ତିଥି ବାର ବେଳା- ଜାନୁଆରୀ ୧-୭, ୨୦୧୮

News Story - Posted on 2018-01-02

୧.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୭ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୧ ତାରିଖ, ସୋମବାର, ପୋ÷ଷ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ଅଦ୍ୟ ଇଂରାଜୀ ନୂତନବର୍ଷ ୨୦୧୮ ମସିହା ଆରମ୍ଭ । ଗଳଗ୍ରହ ତିଥି ଓ ନକ୍ଷତ୍ରାମୃତ ଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୧୩ରୁ ଘ୫/୬, କାଳବେଳା -ଦିବା ଘ୮/୬ରୁ ଘ୯/୧୩, କାଳରାତ୍ରି -ରା.ଘ୧୧/୧୯ରୁ ଘ୧୨ା୨୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଦ୍ଦଶୀର ଆମ ଓ ହେମଶ୍ରାଦ୍ଧ ବିହିତ । ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୧୩ରୁ ଘ୧୧ା୧୯, ରାତ୍ରି ଘ୧୨ା୨୬ରୁ ଘ୨ା୧୯, ଘ୨ା୫୯ରୁ ଘ୪ା୧୬ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୧୨ା୫୩ରୁ ଘ୩ା୧୩, ସଂଧ୍ୟା ଘ୫ା୬ରୁ ଘ୮ା୨୬, ରାତ୍ରି ଘ୫ା୬ରୁ ନିଶାନ୍ତ ।

 

୨.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୮ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୨ ତାରିଖ, ମଙ୍ଗଳବାର, ପୋ÷ଷ ଶୁକ୍ଳପକ୍ଷ, ପୂର୍ଣ୍ଣିମା (ପ୍ରତିପଦ କ୍ଷଃ) ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ଅଦ୍ୟ ଦେବାଭିଷେକ ପୂର୍ଣ୍ଣିମା, ମଙ୍ଗଳ ପୂର୍ଣ୍ଣିମା ଓ ମାଘବ୍ରତାରମ୍ଭ । ତ୍ର୍ୟହସ୍ପର୍ଶା ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମକର ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର ଓ ଘାତଚନ୍ଦ୍ର । ରାତ୍ରି ଘ୪/୨୮ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୧୯ରୁ ଘ୭/୫୯, କାଳବେଳା -ଦିବା ଘ୧/୫୩ରୁ ଘ୨/୫୯, କାଳରାତ୍ରି -ରା.ଘ୭/୨୯ରୁ ଘ୮ା୨୬ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୩ା୯ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୯ରୁ ଘ୫ା୬, ରାତ୍ରି ଘ୧୦ା୫୯ରୁ ଘ୧ା୬ । ଅମୃତ ଦିବା ଘ୭ା୫୯ରୁ ଘ୧୦ା୧୯, ଘ୧୨ା୧୩ରୁ ଘ୧ା୫୩, ରାତ୍ରି ଘ୧ା୬ରୁ ଘ୫ା୬ ।

 

୩.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୯ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୩ ବୁଧବାର, ମାଘ କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, କର୍କଟ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । କର୍କଟ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧୪ରୁ ଘ୨/୭, କାଳବେଳା -ଦିବା ଘ୧୦/୦ରୁ ଘ୧୧/୭, କାଳରାତ୍ରି -ରା.ଘ୪/୦ରୁ ଘ୫ା୭ । ମୃତେ ପୁଷ୍କର ୨ପାଦ ଦିବା ଘ୯/୫୫ ମଧ୍ୟେ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୦, ଦିବା ଘ୫ା୭ରୁ ଘ୮ା୨୦, ରାତ୍ରି ଘ୯ା୦ରୁ ଘ୧୧ା୭, ଘ୫ା୭ରୁ ନିଶାନ୍ତ । ଅମୃତ ଦିବା ଘ୮ା୨୦ରୁ ଘ୧୦ା୦, ଘ୨ା୪୭ରୁ ଘ୫ା୭, ରାତ୍ରି ଘ୧୨ା୪୭ରୁ ଘ୩ା୭ ।

 

