ତିଥି ବାର ବେଳା- ଜାନୁଆରୀ ୧୫-୨୧, ୨୦୧୮

News Story - Posted on 2018-01-15

୧୫.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୨ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୫ ତାରିଖ, ସୋମବାର, ମାଘ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର। ଅଦ୍ୟ ରଟନ୍ତୀ ଚତୁର୍ଦ୍ଦଶୀ ଓ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୩/୧୫ରୁ ଘ୫/୮, କାଳବେଳା -ଦିବା ଘ୮/୮ରୁ ଘ୯/୧୫, କାଳରାତ୍ରି -ରା.ଘ୧୧/୨୧ରୁ ଘ୧୨ା୨୮। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୧୫ରୁ ଘ୧୧ା୨୧, ରାତ୍ରି ଘ୧୨ା୨୮ରୁ ଘ୨ା୨୧, ଘ୩ା୧ରୁ ଘ୪ା୧୮। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ଦିବା ଘ୧୨ା୫୫ରୁ ଘ୩ା୧୫, ସଂଧ୍ୟା ଘ୫ା୮ରୁ ଘ୮ା୨୮, ରାତ୍ରି ଘ୫ା୮ରୁ ନିଶାନ୍ତ।

 

୧୬.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୩ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୬ ତାରିଖ, ମଙ୍ଗଳବାର, ମାଘ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢ଼ା ନକ୍ଷତ୍ର। ଅଦ୍ୟ ତ୍ରିବେଣୀ ଅମାବାସ୍ୟା, ଶ୍ରୀବିରଜା ଦେବୀଙ୍କ ଜନ୍ମ, ଅଭିରାମ ପରମହଂସ ଜୟନ୍ତୀ, ଗୋସହସ୍ରୀ ବା ବ୍ୟତିପାତ ମହତୀ ସ୍ନାନ, ରାତ୍ରି ଘ୨ା୫୯ ଗତେ ଶରଣ ଆରମ୍ଭ। ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି। ମକର ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର। ରାତ୍ରି ଘ୨ା୫୯ ଗତେ ମକର, ମୀନ, ମେଷ, କର୍କଟ ଓ ବିଛାରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୭/୨୨ରୁ ଘ୮/୨, କାଳବେଳା -ଦିବା ଘ୧/୫୬ରୁ ଘ୩/୨, କାଳରାତ୍ରି -ରା.ଘ୭/୩୨ରୁ ଘ୮ା୨୯। ମୃତେ ପୁଷ୍କର ୧ପାଦ, ରାତ୍ରି ଘ୮ା୧୪ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରିବେଣୀ ଅମାବାସ୍ୟା କୃତ୍ୟ। ବ୍ୟତିପାତ ମହତୀ ସ୍ନାନଯୋଗ। ପ୍ରୟାଗତୀର୍ଥରେ ସ୍ନାନ ଦ୍ୱାରା ସହସ୍ର ଧେନୁଦାନର ପୁଣ୍ୟଲାଭ ହୁଏ। ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ଅମାବାବ୍ୟାର ନିତ୍ୟଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୩ା୨ରୁ ଘ୫ା୯, ରାତ୍ରି ଘ୧୧ା୨ରୁ ଘ୧ା୯। ଅମୃତ ଦିବା ଘ୮ା୨ରୁ ଘ୧୦ା୨୨, ଘ୧୨ା୧୬ରୁ ଘ୧ା୫୬, ରାତ୍ରି ଘ୧ା୯ରୁ ଘ୫ା୯।

 

୧୭.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୪ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୭ ବୁଧବାର, ମାଘ କୃଷ୍ଣପକ୍ଷ, ଅମାବାସ୍ୟା(ମଳ) ତିଥି, ମକର ଚନ୍ଦ୍ର, ଉତ୍ତରାଷାଢ଼ା ନକ୍ଷତ୍ର। ଅଦ୍ୟ ମଳ ଅମାବାସ୍ୟା। ଅମାବାସ୍ୟା ମଳତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୧୬ରୁ ଘ୨/୯, କାଳବେଳା -ଦିବା ଘ୧୦/୨୭ରୁ ଘ୧୧/୯, କାଳରାତ୍ରି -ରା.ଘ୪/୨ରୁ ଘ୫ା୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୨, ସଂଧ୍ୟା ଘ୫ା୯ରୁ ଘ୮ା୨୨, ରାତ୍ରି ଘ୯ା୨ରୁ ଘ୧୧ା୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୮ା୨୨ରୁ ଘ୧୦/୨, ଘ୨ା୪୯ରୁ ଘ୫ା୯, ରାତ୍ରି ଘ୧୨ା୪୯ରୁ ଘ୩ା୯।

 

