ତିଥି ବାର ବେଳା- ଏପ୍ରିଲ ୯-୧୫, ୨୦୧୮

News Story - Posted on 2018-04-10

୯.୪.୨୦୧୮

 

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୨୬ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୯ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ନବମୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି ଓ ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୨୬ରୁ ଘ୪/୧୯, କାଳବେଳା -ଦିବା ଘ୭/୧୯ରୁ ଘ୮ା୨୬, କାଳରାତ୍ରି -ରା.ଘ୧୦/୩୨ରୁ ଘ୧୧ା୩୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୬ରୁ ଘ୧୦ା୩୨, ରାତ୍ରି ଘ୧୧ା୩୯ରୁ ଘ୧ା୩୨, ଘ୨ା୧୨ରୁ ଘ୩ା୧୯। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୧୯, ଦିବା ଘ୧୨ା୬ରୁ ଘ୨ା୨୬, ଘ୪ା୧୯ରୁ ଘ୭ା୩୯, ରାତ୍ରି ଘ୪ା୧୯ରୁ ନିଶାନ୍ତ।

 

୧୦.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୨୭ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୦ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ଦଶମୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୩୨ରୁ ଘ୭/୧୨, କାଳବେଳା -ଦିବା ଘ୧/୬ରୁ ଘ୨ା୧୨, କାଳରାତ୍ରି -ରା.ଘ୬/୪୨ରୁ ଘ୭ା୩୯। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୨ରୁ ଘ୪ା୧୯, ରାତ୍ରି ଘ୧୦ା୧୨ରୁ ଘ୧୨ା୧୯। ଅମୃତ ଦିବା ଘ୭ା୧୨ରୁ ଘ୯ା୩୨, ଘ୧୧ା୨୬ରୁ ଘ୧ା୬, ରାତ୍ରି ଘ୧୨ା୧୯ରୁ ଘ୪ା୧୯।

 

୧୧.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୨୮ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୧ ବୁଧବାର, ବୈଶାଖ କୃଷ୍ଣପକ୍ଷ, ଦଶମୀ (ମଳ) ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅବମତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୧/୩୫ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୨୪ରୁ ଘ୧/୧୭, କାଳବେଳା -ଦିବା ଘ୯/୧୦ରୁ ଘ୧୦ା୧୭, କାଳରାତ୍ରି -ରା.ଘ୩/୧୦ରୁ ଘ୪ା୧୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ବରୁଥିନୀ ଏକାଦଶୀ। ଗୃହସ୍ଥ ଓ ସଧବା ସ୍ତ୍ରୀମାନେ ବ୍ରତ କରିବା ନିଷେଧ। ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୦, ଦିବା ଘ୪ା୧୭ରୁ ଘ୭ା୩୦, ରାତ୍ରି ଘ୮ା୧୦ରୁ ଘ୧୦ା୧୭, ଘ୪ା୧୭ରୁ ନିଶାନ୍ତ। ଅମୃତ ଦିବା ଘ୭ା୩୦ରୁ ଘ୯ା୧୦, ଘ୧ା୫୭ରୁ ଘ୪ା୧୭, ରାତ୍ରି ଘ୧୧ା୫୭ରୁ ଘ୨ା୧୭।

 

୧୨.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୨୯ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୨ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ଏକାଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ବରୁଥିନୀ ଏକାଦଶୀ, ଲକ୍ଷ୍ମୀନାରାୟଣ ବ୍ରତ ଓ ହଳନିଷେଧ। ମଳତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର ଓ ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୪/୧୬ରୁ ଘ୫/୩୬, କାଳବେଳା -ଦିବା ଘ୩/୯ରୁ ଘ୪ା୧୬, କାଳରାତ୍ରି -ରା.ଘ୧୨/୩୬ରୁ ଘ୧ା୪୩। ମୃତେ ପୁଷ୍କର ୨ପାଦ ରାତ୍ରି ଘ୨/୧୧ ଗତେ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭/୪୪, ଦିବା ଘ୧୧ା୩୭ରୁ ଘ୧ା୩୦, ସଂଧ୍ୟା ଘ୫/୩୭ରୁ ଘ୭/୪୪, ରାତ୍ରି ଘ୧ା୪୪ରୁ ଘ୩ା୩୭, ଘ୪/୧୭ରୁ ନିଶାନ୍ତ। ଅମୃତ ଦିବା ଘ୧ା୩୦ରୁ ଘ୩ା୧୦, ରାତ୍ରି ଘ୭ା୪୪ରୁ ଘ୧୧ା୪୪।

