ତିଥି ବାର ବେଳା- ଡିସେମ୍ବର ୧୮-୨୪, ୨୦୧୭

News Story - Posted on 2017-12-20

୧୮.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୩ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୧୮ ତାରିଖ, ସୋମବାର, ପୋ÷ଷ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ବିଛା(ମଳ) ଚନ୍ଦ୍ର, ଜ୍ୟେଷ୍ଠା ନକ୍ଷତ୍ର । ଅଦ୍ୟ ବକୁଳ ଅମାବାସ୍ୟା, ଶ୍ରୀଯଜ୍ଞବରାହ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ବକୁଳ ଲାଗି । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର । ଦିବା ଘ୭/୫୪ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୩/୭ରୁ ଘ୫/୦, କାଳବେଳା -ଦିବା ଘ୮/୦ରୁ ଘ୯/୭, କାଳରାତ୍ରି -ରା.ଘ୧୧/୧୩ରୁ ଘ୧୨ା୨୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବକୁଳଲାଗି ଅମାବାସ୍ୟା । ଅମାବାସ୍ୟାର ନିତ୍ୟଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୭ରୁ ଘ୧୧ା୧୩, ରାତ୍ରି ଘ୧୨ା୨୦ରୁ ଘ୨ା୧୩, ଘ୨ା୫୩ରୁ ଘ୪ା୧୦ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୦, ଦିବା ଘ୧୨/୪୭ରୁ ଘ୩/୭, ସଂଧ୍ୟା ଘ୫ା୦ରୁ ଘ୮ା୨୦, ରାତ୍ରି ଘ୫/୦ରୁ ନିଶାନ୍ତ ।

 

୧୯.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୪ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୧୯ ତାରିଖ, ମଙ୍ଗଳବାର, ପୋ÷ଷ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ଗଳଗ୍ରହ ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ମକର ରାଶିର ଘାତବାର, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୭/୧୩ରୁ ଘ୭/୫୩, କାଳବେଳା -ଦିବା ଘ୧/୪୭ରୁ ଘ୨/୫୩, କାଳରାତ୍ରି -ରା.ଘ୭/୨୩ରୁ ଘ୮ା୨୦ । ମୃତେ ପୁଷ୍କର ୧ପାଦ, ଦିବା ଘ୨ା୪୨ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟା ଚନ୍ଦ୍ରପୂଜା ବିହିତ । ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୨ା୫୩ରୁ ଘ୫ା୦, ରାତ୍ରି ଘ୧୦ା୫୩ରୁ ଘ୧ା୦ । ଅମୃତ ଦିବା ଘ୭/୫୩ରୁ ଘ୧୦/୧୩, ଘ୧୨ା୭ରୁ ଘ୧ା୪୭, ରାତ୍ରି ଘ୧/୦ରୁ ଘ୫ା୦ ।

 

୨୦.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୫ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୦ ବୁଧବାର, ପୋ÷ଷ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଅଦ୍ୟ ଶରଣ ଆରମ୍ଭ । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । କର୍କଟ ରାଶିର ଘାତବାର, ମୀନ ରାଶିର ଘାତଚନ୍ଦ୍ର । ରାତ୍ରି ଘ୯/୪୬ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୭ରୁ ଘ୨/୦, କାଳବେଳା -ଦିବା ଘ୯/୫୩ରୁ ଘ୧୧/୦, କାଳରାତ୍ରି -ରା.ଘ୩/୫୩ରୁ ଘ୫ା୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଞ୍ଚକ, ତୃଣକାଷ୍ଠ ଛେଦନ ନିଷେଧ । ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୧୩, ଦିବା ଘ୫ା୦ରୁ ଘ୮ା୧୩, ରାତ୍ରି ଘ୮ା୫୩ରୁ ଘ୧୧ା୦, ଘ୫ା୦ରୁ ନିଶାନ୍ତ । ଅମୃତ ଦିବା ଘ୮/୧୩ରୁ ଘ୯/୫୩, ଘ୨ା୪୦ରୁ ଘ୫ା୦, ରାତ୍ରି ଘ୧୨/୪୦ରୁ ଘ୩ା୦ ।