୧୮.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୫ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୮ ତାରିଖ, ଗୁରୁବାର, ମାଘ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର। ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ସଂଧ୍ୟା ଘ୫/୯ରୁ ଘ୬/୨୯, କାଳବେଳା -ଦିବା ଘ୪/୨ରୁ ଘ୫/୯, କାଳରାତ୍ରି -ରା.ଘ୧/୨୯ରୁ ଘ୨ା୩୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟା ଚନ୍ଦ୍ରପୂଜା ବିହିତ। ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୬, ଦିବା ଘ୧୨ା୨୯ରୁ ଘ୨ା୨୨, ସଂଧ୍ୟା ଘ୬ା୨୯ରୁ ଘ୮ା୩୬, ରାତ୍ରି ଘ୨ା୩୬ରୁ ଘ୪ା୨୯, ଘ୫ା୯ରୁ ନିଶାନ୍ତ। ଅମୃତ ଦିବା ଘ୨ା୨୨ରୁ ଘ୪ା୨, ରାତ୍ରି ଘ୮ା୩୬ରୁ ଘ୧୨ା୩୬।

 

୧୯.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୬ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧୯ ତାରିଖ, ଶୁକ୍ରବାର, ମାଘ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ମକର ଚନ୍ଦ୍ର, ଧନିଷା ନକ୍ଷତ୍ର। ଦଗ୍ଧାତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି। ବିଛା ଓ ମୀନ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୩/୪୫ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୪୨ରୁ ଘ୧୨/୩୨, କାଳବେଳା -ଦିବା ଘ୧୨/୨୨ରୁ ଘ୨/୪୨, କାଳରାତ୍ରି -ରା.ଘ୯/୪୨ରୁ ଘ୧୦ା୪୯। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୯ରୁ ଘ୧୦ା୪୨, ଘ୧ା୨୯ରୁ ଘ୩ା୩୬। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୯, ସଂଧ୍ୟା ଘ୬ା୨୯ରୁ ଘ୧୦ା୯, ରାତ୍ରି ଘ୩ା୨୯ରୁ ନିଶାନ୍ତ।

 

୨୦.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୭ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୦ ତାରିଖ, ଶନିବାର, ମାଘ ଶୁକ୍ଳପକ୍ଷ, ତୃତୀୟା ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର। ଅଦ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମମୁ ବେଶ, ଚାଖିଖୁଣ୍ଟିଆ ଜୟନ୍ତୀ। ବ୍ୟତିପାତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର। ଧନୁ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୩୬ରୁ ଘ୩/୨୯, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୬, ସଂଧ୍ୟା ଘ୫/୯ରୁ ଘ୭/୩୬, କାଳରାତ୍ରି -ରା.ଘ୫/୯ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୬ରୁ ଘ୯ା୨୯। ଅମୃତ ଦିବା ଘ୧୧ା୧୬ରୁ ଘ୧ା୩୬, ଘ୩ା୨୯ରୁ ଘ୫ା୯, ରାତ୍ରି ଘ୧୨ା୧୬ରୁ ଘ୪ା୧୬।

 

୨୧.୧.୨୦୧୮

ଶ୍ରୀ ସମ୍ୱତ‌୍‍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ମକର ଦି୮ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨୧ ତାରିଖ, ରବିବାର, ମାଘ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର। ଅଦ୍ୟ ବରଦାଗଣେଶ ପୂଜା, ରାତ୍ରି ଘ୩ା୨୯ ମେଧ୍ୟ ଶରଣ ଶେଷ। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି। ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର। ରାତ୍ରି ଘ୩/୨୧ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି। କୁ‌୍‍ମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୧/୨୨ରୁ ଘ୧/୨, କାଳବେଳା -ଦିବା ଘ୧/୨ରୁ ଘ୨/୯, କାଳରାତ୍ରି -ରା.ଘ୨/୯ରୁ ଘ୩ା୧୬। ମୃତେ ପୁଷ୍କର ୧ପାଦ, ଦିବା ଘ୮ା୨୧ ଗତେ ୨ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଶରଣପଞ୍ଚକ-ତୃଣକାଷ୍ଠ ଛେଦନ ନିଷେଧ। ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୯ରୁ ଘ୧୧ା୨୨, ଘ୨ା୯ରୁ ଘ୪ା୧୬, ରାତ୍ରି ଘ୭ା୯ରୁ ଘ୯ା୧୬, ଘ୩ା୧୬ରୁ ଘ୫ା୯। ଅମୃତ ଦିବା ଘ୭ା୯ରୁ ଘ୯ା୨୯, ରାତ୍ରି ଘ୯ା୧୬ରୁ ଘ୧୦ା୫୬।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top