ତିଥି ବାର ବେଳା- ମାର୍ଚ୍ଚ ୧୯-୨୫, ୨୦୧୮

News Story - Posted on 2018-03-20

୧୯.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୫ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୯ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ରାତ୍ରି ଘ୯ା୩୭ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୪୪ରୁ ଘ୪/୩୭, କାଳବେଳା -ଦିବା ଘ୭/୩୭ରୁ ଘ୮ା୪୪, କାଳରାତ୍ରି -ରା.ଘ୧୦/୫୦ରୁ ଘ୧୧ା୫୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଦ୍ୱିତୀୟାର ଚନ୍ଦ୍ରପୂଜା ବିହିତ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୪ରୁ ଘ୧୦ା୫୦, ରାତ୍ରି ଘ୧୧ା୫୭ରୁ ଘ୧ା୫୦, ଘ୨ା୩୦ରୁ ଘ୩ା୪୭ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୭, ଦିବା ଘ୧୨ା୨୪ରୁ ଘ୨ା୪୪, ଘ୪ା୩୭ରୁ ଘ୭ା୫୭, ରାତ୍ରି ଘ୪ା୩୭ରୁ ନିଶାନ୍ତ ।

 

୨୦.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୬ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୦ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ତୃତୀୟା ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଅଦ୍ୟ ମତ୍ସ୍ୟାବତାର ଜୟନ୍ତୀ । ସିଦ୍ଧିଯୋଗ-ବ୍ରତ ଓ ଜଳାଶୟ ପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମକର ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୪୯ରୁ ଘ୭/୨୯, କାଳବେଳା -ଦିବା ଘ୧/୨୩ରୁ ଘ୨ା୨୯, କାଳରାତ୍ରି -ରା.ଘ୬/୫୯ରୁ ଘ୭ା୫୬ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୯ରୁ ଘ୪ା୩୬, ରାତ୍ରି ଘ୧୦ା୨୯ରୁ ଘ୧୨ା୩୬, ଘ୨ା୩୦ରୁ ଘ୩ା୪୭ । ଅମୃତ ଦିବା ଘ୭ା୨୯ରୁ ଘ୯ା୪୯, ଘ୧୧ା୪୩ରୁ ଘ୧ା୨୩, ରାତ୍ରି ଘ୧୨ା୩୬ରୁ ଘ୪ା୩୬ ।

 

୨୧.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୭ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୧ ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ମଧୁଗଣେଶ ପୂଜା । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । କର୍କଟ ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨ା୫୯ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୪୩ରୁ ଘ୧/୩୬, କାଳବେଳା -ଦିବା ଘ୯/୨୯ରୁ ଘ୧୨ା୩୬, କାଳରାତ୍ରି -ରା.ଘ୩/୨୯ରୁ ଘ୪ା୩୬ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୯, ଦିବା ଘ୪ା୩୬ରୁ ଘ୭ା୪୯, ରାତ୍ରି ଘ୮ା୨୯ରୁ ଘ୧୦ା୩୬, ଘ୪ା୩୬ରୁ ନିଶାନ୍ତ । ଅମୃତ ଦିବା ଘ୭ା୪୯ରୁ ଘ୯ା୨୯, ଘ୨ା୧୬ରୁ ଘ୪ା୩୬, ରାତ୍ରି ଘ୧୨ା୧୬ରୁ ଘ୨ା୩୬ ।

 

୨୨.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୮ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୨ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ପଂଚମୀ ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ବାସନ୍ତୀଦେବୀଙ୍କ ବିଷ୍ୱବରଣ । ସିଦ୍ଧିଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୩୫ରୁ ଘ୫/୫୫, କାଳବେଳା -ଦିବା ଘ୩/୨୮ରୁ ଘ୪ା୩୫, କାଳରାତ୍ରି -ରା.ଘ୧୨/୫୫ରୁ ଘ୨ା୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨, ଦିବା ଘ୧୧ା୫୫ରୁ ଘ୧ା୪୮, ସଂଧ୍ୟା ଘ୫ା୫୫ରୁ ଘ୮ା୨, ରାତ୍ରି ଘ୨ା୨ରୁ ଘ୩ା୫୫, ଘ୪ା୩୫ରୁ ନିଶାନ୍ତ । ଅମୃତ ଦିବା ଘ୧ା୪୮ରୁ ଘ୩ା୨୮, ରାତ୍ରି ଘ୮ା୨ରୁ ଘ୧୨ା୨ ।

