିହା, ମଇ ୧୪ ତାରିଖ, ସୋମବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଅଦ୍ୟ ଶିବଚତୁର୍ଦ୍ଦଶୀ, ଚନ୍ଦ୍ରକ୍ଷୟ, ନିଶାପାଳନ, ମାସାନ୍ତ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମିଥୁନ ଓ ଧନୁ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ଚତୁର୍ଦ୍ଦଶୀରଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଚତୁର୍ଦ୍ଦଶୀ ପର୍ବ ଦିନରେ ତୈଳ, ମାଂସ, ସ୍ତ୍ରୀସମ୍ଭୋଗ ନିଷେଧ । ମାହେନ୍ଦ୍ର - ଦିବା, ଘ୮ା୧୦ ରୁ ଘ ୧୦ା୪, ରାତ୍ରି ଘ ୧୧ା୨୩ ରୁ ଘ୧ା୪, ଘ୧ା୫୬ ରୁ ଘ୨ା୫୧ । ଅମୃତ - ସୂର୍ଯ୍ୟେଦୟରୁ ଘ୬ା୫୧, ଦିବା ଘ୧୧ା୫୦ ରୁ ଘ୧ା୫୮, ଘ୪ା୩ ରୁ ଘ୭ା୧୧, ରାତ୍ରି ଘ୪ା୩ ରୁ ନିଶାନ୍ତ । ୧୫.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୧ନ, ଇଂରାଜୀ ୨୦୧୮ ମସିହା, ମଇ ୧୫ ତାରିଖ, ମଙ୍ଗଳବାର, ଜ୍ୟେଷ୍ଠ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ବିଷ୍ଣୁପଦୀ ବୃଷ ସଂକ୍ରାନ୍ତି, ସାବିତ୍ରୀବ୍ରତ, ଅମାବାସ୍ୟା । ନିରଂଶ ଦିବସ ଓ ଯମଘଣ୍ଟକ ଯୋଗ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମକର ରାଶିର ଘାତବାର । ଧନୁ ରାଶିର ଘାତନକ୍ଷତ୍ର । ମେଷ ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୧ ପାଦ, ଦିବା ଘ୧୧ା୩୯ ଗତେ ୨ ପାଦ । ବୃଷ ସଂକ୍ରାନ୍ତି, ଦିନାର୍ଦ୍ଧ ମଧ୍ୟେ ପୁଣ୍ୟକାଳ । ଗ୍ରହଶାନ୍ତି ହୋମଯଜ୍ଞ ବିଧେୟ । ଅଦ୍ୟ ପର୍ବଦିନରେ ତୈଳ, ମାଂସ, ସ୍ତ୍ରୀସମ୍ଭୋଗ ନିଷେଧ । ଅମାବାସ୍ୟାର ନିତ୍ୟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୧ା୫୬ ରୁ ଘ୩ା୫୧, ରାତ୍ରି ଘ୯ା୫୬ ରୁ ଘ୧୧ା୫୧, ଅମୃତ - ପ୍ରାତ, ଘ୬ା୫୬ ରୁ ଘ୯ା୪, ଦିବା ଘ୧୧ା୧୦ ରୁ ଘ୧୨ା୩୮, ରାତ୍ରି ଘ୧୨ା୩ ରୁ ଘ୩ା୫୧ । ୧୬.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୨ନ, ଇଂରାଜୀ ୨୦୧୮ ମସିହା, ମଇ ୧୬ ବୁଧବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ପ୍ରତିପଦ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ମଳମାସ ଆରମ୍ଭ, ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ମଳମାସ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ଧନୁ ଓ ମୀନ ରାଶି । କର୍କଟ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ସୂର୍ଯ୍ୟେଦୟରୁ ଘ୭ା୪, ଦିବା ଘ୪ା୩ ରୁ ଘ୭ା୪, ରାତ୍ରି ଘ୭ା୫୬ ରୁ ଘ୯ା୫୧, ଘ୪ା୩ ରୁ ନିଶାନ୍ତ । ଅମୃତ - ଦିବା ଘ୭ା୧୬ ରୁ ଘ୮ା୪୪, ଘ୧ା୪୩ ରୁ ଘ୩ା୫୧, ରାତ୍ରି ଘ୧୧ା୪୩ ରୁ ଘ୧ା୫୧ । ୧୭.