ତିଥି ବାର ବେଳା- ଡିସେମ୍ବର ୨୫-୩୧, ୨୦୧୭

News Story - Posted on 2017-12-24

୨୫.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୦ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୫ ତାରିଖ, ସୋମବାର, ପୋ÷ଷ ଶୁକ୍ଳପକ୍ଷ, ସପ୍ତମୀ ତିଥି, କୁମ୍ଭ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ (ବଡ଼ଦିନ), ରାତ୍ରି ଘ୭ା୧୬ ମଧ୍ୟେ ଶରଣଶେଷ । ଗଳଗ୍ରହ ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ଧନୁ ରାଶିର ଘାତତିଥି ଓ ଘାତଚନ୍ଦ୍ର । ରାତ୍ରି ଘ୭/୧୬ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୧୦ରୁ ଘ୫/୩, କାଳବେଳା -ଦିବା ଘ୮/୩ରୁ ଘ୯/୧୦, କାଳରାତ୍ରି -ରା.ଘ୧୧/୧୬ରୁ ଘ୧୨ା୨୩ । ମୃତେ ପୁଷ୍କର ରାତ୍ରି ଘ୧/୩୩ ମଧ୍ୟେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ତୃଣକାଷ୍ଠ ଚ୍ଛେଦନ ନିଷେଧ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୧୧ରୁ ଘ୧୧ା୧୭, ରାତ୍ରି ଘ୧୨ା୨୪ରୁ ଘ୨ା୧୭, ଘ୨/୫୭ରୁ ଘ୪/୧୪ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪, ଦିବା ଘ୧୨/୫୧ରୁ ଘ୩/୧୧, ସଂଧ୍ୟା ଘ୫ା୪ରୁ ଘ୮ା୨୨, ରାତ୍ରି ଘ୫/୪ରୁ ନିଶାନ୍ତ ।

 

୨୬.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୧ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୬ ତାରିଖ, ମଙ୍ଗଳବାର, ପୋ÷ଷ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ମକର ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୧୬ରୁ ଘ୭/୫୬, କାଳବେଳା -ଦିବା ଘ୧/୫୦ରୁ ଘ୨/୫୬, କାଳରାତ୍ରି -ରା.ଘ୭/୨୬ରୁ ଘ୮ା୨୩ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୭ରୁ ଘ୫ା୪, ରାତ୍ରି ଘ୧୦ା୫୭ରୁ ଘ୧ା୪ । ଅମୃତ ଦିବା ଘ୭/୫୭ରୁ ଘ୧୦/୧୭, ଘ୧୨ା୧୧ରୁ ଘ୧ା୫୧, ରାତ୍ରି ଘ୧/୪ରୁ ଘ୫ା୪ ।

 

୨୭.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୨ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୭ ବୁଧବାର, ପୋ÷ଷ ଶୁକ୍ଳପକ୍ଷ, ନବମୀ ତିଥି, ମୀନ ଚନ୍ଦ୍ର, ରେବତୀ ନକ୍ଷତ୍ର । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । କର୍କଟ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ବିଛା ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨ା୨ ଗତେ ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧୦ରୁ ଘ୨/୩, କାଳବେଳା -ଦିବା ଘ୯/୫୬ରୁ ଘ୧୧/୩, କାଳରାତ୍ରି -ରା.ଘ୩/୫୬ରୁ ଘ୫ା୩ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୭, ଦିବା ଘ୫ା୪ରୁ ଘ୮ା୧୭, ରାତ୍ରି ଘ୮ା୫୭ରୁ ଘ୧୧ା୪, ଘ୫ା୪ରୁ ନିଶାନ୍ତ । ଅମୃତ ଦିବା ଘ୮/୧୭ରୁ ଘ୯/୫୭, ଘ୨ା୪୪ରୁ ଘ୫ା୪, ରାତ୍ରି ଘ୧୨/୪୪ରୁ ଘ୩ା୪ ।

 