 

୨୩.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୯ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୩ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ଅଦ୍ୟ ବାସନ୍ତୀଦେବୀଙ୍କ ସପ୍ତମୀ ପୂଜାରମ୍ଭ, ସମଦିବସ ଓ ରାଷ୍ଟ୍ରୀୟ ନବବର୍ଷ । ସିଦ୍ଧିଯୋଗ-ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବିଛା ଓ ମୀନ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର । ରାତ୍ରି ଘ୪/୫୯ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୬ରୁ ଘ୧୧/୪୬, କାଳବେଳା -ଦିବା ଘ୧୧/୪୬ରୁ ଘ୨ା୬, କାଳରାତ୍ରି -ରା.ଘ୯/୬ରୁ ଘ୧୦ା୧୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ସପ୍ତମୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨ରୁ ଘ୧୦ା୭, ଘ୧୨ା୫୪ରୁ ଘ୩ା୧ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୪, ସଂଧ୍ୟା ଘ୫ା୫୪ରୁ ଘ୯ା୩୪, ରାତ୍ରି ଘ୨ା୫୪ରୁ ନିଶାନ୍ତ ।

 

୨୪.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୦ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୪ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ, ସପ୍ତମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଅଦ୍ୟ ବାସନ୍ତୀଦେବୀଙ୍କ ଅଷ୍ଟମୀ ପୂଜା, ଅଶୋକାଷ୍ଟମୀ, ଶ୍ରୀଲିଙ୍ଗରାଜଦେବଙ୍କ ରଥଯାତ୍ରା । ଗଳଗ୍ରହ ଓ ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୦ରୁ ଘ୨/୫୩, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୦, ଦିବା ଘ୪/୩୩ରୁ ଘ୭ା୦, କାଳରାତ୍ରି -ରା.ଘ୪/୩୩ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ଦିବା ଘ୧୦ା୧୦ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଅଶୋକାଷ୍ଟମୀ । ମଧ୍ୟାହ୍ନରେ ପାଞ୍ଚଟି ଅଶୋକ କଢି ସେବନ କଲେ ରୋଗବାଧା ଦୂରହୁଏ । ଅଷ୍ଟମୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୦ରୁ ଘ୮ା୫୩ । ଅମୃତ ଦିବା ଘ୧୦ା୪୦ରୁ ଘ୧ା୦, ଘ୨ା୫୩ରୁ ଘ୪ା୩୩, ରାତ୍ରି ଘ୧୧ା୪୦ରୁ ଘ୩ା୪୦ ।

 

୨୫.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୧ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୫ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ଅଦ୍ୟ ବାସନ୍ତୀଦେବୀଙ୍କ ନବମୀ ପୂଜା, ଶ୍ରୀରାମ ନବମୀ । ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମେଷ ରାଶିର ଘାତବାର, ମିଥୁନ, କନ୍ୟା, ସିଂହ ଓ ବିଛା ରାଶିର ଘାତତିଥି, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୬ରୁ ଘ୧୨/୨୬, କାଳବେଳା -ଦିବା ଘ୧୨/୨୬ରୁ ଘ୧ା୩୩, କାଳରାତ୍ରି -ରା.ଘ୧/୩୩ରୁ ଘ୨ା୪୦ । ମୃତେ ପୁଷ୍କର ୧ପାଦ, ଦିବା ଘ୨ା୫୪ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ମଧ୍ୟାହ୍ନରେ ଶ୍ରୀରାମନବମୀ ବ୍ରତ ବିହିତ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୩ରୁ ଘ୧୦ା୪୬, ଘ୧ା୩୩ରୁ ଘ୩ା୪୦, ସଂଧ୍ୟା ଘ୬ା୩୩ରୁ ଘ୮ା୪୦, ରାତ୍ରି ଘ୨ା୪୦ରୁ ଘ୪ା୪୩ । ଅମୃତ ପ୍ରାତଃ ଘ୬ା୩୩ରୁ ଘ୮ା୫୩, ରାତ୍ରି ଘ୮ା୪୦ରୁ ଘ୧୦ା୨୦ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top