ତିଥି ବାର ବେଳା- ଜାନୁଆରୀ ୨୨-୨୮, ୨୦୧୮

News Story - Posted on 2018-01-23

୨୨.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୯ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୨ ତାରିଖ, ସୋମବାର, ମାଘ ଶୁକ୍ଳପକ୍ଷ, ପଂଚମୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ମଳ ନକ୍ଷତ୍ର । ଅଦ୍ୟ ଶ୍ରୀପଂଚମୀ ସରସ୍ୱତୀ ପୂଜା, ଘୋଡ଼ାଲାଗି ନୀତି ସମାପ୍ତ । ସିଦ୍ଧିଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୧୬ରୁ ଘ୫/୯, କାଳବେଳା -ଦିବା ଘ୮/୯ରୁ ଘ୯/୧୬, କାଳରାତ୍ରି -ରା.ଘ୧୧/୨୨ରୁ ଘ୧୨ା୨୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ସରସ୍ୱତୀ ପୂଜା ବିହିତ । ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୬ରୁ ଘ୧୧ା୨୨, ରାତ୍ରି ଘ୧୨ା୨୯ରୁ ଘ୨ା୨୨, ଘ୩ା୨ରୁ ଘ୪ା୧୯ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୨, ଦିବା ଘ୧୨ା୫୬ରୁ ଘ୩ା୧୬, ସଂଧ୍ୟା ଘ୫ା୯ରୁ ଘ୮ା୨୯, ରାତ୍ରି ଘ୫ା୯ରୁ ନିଶାନ୍ତ ।

 

୨୩.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୦ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୩ ତାରିଖ, ମଙ୍ଗଳବାର, ମାଘ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ ନେତାଜୀ ଓ ବୀର ସୁରେନ୍ଦ୍ରସାଏ ଜୟନ୍ତୀ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୨୧ରୁ ଘ୮/୧, କାଳବେଳା -ଦିବା ଘ୧/୫୫ରୁ ଘ୩/୧, କାଳରାତ୍ରି -ରା.ଘ୭/୩୧ରୁ ଘ୮ା୨୮ । ମୃତେ ପୁଷ୍କର ୧ପାଦ, ଦିବା ଘ୪ା୧୮ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୨ରୁ ଘ୫ା୯, ରାତ୍ରି ଘ୧୧ା୨ରୁ ଘ୧ା୯ । ଅମୃତ ଦିବା ଘ୮ା୨ରୁ ଘ୧୦ା୨୨, ଘ୧୨ା୧୬ରୁ ଘ୧ା୫୬, ରାତ୍ରି ଘ୧ା୯ରୁ ଘ୫ା୯ ।

 

୨୪.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୧ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୪ ବୁଧବାର, ମାଘ ଶୁକ୍ଳପକ୍ଷ, ସପ୍ତମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ମାଘସପ୍ତମୀ, ଚନ୍ଦ୍ରଭାଗା ସ୍ନାନ, ଅଦ୍ୱୈତ, ଅଭିରାମ, ମାଧବାଚାର୍ଯ୍ୟ ଓ ଜଗନ୍ନାଥ ଦାସ ଜୟନ୍ତୀ । ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ଦିବା ଘ୮/୫୧ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧୫ରୁ ଘ୨/୮, କାଳବେଳା -ଦିବା ଘ୧୦/୧ରୁ ଘ୧୧/୮, କାଳରାତ୍ରି -ରା.ଘ୪/୧ରୁ ଘ୫ା୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । ମାଘସପ୍ତମୀରେ କେବଳ ସ୍ନାନ, ଦାନ ଓ ସାତ୍ତ୍ୱିକ ଭୋଜନ କରଣୀୟ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୧, ସଂଧ୍ୟା ଘ୫ା୮ରୁ ଘ୮ା୨୧, ରାତ୍ରି ଘ୯ା୧ରୁ ଘ୧୧ା୮, ଘ୫ା୮ରୁ ନିଶାନ୍ତ । ଅମୃତ ଦିବା ଘ୮ା୨୧ରୁ ଘ୧୦ା୧, ଘ୨ା୪୮ରୁ ଘ୫ା୮, ରାତ୍ରି ଘ୧୨ା୪୮ରୁ ଘ୩ା୮ ।

 