୨୮.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୩ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୮ ତାରିଖ, ଗୁରୁବାର, ପୋ÷ଷ ଶୁକ୍ଳପକ୍ଷ, ଦଶମୀ ତିଥି, ମେଷ ଚନ୍ଦ୍ର, ଅଶ୍ୱିନୀ ନକ୍ଷତ୍ର । ଅଦ୍ୟ ଶାମ୍ବଦଶମୀ, ସୂର୍ଯ୍ୟପୂଜା, ସୁଦଶାବ୍ରତ । ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୪ରୁ ଘ୬/୨୪, କାଳବେଳା -ଦିବା ଘ୩/୫୭ରୁ ଘ୫/୪, କାଳରାତ୍ରି -ରା.ଘ୧/୨୪ରୁ ଘ୨ା୩୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ସୂର୍ଯ୍ୟପୂଜା ବିହିତ । ଦଶମୀର ଏାକଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୩୧, ଦିବା ଘ୧୨ା୨୪ରୁ ଘ୨ା୧୭, ସଂଧ୍ୟା ଘ୬ା୨୪ରୁ ଘ୮ା୩୧, ରାତ୍ରି ଘ୨ା୩୧ରୁ ଘ୪ା୨୪, ଘ୫ା୪ରୁ ନିଶାନ୍ତ । ଅମୃତ ଦିବା ଘ୨/୧୭ରୁ ଘ୩/୫୭, ରାତ୍ରି ଘ୮/୩୧ରୁ ଘ୧୨ା୩୧ ।

 

୨୯.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୪ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୯ ତାରିଖ, ଶୁକ୍ରବାର, ପୋ÷ଷ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ପୁତ୍ରଦା ଏକାଦଶୀ । ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର । ରାତ୍ରି ଘ୩ା୧୧ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୭ରୁ ଘ୧୨/୧୭, କାଳବେଳା -ଦିବା ଘ୧୨/୧୭ରୁ ଘ୨/୩୭, କାଳରାତ୍ରି -ରା.ଘ୯/୩୭ରୁ ଘ୧୦ା୪୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । ପୁତ୍ରଦା ଏକାଦଶୀ ବ୍ରତ ଓ ଉପବାସ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୪୫ରୁ ଘ୧୦ା୩୮, ଘ୧ା୨୫ରୁ ଘ୩ା୩୨ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୫, ସଂଧ୍ୟା ଘ୬/୨୫ରୁ ଘ୧୦/୫, ରାତ୍ରି ଘ୩/୨୫ରୁ ନିଶାନ୍ତ ।

 

୩୦.୧୨.୨୦୧୭
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୫ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୩୦ ତାରିଖ, ଶନିବାର, ପୋ÷ଷ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୩୨ରୁ ଘ୩/୨୫, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୩୨, ସଂଧ୍ୟା ଘ୫/୫ରୁ ଘ୭/୩୨, କାଳରାତ୍ରି -ରା.ଘ୫/୫ରୁ ନିଶାନ୍ତ । ମୃତେ ପୁଷ୍କର ୩ପାଦ, ସଂଧ୍ୟା ଘ୬ା୨ ଗତେ ୨ପାଦ ଓ ରାତ୍ରି ଘ୮ା୩୫ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଓ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ରାତ୍ରି ଘ୭ା୩୨ରୁ ଘ୯ା୨୫ । ଅମୃତ ଦିବା ଘ୧୧ା୧୨ରୁ ଘ୧ା୩୨, ଘ୩/୨୫ରୁ ଘ୫/୫, ରାତ୍ରି ଘ୧୨/୧୨ରୁ ଘ୪ା୧୨ ।

 

୩୧.୧୨.୨୦୧୮
ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୧୬ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୩୧ ତାରିଖ, ରବିବାର, ପୋ÷ଷ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ । ଗଳଗ୍ରହ ତିଥି-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ମେଷ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର । ନିଶାନ୍ତ ଘ୫/୧୪ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୧୮ରୁ ଘ୧୨/୫୮, କାଳବେଳା -ଦିବା ଘ୧୨/୫୮ରୁ ଘ୨/୨୫, କାଳରାତ୍ରି -ରା.ଘ୨/୫ରୁ ଘ୩ା୧୨ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୨୫ରୁ ଘ୧୧ା୧୮, ଘ୨ା୫ରୁ ଘ୪ା୧୨, ରାତ୍ରି ଘ୭ା୫ରୁ ଘ୯ା୧୨, ଘ୩ା୧୨ରୁ ଘ୫ା୫ । ଅମୃତ ଦିବା ଘ୭ା୫ରୁ ଘ୯ା୨୫, ରାତ୍ରି ଘ୯/୧୨ରୁ ଘ୧୦ା୫୨ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top