ତିଥି ବାର ବେଳା- ଫେବୃଆରୀ ୧୯-୨୫, ୨୦୧୮

News Story - Posted on 2018-02-20

୧୯.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୭ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୯ ତାରିଖ, ସୋମବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ବିଥୁନ, କନ୍ୟା, ତୁଳା ଓ ମକର ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୫ରୁ ଘ୪/୫୮, କାଳବେଳା -ଦିବା ଘ୭/୫୮ରୁ ଘ୯/୫, କାଳରାତ୍ରି -ରା.ଘ୧୧/୧୧ରୁ ଘ୧୨ା୧୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୫ରୁ ଘ୧୧ା୧୧, ରାତ୍ରି ଘ୧୨ା୧୮ରୁ ଘ୨ା୧୧, ଘ୨ା୫୧ରୁ ଘ୪ା୮ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୫୮, ଦିବା ଘ୧୨ା୪୫ରୁ ଘ୩ା୫, ଘ୪ା୫୮ରୁ ଘ୮ା୧୮, ରାତ୍ରି ଘ୪ା୫୮ରୁ ନିଶାନ୍ତ ।

 

୨୦.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୮ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୦ ତାରିଖ, ମଙ୍ଗଳବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପଂଚମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିିଥୁନ, କନ୍ୟା, ତୁଳା ଓ ମକର ରାଶି । ମକର ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ଦିବା ଘ୩/୨୯ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୧୧ରୁ ଘ୭/୫୧, କାଳବେଳା -ଦିବା ଘ୧/୪୫ରୁ ଘ୨/୫୮, କାଳରାତ୍ରି -ରା.ଘ୭/୨୧ରୁ ଘ୮ା୧୮ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୧ରୁ ଘ୪ା୫୮, ଘ୧୦ା୫୧ରୁ ଘ୧୨ା୫୮ । ଅମୃତ ଦିବା ଘ୭ା୫୧ରୁ ଘ୧୦ା୧୧, ଘ୧୨ା୫ରୁ ଘ୧ା୪୫, ରାତ୍ରି ଘ୧୨ା୫୮ରୁ ଘ୪ା୫୮ ।

 

୨୧.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୯ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୧ ବୁଧବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ତିଥ୍ୟମୃତ ଯୋଗ-ବ୍ରତୋପନୟନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । କର୍କଟ ରାଶିର ଘାତବାର, ମେଷ ରାଶିର ଘାତତିଥି ଓ ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୪ରୁ ଘ୧/୫୭, କାଳବେଳା -ଦିବା ଘ୯/୫୦ରୁ ଘ୧୦/୫୭, କାଳରାତ୍ରି -ରା.ଘ୩/୫୦ରୁ ଘ୪ା୫୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୦, ଦିବା ଘ୪ା୫୭ରୁ ଘ୮ା୧୦, ରାତ୍ରି ଘ୮ା୫୦ରୁ ଘ୧୦ା୫୭, ଘ୪ା୫୭ରୁ ନିଶାନ୍ତ । ଅମୃତ ଦିବା ଘ୮ା୧୦ରୁ ଘ୯ା୫୦, ଘ୨ା୩୭ରୁ ଘ୪ା୫୭, ରାତ୍ରି ଘ୧୨ା୩୭ରୁ ଘ୨ା୫୭ ।

 

୨୨.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୦ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୨ ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର । ସଂଧ୍ୟା ଘ୬ା୫୮ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୫୬ରୁ ଘ୬/୧୬, କାଳବେଳା -ଦିବା ଘ୩/୪୯ରୁ ଘ୪/୫୬, କାଳରାତ୍ରି -ରା.ଘ୧/୧୬ରୁ ଘ୨ା୨୩ । ମୃତେ ପୁଷ୍କର ୨ପାଦ ରାତ୍ରି ଘ୨/୨ ଗତେ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୪, ଦିବା ଘ୧୨ା୧୭ରୁ ଘ୨ା୧୦, ସଂଧ୍ୟା ଘ୬ା୧୭ରୁ ଘ୮ା୨୪, ରାତ୍ରି ଘ୨ା୨୪ରୁ ଘ୪ା୧୭, ଘ୪ା୫୭ରୁ ନିଶାନ୍ତ । ଅମୃତ ଦିବା ଘ୨ା୧୦ରୁ ଘ୩ା୫୦, ରାତ୍ରି ଘ୮ା୨୪ରୁ ଘ୧୨ା୨୪ ।

 

୨୩.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୧ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୩ ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବିଛା ଓ ମୀନ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି ଓ କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୨୮ରୁ ଘ୧୨/୮, କାଳବେଳା -ଦିବା ଘ୧୨/୮ରୁ ଘ୨/୨୮, କାଳରାତ୍ରି -ରା.ଘ୯/୨୮ରୁ ଘ୧୦ା୩୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୬ରୁ ଘ୧୦ା୨୯, ଘ୧ା୧୬ରୁ ଘ୩ା୨୩ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୩୬, ସଂଧ୍ୟା ଘ୬ା୧୬ରୁ ଘ୯ା୫୬, ରାତ୍ରି ଘ୩ା୧୬ରୁ ନିଶାନ୍ତ ।

 

୨୪.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୨ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୪ ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ନବମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ଗଳଗ୍ରହ ତିଥି ଓ ବିଷଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିôତ, ମକର ରାଶିର ଘାତନକ୍ଷତ୍ର ଓ କନ୍ୟା ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୦ା୪୧ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୨୧ରୁ ଘ୩/୧୪, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୪/୫୪ରୁ ଘ୭ା୨୧, କାଳରାତ୍ରି -ରା.ଘ୪/୫୪ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୨୨ରୁ ଘ୯ା୧୫ । ଅମୃତ ଦିବା ଘ୧୧ା୨ରୁ ଘ୧ା୨୨, ଘ୩ା୧୫ରୁ ଘ୪ା୫୫, ରାତ୍ରି ଘ୧୨ା୨ରୁ ଘ୪ା୨ ।

 

୨୫.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧୩ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୨୫ ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦଶମୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଅଦ୍ୟ ଫଗୁଦଶମୀ, ଶ୍ରୀମନ୍ଦିରରେ ଦୋଳଯାତ୍ରା ଓ ଶ୍ରୀମନ୍ଦିର ପ୍ରତିଷ୍ଠାଦିବସ । ତିଥ୍ୟମୃତ ଯୋଗ-ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠା ଶୁଭ । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମେଷ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୭ରୁ ଘ୧୨/୪୭, କାଳବେଳା -ଦିବା ଘ୧୨/୪୭ରୁ ଘ୧ା୫୪, କାଳରାତ୍ରି -ରା.ଘ୧/୫୪ରୁ ଘ୩ା୧ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଫଗୁଦଶମୀ । ଶ୍ରୀଜୀଉଙ୍କ ଚାଚେରୀ ବେଶ ଓ ପୂଜା ବିହିତ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୪ରୁ ଘ୧୧ା୭, ଘ୧ା୫୪ ଘ୪ା୧, ସଂଧ୍ୟା ଘ୬ା୫୪ରୁ ଘ୯ା୧, ରାତ୍ରି ଘ୩ା୧ରୁ ଘ୪ା୫୪ । ଅମୃତ ପ୍ରାତଃ ଘ୬ା୫୪ରୁ ଘ୯ା୧୪, ରାତ୍ରି ଘ୯ା୧ରୁ ଘ୧୦ା୪୧ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top