ତିଥି ବାର ବେଳା- ଫେବୃଆରୀ ୨୬-ମାର୍ଚ୍ଚ ୪, ୨୦୧୮

News Story - Posted on 2018-02-26

୨୬.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୪ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୬ ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ଅଦ୍ୟ ପାପନାଶିନୀ ଏକାଦଶୀ । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମିଥୁନ ଓ ଧନୁ ରାଶିର ଘାତବାର ଓ କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର । ରାତ୍ରି ଘ୪ା୧୩ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୦ରୁ ଘ୪/୫୩, କାଳବେଳା -ଦିବା ଘ୭/୫୩ରୁ ଘ୯ା୦, କାଳରାତ୍ରି -ରା.ଘ୧୧/୬ରୁ ଘ୧୨ା୧୩ । ମୃତେ ପୁଷ୍କର ୨ପାଦ ଦିବା ଘ୩/୩୫ ଗତେ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ପାପନାଶିନୀ ଏକାଦଶୀ । ଗୃହାଶ୍ରମୀ ଓ ସଧବାସ୍ତ୍ର୍ରୀ ବ୍ରତକରିବା ନିଷେଧ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୦ରୁ ଘ୧୧ା୬, ରାତ୍ରି ଘ୧୨ା୧୩ରୁ ଘ୨ା୬, ଘ୨ା୪୬ରୁ ଘ୪ା୩ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୩, ଦିବା ଘ୧୨ା୪୦ରୁ ଘ୩ା୦, ଘ୪ା୫୩ରୁ ଘ୮ା୧୩, ରାତ୍ରି ଘ୪ା୫୩ରୁ ନିଶାନ୍ତ ।

 

୨୭.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୫ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୭ ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ (ପୁଷ୍ୟା କ୍ଷଃ) ନକ୍ଷତ୍ର । ଅଦ୍ୟ ଗୋବିନ୍ଦ ଦ୍ୱାଦଶୀ । ତିଥ୍ୟମୃତ ଯୋଗ-ବ୍ରତ, ଗୃହାରମ୍ଭ, ପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ମକର ରାଶିର ଘାତବାର, ତୁଳା, ମକର ଓ ମେଷ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୬ରୁ ଘ୭/୪୬, କାଳବେଳା -ଦିବା ଘ୧/୪୦ରୁ ଘ୨ା୪୬, କାଳରାତ୍ରି -ରା.ଘ୭/୧୬ରୁ ଘ୮ା୧୩ । ମୃତେ ପୁଷ୍କର ୨ପାଦ, ଦିବା ଘ୧ା୧୫ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୪୬ରୁ ଘ୪ା୫୩, ରାତ୍ରି ଘ୧୦ା୪୬ରୁ ଘ୧୨ା୫୩ । ଅମୃତ ଦିବା ଘ୭ା୪୬ରୁ ଘ୧୦ା୬, ଘ୧୨ା୦ରୁ ଘ୧ା୪୦, ରାତ୍ରି ଘ୧୨ା୫୩ରୁ ଘ୪ା୫୩ ।

 

୨୮.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୬ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୮ ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ଅଦ୍ୟ ବରାହଦୋଳ, ରାଜାଗ୍ନି, ଓଳକଣା ମେଳଣ, ଶିବଚତୁର୍ଦ୍ଦଶୀ ଉପବାସ । ଗଳଗ୍ରହ ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । କର୍କଟ ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨ା୫ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୫୯ରୁ ଘ୧/୫୨, କାଳବେଳା -ଦିବା ଘ୯/୪୫ରୁ ଘ୧୦ା୫୨, କାଳରାତ୍ରି -ରା.ଘ୩/୪୫ରୁ ଘ୪ା୫୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୪ା୫୩ରୁ ଘ୮ା୬, ରାତ୍ରି ଘ୮ା୪୬ରୁ ଘ୧୦ା୫୩, ଘ୪ା୫୩ରୁ ନିଶାନ୍ତ । ଅମୃତ ଦିବା ଘ୮ା୬ରୁ ଘ୯ା୪୬, ଘ୨ା୩୩ରୁ ଘ୪ା୫୩, ରାତ୍ରି ଘ୧୨ା୩୩ରୁ ଘ୨ା୫୩ ।

 

