ତିଥ‍ ବାର ବେଳା- ମାର୍ଚ୍ଚ ୧୨-୧୮, ୨୦୧୮

News Story - Posted on 2018-03-12

୧୨.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର କୁମ୍ଭ ଦି୨୮ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୨ ତାରିଖ, ସୋମବାର, ଚୈତ୍ର କୃଷ୍ଣପକ୍ଷ, ଦଶମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର। ତିଥ୍ୟମୃତ ଯୋଗ-ଦିବା ଘ୧୦/୩୦ ଗତେ ବିବାହ, ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା  ଶୁଭ। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର। ଦିବା ଘ୪/୩୦ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୫୦ରୁ ଘ୪/୪୩, କାଳବେଳା -ଦିବା ଘ୭/୪୩ରୁ ଘ୮ା୫୦, କାଳରାତ୍ରି -ରା.ଘ୧୦/୫୬ରୁ ଘ୧୨ା୩। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୦ରୁ ଘ୧୦ା୫୬, ରାତ୍ରି ଘ୧୨ା୩ରୁ ଘ୧ା୫୬, ଘ୨ା୩୬ରୁ ଘ୩ା୫୩। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୪୩, ଦିବା ଘ୧୨ା୩୦ରୁ ଘ୨ା୫୦, ଘ୪ା୪୩ରୁ ଘ୮ା୩, ରାତ୍ରି ଘ୪ା୪୩ରୁ ନିଶାନ୍ତ।

 

୧୩.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର କୁମ୍ଭ ଦି୨୯ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୩ ତାରିଖ, ମଙ୍ଗଳବାର, ଚୈତ୍ର କୃଷ୍ଣପକ୍ଷ, ଏକାଦଶୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର। ଅଦ୍ୟ ପାପମୋଚନୀ ଏକାଦଶୀ। ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୬/୫୫ରୁ ଘ୭/୩୫, କାଳବେଳା -ଦିବା ଘ୧/୨୯ରୁ ଘ୨ା୩୫, କାଳରାତ୍ରି -ରା.ଘ୭/୫ରୁ ଘ୮ା୨। ମୃତେ ପୁଷ୍କର ୨ପାଦ, ଦିବା ଘ୧୧ା୨୨ ଗତେ ୧ପାଦ ଓ ଦିବା ଘ୧୧/୪୪ ଗତେ ୨ପାଦ। ଅଦ୍ୟ ପାପମୋଚନୀ ଏକାଦଶୀ। ଗୃହସ୍ଥ ବ୍ୟକ୍ତି ସଧବା ସ୍ତ୍ରୀ ବ୍ରତ ଉପବାସ କରିବା ନିଷେଧ, କେବଳ ଦାନ ସ୍ନାନାଦି କର୍ତ୍ତବ୍ୟ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩୫ରୁ ଘ୪ା୪୨, ରାତ୍ରି ଘ୧୦ା୩୫ରୁ ଘ୧୨ା୪୨। ଅମୃତ ଦିବା ଘ୭ା୩୫ରୁ ଘ୯ା୫୫, ଘ୧୧ା୪୯ରୁ ଘ୧ା୨୯, ରାତ୍ରି ଘ୧୨ା୪୨ରୁ ଘ୪ା୪୨।

 

୧୪.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର କୁମ୍ଭ ଦି୩୦ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୪ ବୁଧବାର, ଚୈତ୍ର କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ମାସାନ୍ତ। ସିଦ୍ଧିଯୋଗ-ବ୍ରତ, ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ରାତ୍ରି ଘ୪ା୪୮ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୯ରୁ ଘ୧/୪୨, କାଳବେଳା -ଦିବା ଘ୯/୩୫ରୁ ଘ୧୦ା୪୨, କାଳରାତ୍ରି -ରା.ଘ୩/୩୫ରୁ ଘ୪ା୪୨। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୫, ଦିବା ଘ୪ା୪୨ରୁ ଘ୭ା୫୫, ରାତ୍ରି ଘ୮ା୩୫ରୁ ଘ୧୦ା୪୨, ଘ୪ା୪୨ରୁ ନିଶାନ୍ତ। ଅମୃତ ଦିବା ଘ୭ା୫୫ରୁ ଘ୯ା୩୫, ଘ୨ା୨୨ରୁ ଘ୪ା୪୨, ରାତ୍ରି ଘ୧୨ା୨୨ରୁ ଘ୨ା୪୨।

 

