ତିଥି ବାର ବେଳା- ଫେବୃଆରୀ ୧୨-୧୮, ୨୦୧୮

News Story - Posted on 2018-02-12

୧୨.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୩୦ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୨ ତାରିଖ, ସୋମବାର, ଫାଲ୍ଗୁନ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଅଦ୍ୟ ମାସାନ୍ତ । ପାପଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୯ରୁ ଘ୫/୨, କାଳବେଳା -ଦିବା ଘ୮/୨ରୁ ଘ୯/୯, କାଳରାତ୍ରି -ରା.ଘ୧୧/୧୫ରୁ ଘ୧୨/୨୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯/୯ରୁ ଘ୧୧/୧୫, ରାତ୍ରି ଘ୧୨ା୨ରୁ ଘ୨ା୧୫, ଘ୨/୫୫ରୁ ଘ୪/୧୨ । ଅମୃତ ସୂର୍ଯ୍ୟୋଦୟରୁ ଘ୮/୨, ଦିବା ଘ୧୨ା୪୯ରୁ ଘ୩ା୯, ସଂଧ୍ୟା ଘ୫ା୨ରୁ ଘ୮ା୨୨, ରାତ୍ରି ଘ୫ା୨ରୁ ନିଶାନ୍ତ ।

 

୧୩.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୧ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୩ ତାରିଖ, ମଙ୍ଗଳବାର, ଫାଲ୍ଗୁନ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ଧନୁ ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର । ଅଦ୍ୟ ବିଷ୍ଣୁପଦୀ କୁମ୍ଭ ସଂକ୍ରାନ୍ତି ଓ ମଙ୍ଗଳସଂକ୍ରାନ୍ତି ବ୍ରତ, ଦିବା ଘ୭ା୪୨ ଗତେ ଶରଣପଂଚକ । ନିରଂଶ ଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ମକର ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ଦିବା ଘ୭/୪୨ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୧୪ରୁ ଘ୭/୫୪, କାଳବେଳା -ଦିବା ଘ୧/୪୮ରୁ ଘ୨/୫୪, କାଳରାତ୍ରି -ରା.ଘ୭/୨୪ରୁ ଘ୮ା୨୧ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୧୧ା୪୯ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ କୁମ୍ଭସଂକ୍ରାନ୍ତି । ସୂର୍ଯ୍ୟୋଦୟରୁ ଦିନାର୍ଦ୍ଧ ମଧ୍ୟେ ପୁଣ୍ୟକାଳ । ମଙ୍ଗଳସଂକ୍ରାନ୍ତି ଯୋଗରେ ହୋମ, ଗ୍ରହଶାନ୍ତି ଓ ଦାନ ଆଦି କରିବା ବିହିତ । ଶରଣପଂଚକ-ତୃଣକାଷ୍ଠ ଛେଦନ ନିଷେଧ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୫୪ରୁ ଘ୫ା୧, ରାତ୍ରି ଘ୧୦ା୫୪ରୁ ଘ୧ା୧ । ଅମୃତ ଦିବା ଘ୭ା୫୪ରୁ ଘ୧୦ା୧୪, ଘ୧୨ା୮ରୁ ଘ୧ା୪୮, ରାତ୍ରି ଘ୧ା୧ରୁ ଘ୫ା୧ ।

 

୧୪.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୨ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୪ ବୁଧବାର, ଫାଲ୍ଗୁନ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ମହାଶିବରାତ୍ରି, ଜାଗର, ଶ୍ରୀମନ୍ଦିରରେ ସଦାଶିବ ରାତ୍ରି ଜାଗର । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । କର୍କଟ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର ଓ ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୮ରୁ ଘ୨/୧, କାଳବେଳା -ଦିବା ଘ୯/୫୪ରୁ ଘ୧୧/୧, କାଳରାତ୍ରି -ରା.ଘ୩/୫୪ରୁ ଘ୫ା୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଶିବଜାଗର ବ୍ରତ ବିହିତ । ରାତ୍ରି ଉଜାଗର ଦ୍ୱାରା ଆୟୁବୃଦ୍ଧି ଓ ରୋଗଶୋକ ଦୂରହୁଏ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୪, ଦିବା ଘ୫ା୧ରୁ ଘ୮ା୧୪, ରାତ୍ରି ଘ୮ା୫୪ରୁ ଘ୧୧ା୧, ଘ୫ା୧ରୁ ନିଶାନ୍ତ । ଅମୃତ ଦିବା ଘ୯ା୧୪ରୁ ଘ୯ା୫୪, ଘ୨ା୪୧ରୁ ଘ୫ା୧, ରାତ୍ରି ଘ୧୨ା୪୧ରୁ ଘ୩ା୧ ।

 

