କାହା ଦର ବଢ଼ିବ, କାହାର କମିବ

News Story - Posted on 2018-02-01

ମହଙ୍ଗା ହେବ: ଆମଦାନୀ ହେଉଥିବା କାର୍, ମୋଟର ସାଇକେଲ, ମୋବାଇଲ ଫୋନ୍, ରୁପା, ସୁନା, ପରିବା, ଫଳରସ, କମଳା, ସନ୍ ଗ୍ଲାସ୍, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ଅତର ଓ ପାଇଖାନା ସାମଗ୍ରୀ, ସନସ୍କ୍ରିନ, ମ୍ୟାନିକ୍ୟୋର, ପେଡିକ୍ୟୋର, ଦାନ୍ତ ଔଷଧ, ଦାନ୍ତ ଯୋଡ଼ା ପେଷ୍ଟ ଓ ପାଉଡର, ଦାନ୍ତ ଫ୍ଲସ, ଦାଢ଼ି କଟା ଲୋସନ ଇତ୍ୟାଦି, ଡେଓଡରାଣ୍ଡ, ଗାଧୁଆ ସାମଗ୍ରୀ, ସ୍ପ୍ରେ, ଟ୍ରକ ଓ ବସ୍ ରାଡିକାଲ ଟାୟାର, ରେଶମ ପୋଷାକ, ଯୋତା, ରଙ୍ଗୀନ ରତ୍ନ ପଥର, ହୀରା, ଇମିଟେସନ ଗହଣା, ସ୍ମାର୍ଟ ଘଣ୍ଟା ଓ ଅନ୍ୟାନ୍ୟ ପିନ୍ଧା ଯନ୍ତ୍ର, ଏଲସିଡି ଓ ଏଲଇଡ଼ି ପ୍ୟାନେଲ, ଫର୍ଣ୍ଣିଚର, ଗାଲିଚା, ବତୀ, ହାତଘଣ୍ଟା, ପକେଟ ଘଣ୍ଟା, ଘଣ୍ଟା, ଟ୍ରାଇସାଇକେଲ, ସ୍କୁଟର, ପେଡାଲ କାର୍, ଚକଥିବା ଖେଳଣା, କଣ୍ଢେଇ, ସବୁ ପ୍ରକାର ପଜ୍ଲସ, ଭିଡିଓ ଗେମ୍, ଖେଳ ସାମଗ୍ରୀ, ସିଗାରେଟ ଲାଇଟର, ମହମବତୀ, ଗୁଡ଼ି, ଅଲିଭ ତେଲ, ବାଦାମ ତେଲ ।

 

ଶସ୍ତା ହେବ: ଆମଦାନୀ ହେଉଥିବା ସାଦା କାଜୁ, ସୋଲାର ପ୍ୟାନେଲରେ ଲାଗୁଥିବା କାଚ, କର୍ଣ୍ଣଯନ୍ତ୍ର, ବଲ୍ ସ୍କୃ, ଲାଇନର ମୋସନ ଗାଇଡ଼ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top