୧୫.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୧ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୫ ତାରିଖ, ଗୁରୁବାର, ଚୈତ୍ର କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର। ଅଦ୍ୟ ଷଡ଼ଶୀତି ମୀନ ସଂକ୍ରାନ୍ତି, ବାରୁଣୀ ସ୍ନାନ, ଶିବଚତୁର୍ଦ୍ଦଶୀ ଉପବାସ, ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ। ନିରଂଶଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୪୦ରୁ ଘ୬/୦, କାଳବେଳା -ଦିବା ଘ୩/୩୩ରୁ ଘ୪ା୪୦, କାଳରାତ୍ରି -ରା.ଘ୧/୦ରୁ ଘ୨ା୭। ଅଦ୍ୟ ମୀନସଂକ୍ରାନ୍ତି କୃତ୍ୟ। ରବି ମୀନକୁ ସଂକ୍ରମଣ। ସୂର୍ଯ୍ୟୋଦୟରୁ ଦିନାର୍ଦ୍ଧ ମେଧ୍ୟ ପୁଣ୍ୟକାଳ। ପୁତ୍ରବାନ‌୍‍ ବ୍ୟକ୍ତି ସଂକ୍ରାନ୍ତି ବ୍ରତ ଉପବାସ କରିବା ନିଷେଧ, କେବଳ ଦାନ ସ୍ନାନାଦି କର୍ତ୍ତବ୍ୟ। ସ୍ତ୍ରୀ ତୈଳ ଓ ଆମିଷ ଭୋଜନ ନିଷେଧ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୭, ଦିବା ଘ୧୨ା୦ରୁ ଘ୧ା୫୩, ସଂଧ୍ୟା ଘ୬ା୦ରୁ ଘ୮ା୭, ରାତ୍ରି ଘ୨ା୭ରୁ ଘ୪ା୦, ଘ୪ା୪୦ରୁ ନିଶାନ୍ତ। ଅମୃତ ଦିବା ଘ୧ା୫୩ରୁ ଘ୩ା୩୩, ରାତ୍ରି ଘ୮ା୭ରୁ ଘ୧୨ା୭।

 

୧୬.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୨ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୬ ତାରିଖ, ଶୁକ୍ରବାର, ଚୈତ୍ର କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମକର ଚନ୍ଦ୍ର, ତଭିଷା ନକ୍ଷତ୍ର। ଅଦ୍ୟ ସ୍ନୁହୀ ଚତୁର୍ଦ୍ଦଶୀ। ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୩ରୁ ଘ୧୧/୫୩, କାଳବେଳା -ଦିବା ଘ୧୧/୫୩ରୁ ଘ୨ା୧୩, କାଳରାତ୍ରି -ରା.ଘ୯/୧୩ରୁ ଘ୧୦ା୨୦। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ ବିହିତ। ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୦ରୁ ଘ୧୦ା୧୩, ଘ୧ା୦ରୁ ଘ୩ା୭। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨୦, ସଂଧ୍ୟା ଘ୬ା୦ରୁ ଘ୯ା୪୦, ରାତ୍ରି ଘ୩ା୦ରୁ ନିଶାନ୍ତ।

 

୧୭.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୩ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୭ ତାରିଖ, ଶନିବାର, ଚୈତ୍ର କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ଚୈତ୍ର (ମଧୁ) ଅମାବାସ୍ୟା, ଚନ୍ଦ୍ରକ୍ଷୟ, ନିଶିପାଳନ, ଶରଣଶେଷ। ଅମାବାସ୍ୟା ଓ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର। ଦିବା ଘ୨/୨ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୬ରୁ ଘ୨/୫୯, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୬, ଦିବା ଘ୪/୩୯ରୁ ଘ୭ା୬, କାଳରାତ୍ରି -ରା.ଘ୪/୩୯ରୁ ନିଶାନ୍ତ। ମୃତେ ପୁଷ୍କର ୨ପାଦ, ରାତ୍ରି ଘ୮/୧୩ ଗତେ ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ -ତୃଣକାଷ୍ଠ ଛେଦନ ନିଷେଧ। ଅମାବାସ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୬ରୁ ଘ୮ା୫୯। ଅମୃତ ଦିବା ଘ୧୦ା୪୬ରୁ ଘ୧ା୬, ଘ୨ା୫୯ରୁ ଘ୪ା୩୯, ରାତ୍ରି ଘ୧୧ା୪୬ରୁ ଘ୩ା୪୬।

 

୧୮.୩.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମୀନ ଦି୪ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧୮ ତାରିଖ, ରବିବାର, ଚୈତ୍ର ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର। ଅଦ୍ୟ ବାସନ୍ତୀଦେବୀଙ୍କ ନବଦିନାତ୍ମକ ପୂଜାରମ୍ଭ, ତେଲୁଗୁ ନୂତନବର୍ଷ, ସୃଷ୍ଟିର ପ୍ରଥମ ଦିବସ। ଗଳଗ୍ରହ ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି। ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୫୧ରୁ ଘ୧୨/୩୧, କାଳବେଳା -ଦିବା ଘ୧୨/୩୧ରୁ ଘ୧ା୩୮, କାଳରାତ୍ରି -ରା.ଘ୧/୩୮ରୁ ଘ୨ା୪୬। ମୃତେ ପୁଷ୍କର ୧ପାଦ, ସଂଧ୍ୟା ଘ୬ା୨୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୮ରୁ ଘ୧୦ା୫୧, ଘ୧ା୩୮ରୁ ଘ୩ା୪୫, ସଂଧ୍ୟା ଘ୬ା୩୮ରୁ ଘ୮ା୪୫, ରାତ୍ରି ଘ୨ା୪୫ରୁ ଘ୪ା୩୮। ଅମୃତ ପ୍ରାତଃ ଘ୬ା୩୮ରୁ ଘ୮ା୫୮, ରାତ୍ରି ଘ୮ା୪୫ରୁ ଘ୧୦ା୨୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top