୧.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୭ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୧ ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ (ପୂର୍ଣ୍ଣିମା କ୍ଷଃ) ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ଅଦ୍ୟ ଦୋଳପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ, ଚୈତନ୍ୟଦେବଙ୍କ ଜନ୍ମ, ନୂତନ ପାଞ୍ଜିପଠନ । ତ୍ର୍ୟହସ୍ପର୍ଶା ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୫୨ରୁ ଘ୬/୧୨, କାଳବେଳା -ଦିବା ଘ୩/୪୫ରୁ ଘ୪ା୫୨, କାଳରାତ୍ରି -ରା.ଘ୧/୧୨ରୁ ଘ୨ା୧୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ ଗୃହସ୍ଥମାନେ ନିଜନିଜ କୁଳଦେବତାଙ୍କ ନିକଟରେ ନୂତନ ପଞ୍ଜିକା ପାଠକଲେ କୁଳଦର୍ମ ବୃଦ୍ଧିହୁଏ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୯, ଦିବା ଘ୧୨ା୧୨ରୁ ଘ୨ା୫, ସଂଧ୍ୟା ରାତ୍ରି ଘ୬ା୧୨ରୁ ଘ୮ା୧୯, ରାତ୍ରି ଘ୨ା୧୯ରୁ ଘ୪ା୧୨, ଘ୪ା୫୨ରୁ ନିଶାନ୍ତ । ଅମୃତ ଦିବା ଘ୨ା୫ରୁ ଘ୩ା୪୫, ରାତ୍ରି ଘ୮ା୧୯ରୁ ଘ୧୨ା୧୯ ।

 

୨.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୮ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨ ତାରିଖ, ଶୁକ୍ରବାର, ଚୈତ୍ର କୃଷ୍ଣପକ୍ଷ, ପ୍ରତିପଦ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଃ ନକ୍ଷତ୍ର । ଅଦ୍ୟ ହୋଲିପର୍ବ । ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବିଛା ଓ ମୀନ ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ରାତ୍ରି ଘ୪/୧୭ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୨୪ରୁ ଘ୧୨/୪, କାଳବେଳା -ଦିବା ଘ୧୨/୪ରୁ ଘ୨ା୨୪, କାଳରାତ୍ରି -ରା.ଘ୯/୨୪ରୁ ଘ୧୦ା୩୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୧ରୁ ଘ୧୦ା୨୪, ଘ୧ା୧୧ରୁ ଘ୩ା୧୮ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୧, ସଂଧ୍ୟା ଘ୬ା୧୧ରୁ ଘ୯ା୫୧, ରାତ୍ରି ଘ୩ା୧୧ରୁ ନିଶାନ୍ତ ।

 

୩.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୯ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୩ ତାରିଖ, ଶନିବାର, ଚୈତ୍ର କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଃ ନକ୍ଷତ୍ର । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧୭ରୁ ଘ୩/୧୦, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୧୭, ଦିବା ଘ୪/୫୦ରୁ ଘ୭ା୧୭, କାଳରାତ୍ରି -ରା.ଘ୪/୫୦ରୁ ନିଶାନ୍ତ । ମୃତେ ପୁଷ୍କର ୩ପାଦ, ରାତ୍ରି ଘ୯ା୨୧ ଗତେ ୨ପାଦ ଓ ରାତ୍ରି ଘ୧ା୪୨ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧୭ରୁ ଘ୯ା୧୦ । ଅମୃତ ଦିବା ଘ୧୦ା୫୭ରୁ ଘ୧ା୧୭, ଘ୩ା୧୦ରୁ ଘ୪ା୫୦, ରାତ୍ରି ଘ୧୧ା୫୭ରୁ ଘ୩ା୫୭ ।

 

୪.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୨୦ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୪ ତାରିଖ, ରବିବାର, ଚୈତ୍ର କୃଷ୍ଣପକ୍ଷ, ତୃତୀୟା ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ନକ୍ଷତ୍ରାମୃତ ଯୋଗ-ବିବାହ, ବ୍ରତ, ଗୃହାରମ୍ଭ, ପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ମେଷ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୨ରୁ ଘ୧୨/୪୨, କାଳବେଳା -ଦିବା ଘ୧୨/୪୨ରୁ ଘ୧ା୪୯, କାଳରାତ୍ରି -ରା.ଘ୧/୪୯ରୁ ଘ୨ା୫୬ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୯ରୁ ଘ୧୧ା୨, ଘ୧ା୪୯ରୁ ଘ୩ା୫୬, ସଂଧ୍ୟା ଘ୬ା୪୯ରୁ ଘ୮ା୫୬, ରାତ୍ରି ଘ୨ା୫୬ରୁ ଘ୪ା୪୯ । ଅମୃତ ପ୍ରାତଃ ଘ୬ା୪୯ରୁ ଘ୯ା୯, ରାତ୍ରି ଘ୮ା୫୬ରୁ ଘ୧୦ା୩୬ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top