 

୧୩.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୩୦ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୩ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ଶରଣ ଶେଷ, ମାସାନ୍ତ ଓ ବର୍ଷଶେଷ। ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି ଓ ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୧୦/୪୪ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୯/୪୯ରୁ ଘ୧୧/୨୯, କାଳବେଳା -ଦିବା ଘ୧୧/୨୯ରୁ ଘ୧ା୪୯, କାଳରାତ୍ରି -ରା.ଘ୮/୪୯ରୁ ଘ୯ା୫୬। ମୃତେ ପୁଷ୍କର ୨ପାଦ ଦିବା ଘ୭/୨୨ ମେଧ୍ୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶରଣପଞ୍ଚକ। ତୃଣକାଷ୍ଠ ଛେଦନ ନିଷେଧ। ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୫୬ରୁ ଘ୯ା୪୯,  ଘ୧୨ା୩୬ରୁ ଘ୨ା୪୩। ଅମୃତ ସୂର୍ଯ୍ୟୋଦୟରୁ ଘ୭/୫୬, ସଂଧ୍ୟା ଘ୫ା୩୬ରୁ ଘ୯ା୧୬, ରାତ୍ରି ଘ୨ା୩୬ରୁ ନିଶାନ୍ତ।

 

୧୪.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମେଷ ଦି୧ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୪ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଅଦ୍ୟ ମହାବିଷୁବ ମେଷ (ପଣା) ସଂକ୍ରାନ୍ତି, ହନୁମାନ ଓ ରାଧାରମଣ ଜୟନ୍ତୀ, ଶିବଚତୁର୍ଦ୍ଦଶୀ। ନିରଂଶ ଦିବସ - ବିଷ୍ଟିକରଣ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ମେଷ ସଂକ୍ରାନ୍ତି ପ୍ରାତଃରୁ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ଗ୍ରହଶାନ୍ତି ହୋମଯଜ୍ଞ ପଣାପାତ୍ର, କଠଉ ଦାନ ଦ୍ୱାରା ପିତୃପୁରୁଷ ଶାନ୍ତିଲାଭ କରିଥାନ୍ତି। ମହାବିଷୁବରେ ରବି ଗମନ ହେତୁ ଦିନଟି ଅତ୍ୟନ୍ତ ପବିତ୍ର। ଦାନପୁଣ୍ୟ ଦ୍ୱାରା ପରମ ସୁଖ ଲାଭ ହୁଏ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର  ସଂଧ୍ୟା ଘ୬ା୩୭ରୁ ଘ୮ା୩୦। ଅମୃତ ଦିବା ଘ୧୦ା୧୭ରୁ ଘ୧୨ା୩୭, ଘ୨/୩୦ରୁ ଘ୪/୧୦, ରାତ୍ରି ଘ୧୧/୧୭ରୁ ଘ୩ା୧୭।

 

୧୫.୪.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମେଷ ଦି୨ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ‌୍‍ ୧୫ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର। ଅଦ୍ୟ ଚନ୍ଦ୍ରକ୍ଷୟ, ନିଶିପାଳନ, ନଷ୍ଟଚନ୍ଦ୍ର ଉପବାସ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ମୃତେ ପୁଷ୍କର ୧ପାଦ। ଚତୁର୍ଦ୍ଦଶୀ ତିଥି ପର୍ବଦିନରେ ତୈଳ, ମାଂସ, ସ୍ତ୍ରୀସଂଭୋଗ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅମାବାସ୍ୟାର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର  ଦିବା ଘ୮ା୩୦ରୁ ଘ୧୦ା୨୩, ଘ୧ା୧୦ରୁ ଘ୩ା୧୭, ସଂଧ୍ୟା ଘ୬ା୧୦ରୁ ଘ୮ା୧୭, ରାତ୍ରି ଘ୨ା୧୭ରୁ ଘ୪ା୧୦। ଅମୃତ ପ୍ରାତଃ ଘ୬ା୧୦ରୁ ଘ୮ା୩୦, ରାତ୍ରି ଘ୮/୧୭ରୁ ଘ୯ା୫୭।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top