୪.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୨୦ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୪ ତାରିଖ, ଗୁରୁବାର, ମାଘ କୃଷ୍ଣପକ୍ଷ, ତୃତୀୟା ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷାକ୍ଷଃ ନକ୍ଷତ୍ର । ଅଦ୍ୟ ପୁଷ୍ୟାଭିଷେକ ବା ରାଜାଭିଷେକ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୭ରୁ ଘ୬/୨୭, କାଳବେଳା -ଦିବା ଘ୪/୦ରୁ ଘ୫/୭, କାଳରାତ୍ରି -ରା.ଘ୧/୨୭ରୁ ଘ୨ା୩୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୪, ଦିବା ଘ୧୨ା୨୭ରୁ ଘ୨ା୨୦, ସଂଧ୍ୟା ଘ୬ା୨୭ରୁ ଘ୮ା୩୪, ରାତ୍ରି ଘ୨ା୩୪ରୁ ଘ୪ା୨୭, ଘ୫ା୭ରୁ ନିଶାନ୍ତ । ଅମୃତ ଦିବା ଘ୨ା୨୦ରୁ ଘ୪ା୦, ରାତ୍ରି ଘ୮ା୩୪ରୁ ଘ୧୨ା୩୪ ।

 

୫.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୨୧ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୫ ତାରିଖ, ଶୁକ୍ରବାର, ମାଘ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୦ରୁ ଘ୧୨/୨୦, କାଳବେଳା -ଦିବା ଘ୧୨/୨୦ରୁ ଘ୨/୪୦, କାଳରାତ୍ରି -ରା.ଘ୯/୪୦ରୁ ଘ୧୦ା୪୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୭ରୁ ଘ୧୦ା୪୦, ଘ୧ା୨୭ରୁ ଘ୩ା୩୪ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୭, ସଂଧ୍ୟା ଘ୬ା୨୭ରୁ ଘ୧୦ା୭, ରାତ୍ରି ଘ୩ା୨୭ରୁ ନିଶାନ୍ତ ।

 

୬.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୨୨ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୬ ତାରିଖ, ଶନିବାର, ମାଘ କୃଷ୍ଣପକ୍ଷ, ପଂଚମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଃ ନକ୍ଷତ୍ର । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୩୪ରୁ ଘ୩/୨୭, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୪, ସଂଧ୍ୟା ଘ୫/୭ରୁ ଘ୭/୩୪, କାଳରାତ୍ରି -ରା.ଘ୫/୭ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୨/୧୭ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୩୪ରୁ ଘ୯ା୨୭ । ଅମୃତ ଦିବା ଘ୧୧ା୧୪ରୁ ଘ୧ା୩୪, ଘ୩ା୨୭ରୁ ଘ୫ା୭, ରାତ୍ରି ଘ୧୨ା୧୪ରୁ ଘ୪ା୧୪ ।

 

୭.୧.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୨୩ନ, ଇଂରାଜୀ ୨୦୧୮ ମସିହା, ଜାନୁଆରୀ ୭ ତାରିଖ, ରବିବାର, ମାଘ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ସିଂହ ଚନ୍ଦ୍ର, ଉତ୍ତରାଫାଃ ନକ୍ଷତ୍ର । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମେଷ ରାଶିର ଘାତବାର ଓ ଘାତତିଥି, କର୍କଟ ରାଶିର ଘାତତିଥି, ମକର ରାଶିର ଘାତଚନ୍ଦ୍ର । ଦିବା ଘ୭ା୪୫ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୨୦ ରୁ ଘ୧/୦, କାଳବେଳା -ଦିବା ଘ୧/୦ରୁ ଘ୨/୭, କାଳରାତ୍ରି -ରା.ଘ୨/୭ରୁ ଘ୩ା୧୪ । ମୃତେ ପୁଷ୍କର ୨ପାଦ, ଦିବା ଘ୪ା୫ ଗତେ ୩ପାଦ ଓ ରାତ୍ରି ଘ୪ା୪୬ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଷଷ୍ଠୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨୭ରୁ ଘ୧୧ା୨୦, ଘ୨ା୮ରୁ ଘ୪ା୧୪, ରାତ୍ରି ଘ୭ା୭ରୁ ଘ୯ା୧୪, ଘ୩ା୧୪ରୁ ଘ୫ା୭ । ଅମୃତ ଦିବା ଘ୭ା୭ରୁ ଘ୯ା୨୭, ରାତ୍ରି ଘ୯ା୧୪ରୁ ଘ୧୦ା୫୪ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top