୨୫.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୨ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୫ ତାରିଖ, ଗୁରୁବାର, ମାଘ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଅଦ୍ୟ ଭୀଷ୍ମାଷ୍ଟମୀ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୭ରୁ ଘ୬/୨୭, କାଳବେଳା -ଦିବା ଘ୪/୦ରୁ ଘ୫/୭, କାଳରାତ୍ରି -ରା.ଘ୧/୨୭ରୁ ଘ୨ା୩୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଭୀଷ୍ମାଷ୍ଟମୀ ଶ୍ରାଦ୍ଧ କେବଳ ବ୍ରାହ୍ମଣମାନଙ୍କ ପାଇଁ ବିହିତ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୪, ଦିବା ଘ୧୨ା୨୭ରୁ ଘ୨ା୨୦, ସଂଧ୍ୟା ଘ୬ା୨୭ରୁ ଘ୮ା୩୪, ରାତ୍ରି ଘ୨ା୩୪ରୁ ଘ୪ା୨୭, ଘ୫ା୭ରୁ ନିଶାନ୍ତ । ଅମୃତ ଦିବା ଘ୨ା୨୦ରୁ ଘ୪ା୯, ରାତ୍ରି ଘ୮ା୩୪ରୁ ଘ୧୨ା୩୪ ।

 

୨୬.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୩ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୬ ତାରିଖ, ଶୁକ୍ରବାର, ମାଘ ଶୁକ୍ଳପକ୍ଷ, ନବମୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ସାଧାରଣତନ୍ତ୍ର ଦିବସ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବିଛା ଓ ମୀନ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର । ଦିବା ଘ୧/୪୭ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୦ରୁ ଘ୧୨/୨୦, କାଳବେଳା -ଦିବା ଘ୧୨/୨୦ରୁ ଘ୨/୪୦, କାଳରାତ୍ରି -ରା.ଘ୯/୪୦ରୁ ଘ୧୦ା୪୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ଦଶମୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୭ରୁ ଘ୧୦ା୪୦, ଘ୧ା୨୭ରୁ ଘ୩ା୩୪ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୭, ସଂଧ୍ୟା ଘ୬ା୨୭ରୁ ଘ୧୦ା୭, ରାତ୍ରି ଘ୩ା୨୭ରୁ ନିଶାନ୍ତ ।

 

୨୭.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୪ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୭ ତାରିଖ, ଶନିବାର, ମାଘ ଶୁକ୍ଳପକ୍ଷ, ଦଶମୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା (ରୋହିଣୀ କ୍ଷଃ) ନକ୍ଷତ୍ର । ଅଦ୍ୟ ମହାପୁରୁଷ ଅଚ୍ୟୁତାନନ୍ଦ ଜୟନ୍ତୀ, ବ୍ୟାସସରୋବର ମେଳା । ତ୍ର୍ୟହସ୍ପର୍ଶା ତିଥି ଓ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୩୫ରୁ ଘ୩/୨୮, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୫, ସଂଧ୍ୟା ଘ୫/୮ରୁ ଘ୭/୩୫, କାଳରାତ୍ରି -ରା.ଘ୫/୮ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୩୬ ଗତେ ୧ପାଦ ଓ ନିଶାନ୍ତ ଘ୬/୨୭ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ଭୈମୀ ଏକାଦଶୀ ବ୍ରତ ଓ ଉପବାସ ବିହିତ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୫ରୁ ଘ୯ା୨୮ । ଅମୃତ ଦିବା ଘ୧୧ା୧୫ରୁ ଘ୧ା୩୫, ଘ୩ା୨୮ରୁ ଘ୫ା୮, ରାତ୍ରି ଘ୧୨ା୧୫ରୁ ଘ୪ା୧୫ ।

 

୨୮.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମକର ଦି୧୫ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୮ ତାରିଖ, ରବିବାର, ମାଘ ଶୁକ୍ଳପକ୍ଷ, ଏକାଦଶୀ(ଦ୍ୱାଦଶୀ କ୍ଷଃ) ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଅଦ୍ୟ ଭୈମୀ ଏକାଦଶୀ (ବଡ଼), ବରାହ ଦ୍ୱାଦଶୀ ଓ ରବିନାରାୟଣ ବ୍ରତ । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ମେଷ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର । ଦିବା ଘ୧ା୩୨ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୨୦ରୁ ଘ୧/୦, କାଳବେଳା -ଦିବା ଘ୧/୦ରୁ ଘ୨/୭, କାଳରାତ୍ରି -ରା.ଘ୨/୭ରୁ ଘ୩ା୧୪ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୩ା୧୧ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୭ରୁ ଘ୧୧ା୨୦, ଘ୨ା୭ରୁ ଘ୪ା୧୪, ରାତ୍ରି ଘ୭ା୭ରୁ ଘ୯ା୧୪, ଘ୩ା୧୪ରୁ ଘ୫ା୭ । ଅମୃତ ଦିବା ଘ୭ା୭ରୁ ଘ୯ା୨୭, ରାତ୍ରି ଘ୯ା୧୪ରୁ ଘ୧୦ା୫୪ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top