ତିଥି ବାର ବେଳା- ଏପ୍ରିଲ ୨-୮, ୨୦୧୮

News Story - Posted on 2018-04-02

୨.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୯ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୨ ତାରିଖ, ସୋମବାର, ବୈଶାଖ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର । ଦଗ୍ଧାତିଥି ଓ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୩୨ରୁ ଘ୪/୨୫, କାଳବେଳା -ଦିବା ଘ୭/୨୫ରୁ ଘ୮ା୩୨, କାଳରାତ୍ରି -ରା.ଘ୧୦/୩୮ରୁ ଘ୧୧ା୪୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୨ରୁ ଘ୧୦ା୩୮, ରାତ୍ରି ଘ୧୧ା୪୫ରୁ ଘ୧ା୩୮, ଘ୨ା୧୮ରୁ ଘ୩ା୩୫ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୨୫, ଦିବା ଘ୧୨ା୧୨ରୁ ଘ୨ା୩୨, ଘ୪ା୨୫ରୁ ଘ୭ା୪୫, ରାତ୍ରି ଘ୪ା୨୫ରୁ ନିଶାନ୍ତ ।

 

୩.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୦ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୩ ତାରିଖ, ମଙ୍ଗଳବାର, ବୈଶାଖ କୃଷ୍ଣପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ସିଦ୍ଧିଯୋଗ-ଗୃହପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମକର ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୬/୩୭ରୁ ଘ୭/୧୭, କାଳବେଳା -ଦିବା ଘ୧/୧୧ରୁ ଘ୨ା୧୭, କାଳରାତ୍ରି -ରା.ଘ୬/୪୭ରୁ ଘ୭ା୪୪ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୬ରୁ ଘ୪ା୨୩, ରାତ୍ରି ଘ୧୦ା୧୬ରୁ ଘ୧୨ା୨୩ । ଅମୃତ ଦିବା ଘ୭ା୧୬ରୁ ଘ୯ା୩୬, ଘ୧୧ା୩୦ରୁ ଘ୧ା୧୦, ରାତ୍ରି ଘ୧୨ା୨୩ରୁ ଘ୪ା୨୩ ।

 

୪.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୧ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୪ ବୁଧବାର, ବୈଶାଖ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ବିଛା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୦ରୁ ଘ୧/୨୩, କାଳବେଳା -ଦିବା ଘ୯/୧୬ରୁ ଘ୧୦ା୨୩, କାଳରାତ୍ରି -ରା.ଘ୩/୧୬ରୁ ଘ୪ା୨୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୬, ଦିବା ଘ୪ା୨୩ରୁ ଘ୭ା୩୬, ରାତ୍ରି ଘ୮ା୧୬ରୁ ଘ୧୦ା୨୩, ଘ୪ା୨୩ରୁ ନିଶାନ୍ତ । ଅମୃତ ଦିବା ଘ୭ା୩୬ରୁ ଘ୯ା୧୬, ଘ୨ା୩ରୁ ଘ୪ା୨୩, ରାତ୍ରି ଘ୧୨ା୩ରୁ ଘ୨ା୨୩ ।

 

୫.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୨ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୫ ତାରିଖ, ଗୁରୁବାର, ବୈଶାଖ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ସିଦ୍ଧିଯୋଗ-ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୨୨ରୁ ଘ୫/୪୨, କାଳବେଳା -ଦିବା ଘ୩/୧୫ରୁ ଘ୪ା୨୨, କାଳରାତ୍ରି -ରା.ଘ୧୨/୪୨ରୁ ଘ୧ା୪୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୯, ଦିବା ଘ୧୧ା୪୨ରୁ ଘ୧ା୩୫, ସଂଧ୍ୟା ଘ୫ା୪୨ରୁ ଘ୭ା୪୯, ରାତ୍ରି ଘ୧ା୪୯ରୁ ଘ୩ା୪୨, ଘ୪ା୨୨ରୁ ନିଶାନ୍ତ । ଅମୃତ ଦିବା ଘ୧ା୩୫ରୁ ଘ୩ା୧୫, ରାତ୍ରି ଘ୭ା୪୯ରୁ ଘ୧୧ା୪୯ ।

 

୬.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୩ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୬ ତାରିଖ, ଶୁକ୍ରବାର, ବୈଶାଖ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର । ସିଦ୍ଧିଯୋଗ-ବ୍ରତ, ଜଳାଶୟ ପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ଦିବା ଘ୧/୪୩ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯/୫୫ରୁ ଘ୧୧/୩୫, କାଳବେଳା -ଦିବା ଘ୧୧/୩୫ରୁ ଘ୧ା୫୫, କାଳରାତ୍ରି -ରା.ଘ୮/୫୫ରୁ ଘ୧୦ା୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧ରୁ ଘ୯ା୫୪, ଘ୧୨ା୪୧ରୁ ଘ୨ା୪୮ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧, ସଂଧ୍ୟା ଘ୫ା୪୧ରୁ ଘ୯ା୨୧, ରାତ୍ରି ଘ୨ା୪୧ରୁ ନିଶାନ୍ତ ।

 

୭.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୪ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୭ ତାରିଖ, ଶନିବାର, ବୈଶାଖ କୃଷ୍ଣପକ୍ଷ, ସପ୍ତମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଗଳଗ୍ରହ ଓ ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୪୭ରୁ ଘ୨/୪୦, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୪୭, ଦିବା ଘ୪/୨୦ରୁ ଘ୬ା୪୭, କାଳରାତ୍ରି -ରା.ଘ୪/୨୦ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୧ା୫୮ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୭ରୁ ଘ୮ା୪୦ । ଅମୃତ ଦିବା ଘ୧୦ା୨୭ରୁ ଘ୧୨ା୪୭, ଘ୨ା୪୦ରୁ ଘ୪ା୨୦, ରାତ୍ରି ଘ୧୧ା୨୭ରୁ ଘ୩ା୨୭ ।

 

୮.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୨୫ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୮ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ଅଷ୍ଟମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ମେଷ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର । ଦିବା ଘ୧ା୧୬ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୩ରୁ ଘ୧୨/୧୩, କାଳବେଳା -ଦିବା ଘ୧୨/୧୩ରୁ ଘ୧ା୨୦, କାଳରାତ୍ରି -ରା.ଘ୧/୨୦ରୁ ଘ୨ା୨୭ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୯ା୫୪ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶରଣପଞ୍ଚକ । ତୃଣକାଷ୍ଠ ଛେଦନ ନିଷେଧ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୦ରୁ ଘ୧୦ା୩୩, ଘ୧ା୨୦ରୁ ଘ୩ା୨୭, ସଂଧ୍ୟା ଘ୬ା୨୦ରୁ ଘ୮ା୨୭, ରାତ୍ରି ଘ୨ା୨୭ରୁ ଘ୪ା୨୦ । ଅମୃତ ପ୍ରାତଃ ଘ୬ା୨୦ରୁ ଘ୮ା୪୦, ରାତ୍ରି ଘ୮ା୨୭ରୁ ଘ୧୦ା୭ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top