୧୫.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୩ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୫ ତାରିଖ, ଗୁରୁବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଅମାବାସ୍ୟା ତିଥି, ମକର ଚନ୍ଦ୍ର, ଶ୍ରବଣା(ମଳ) ନକ୍ଷତ୍ର । ଅଦ୍ୟ ଅମାବାସ୍ୟା, ଗୋସହସ୍ରୀ ଗଙ୍ଗାସ୍ନାନ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୭/୫୩ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୦ରୁ ଘ୬/୨୦, କାଳବେଳା -ଦିବା ଘ୩/୫୩ରୁ ଘ୫/୦, କାଳରାତ୍ରି -ରା.ଘ୧/୨୦ରୁ ଘ୨ା୨୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । ପୂର୍ବରାତ୍ରି ଉଜାଗର ରହି ପ୍ରୟାଗାଦି କ୍ଷେତ୍ରରେ ସ୍ନାନକଲେ ଅଶେଷ ପୁଣ୍ୟଲାଭ ହୁଏ । ଅମାବାସ୍ୟାର ନିତ୍ୟଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୭, ଦିବା ଘ୧୨ା୨୦ରୁ ଘ୨ା୧୩, ସଂଧ୍ୟା ଘ୬ା୨୦ରୁ ଘ୮ା୨୭, ରାତ୍ରି ଘ୨ା୨୭ରୁ ଘ୪ା୨୦, ଘ୫ା୦ରୁ ନିଶାନ୍ତ । ଅମୃତ ଦିବା ଘ୨ା୧୩ରୁ ଘ୩ା୫୩, ରାତ୍ରି ଘ୮ା୨୭ରୁ ଘ୧୨ା୨୭ ।

 

୧୬.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୪ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୬ ତାରିଖ, ଶୁକ୍ରବାର, ଫାଲ୍ଗୁନ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଗଳଗ୍ରହ ତିଥି, ସିଦ୍ଧିଯୋଗ-ଯାତାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୩ରୁ ଘ୧୨/୧୩, କାଳବେଳା -ଦିବା ଘ୧୨/୧୩ରୁ ଘ୨/୩୩, କାଳରାତ୍ରି -ରା.ଘ୯/୩୩ରୁ ଘ୧୦ା୪୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୦ରୁ ଘ୧୦ା୩୩, ଘ୧ା୨୦ରୁ ଘ୩ା୨୭ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୦, ସଂଧ୍ୟା ଘ୬ା୨୦ରୁ ଘ୧୦ା୧, ରାତ୍ରି ଘ୩ା୨୦ରୁ ନିଶାନ୍ତ ।

 

୧୭.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୫ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୭ ତାରିଖ, ଶନିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୨୬ରୁ ଘ୩/୧୯, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୨୭, ଦିବା ଘ୪/୫୯ରୁ ଘ୭/୨୬, କାଳରାତ୍ରି -ରା.ଘ୪/୫୯ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ଦିବା ଘ୧୧ା୫୯ ଗତେ ୩ପାଦ ଓ ରାତ୍ରି ଘ୪ା୪୨ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଦ୍ୱିତୀୟା ଚନ୍ଦ୍ରପୂଜା ବିହିତ । ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୭ା୨୬ରୁ ଘ୯ା୧୯ । ଅମୃତ ଦିବା ଘ୧୧ା୬ରୁ ଘ୧ା୨୬, ଘ୩/୧୯ରୁ ଘ୪/୫୯, ରାତ୍ରି ଘ୧୨ା୬ରୁ ଘ୪/୬ ।

 

୧୮.୨.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କୁମ୍ଭ ଦି୬ନ, ଇଂରାଜୀ ୨୦୧୮ ମସିହା, ଫେବୃଆରୀ ୧୮ ତାରିଖ, ରବିବାର, ଫାଲ୍ଗୁନ ଶୁକ୍ଳପକ୍ଷ, ତୃତୀୟା ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଶରଣ ଶେଷ । ଅବମତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମେଷ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ଦିବା ଘ୭/୨ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୧୨ରୁ ଘ୧୨/୫୨, କାଳବେଳା -ଦିବା ଘ୧୨/୫୨ରୁ ଘ୧/୫୯, କାଳରାତ୍ରି -ରା.ଘ୧/୫୯ରୁ ଘ୩ା୬ । ମୃତେ ପୁଷ୍କର ୨ପାଦ, ଦିବା ଘ୧/୫୧ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ- ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୯ରୁ ଘ୧୧ା୧୨, ଘ୧ା୫୯ରୁ ଘ୪ା୬, ସଂଧ୍ୟା ଘ୬ା୫୯ରୁ ଘ୯ା୬, ରାତ୍ରି ଘ୩ା୬ରୁ ଘ୪ା୫୯ । ଅମୃତ ପ୍ରାତଃ ଘ୬ା୫୯ରୁ ଘ୯ା୧୯, ରାତ୍ରି ଘ୯ା୬ରୁ ଘ୧୦ା୪୬ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top