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୩ନ, ଇଂରାଜୀ ୨୦୧୮ ମସିହା, ମଇ ୧୭ ତାରିଖ, ଗୁରୁବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ରମଜାନ୍ ମାସ ଆରମ୍ଭ । ମଳମାସ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର । ମକର ରାଶିର ଘାତନକ୍ଷତ୍ର । କନ୍ୟା ରାଶିର ଘାତଚନ୍ଦ୍ର । ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ସୂର୍ଯ୍ୟେଦୟରୁ ଘ୭ା୧୮, ଦିବା ଘ୧୧ା୨୩ ରୁ ଘ୧ା୪, ସନ୍ଧ୍ୟା ଘ ୫ା୨୩ ରୁ ଘ୭ା୧୮, ରାତ୍ରି ଘ୧ା୩୦ ରୁ ଘ୩ା୧୧, ଘ୪ା୩ ରୁ ନିଶାନ୍ତ । ଅମୃତ - ଦିବା ଘ୧ା୧୬ ରୁ ଘ୨ା୪୪, ରାତ୍ରି ଘ୭ା୩୦ ରୁ ଘ୧୧ା୧୮ । ୧୮.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୪ନ, ଇଂରାଜୀ ୨୦୧୮ ମସିହା, ମଇ ୧୮ ତାରିଖ, ଶୁକ୍ରବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ତୃତୀୟା ତିଥି, ଆର୍ଦ୍ରା କ୍ଷଃ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ମଳମାସ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ବିଛା ଓ ମୀନ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୭ା୪୩ ରୁ ଘ୯ା୨୪, ଘ୧୩ା୨୩ ରୁ ଘ୨ା୧୮ । ଅମୃତ - ସୂର୍ଯ୍ୟୋଦୟରୁ ଘ୭ା୩୧, ସନ୍ଧ୍ୟା ଘ୫ା୨୩ ରୁ ଘ୮ା୫୧, ରାତ୍ରି ଘ୨ା୨୩ ରୁ ନିଶାନ୍ତ । ୧୯.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୫ନ, ଇଂରାଜୀ ୨୦୧୮ ମସିହା, ମଇ ୧୯ ତାରିଖ, ଶନିବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ଚତୁର୍ଥୀ (ପଂଚମୀ କ୍ଷଃ) ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ତ୍ର୍ୟହସ୍ପର୍ଶାତିଥି, ମଳମାସ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ବୃଷ ଓ କୁମ୍ଭ ରାଶରି ଘାତତିଥି । କନ୍ୟା ରାଶିର ଘାତଚନ୍ଦ୍ର । ମୃତେ ପୁଷ୍କର ୧ ପାଦ । ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର- ସନ୍ଧ୍ୟା ଘ୬ା୩୦ ରୁ ଘ୮ା୨୪ । ଅମୃତ - ଦିବା ଘ୧୦ା୧୦ ରୁ ଘ୧୨ା୧୮, ଘ୨ା୨୩ ରୁ ଘ୩ା୫୧, ରାତ୍ରି ଘ୧୧ା୧୦ ରୁ ଘ୨ା୫୮ । ୨୦.୫.୨୦୧୮ ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବୃଷ ଦି୬ନ, ଇଂରାଜୀ ୨୦୧୮ ମସିହା, ମଇ ୨୦ ତାରିଖ, ରବିବାର, ଜ୍ୟେଷ୍ଠ (ମଳ)ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର । ମଳମାସ, ପାପଯୋଗ, ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ମେଷରାଶିର ଘାତବାର । ମେଷ ଓ କର୍କଟ ରାଶିର ଘାତତିଥି । ମୃତେ ପୁଷ୍କର ୧ ପାଦ । ରାତ୍ରି ଘ୧ା୨୭ ଗତେ ୨ ପାଦ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାହେନ୍ଦ୍ର - ଦିବା ଘ୮ା୧୧ ରୁ ଘ୧୦ା୪, ଘ୧୨ା୫୧ ରୁ ଘ୨ା୫୮, ସନ୍ଧ୍ୟା ଘ୫ା୫୧ ରୁ ଘ୭ା୫୮, ରାତ୍ରି ଘ୧ା୫୮ ରୁ ଘ୩ା୫୧ । ଅମୃତ - ପ୍ରାତ ଘ୫ା୫୧ ରୁ ଘ୮ା୧୧, ରାତ୍ରି ଘ୭ା୫୮ ରୁ ଘ୯ା୩୮ ।

Share :