 

୨୧.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୬ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୧ ତାରିଖ, ଗୁରୁବାର, ପୋ÷ଷ ଶୁକ୍ଳପକ୍ଷ, ତୃତୀୟା ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର । ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ସଂଧ୍ୟା ଘ୫/୧ରୁ ଘ୬/୨୧, କାଳବେଳା -ଦିବା ଘ୩/୫୪ରୁ ଘ୫/୧, କାଳରାତ୍ରି -ରା.ଘ୧/୨୧ରୁ ଘ୨ା୨୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୨୮, ଦିବା ଘ୧୨ା୨୧ରୁ ଘ୨ା୧୪, ସଂଧ୍ୟା ଘ୬ା୨୧ରୁ ଘ୮ା୨୮, ରାତ୍ରି ଘ୨ା୨୮ରୁ ଘ୪ା୨୧, ଘ୫ା୧ରୁ ନିଶାନ୍ତ । ଅମୃତ ଦିବା ଘ୨/୧୪ରୁ ଘ୩/୫୪, ରାତ୍ରି ଘ୮/୨୮ରୁ ଘ୧୨ା୨୮ ।

 

୨୨.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୭ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୨ ତାରିଖ, ଶୁକ୍ରବାର, ପୋ÷ଷ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ବିଛା ଓ ମୀନ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୪ରୁ ଘ୧୨/୧୪, କାଳବେଳା -ଦିବା ଘ୧୨/୧୪ରୁ ଘ୨/୩୪, କାଳରାତ୍ରି -ରା.ଘ୯/୩୪ରୁ ଘ୧୦ା୪୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୮ା୪୨ରୁ ଘ୧୦ା୩୫, ଘ୧ା୨୨ରୁ ଘ୩ା୨୯ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୪୨, ସଂଧ୍ୟା ଘ୬/୨୨ରୁ ଘ୧୦/୨, ରାତ୍ରି ଘ୩/୨୨ରୁ ନିଶାନ୍ତ ।

 

୨୩.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୮ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୩ ତାରିଖ, ଶନିବାର, ପୋ÷ଷ ଶୁକ୍ଳପକ୍ଷ, ପଂଚମୀ ତିଥି, ମକର ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ର । ଅଦ୍ୟ ବରଗଡ଼ରେ ଧନୁଯାତ୍ରା ଆରମ୍ଭ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୧୧/୩ ଗତେ କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୨୯ରୁ ଘ୩/୨୨, କାଳବେଳା -ସୂର୍ଯ୍ୟୋଦୟରୁ ଘ୭ା୨୯, ସଂଧ୍ୟା ଘ୫/୨ରୁ ଘ୭/୨୯, କାଳରାତ୍ରି -ରା.ଘ୫/୨ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ରାତ୍ରି ଘ୭ା୨୯ରୁ ଘ୯ା୨୨ । ଅମୃତ ଦିବା ଘ୧୧/୯ରୁ ଘ୧/୨୯, ଘ୩ା୨୨ରୁ ଘ୫ା୨, ରାତ୍ରି ଘ୧୨/୯ରୁ ଘ୪ା୯ ।

 

୨୪.୧୨.୨୦୧୭

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ଧନୁ ଦି୯ନ, ଇଂରାଜୀ ୨୦୧୭ ମସିହା, ଡିସେମ୍ବର ୨୪ ତାରିଖ, ରବିବାର, ପୋ÷ଷ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ବରଗଡ଼ରେ ଧନୁଯାତ୍ରା । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମେଷ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି । ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୧/୧୬ରୁ ଘ୧୨/୫୬, କାଳବେଳା -ଦିବା ଘ୧୨/୫୬ରୁ ଘ୨/୩, କାଳରାତ୍ରି -ରା.ଘ୨/୩ରୁ ଘ୩ା୧୦ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୨ା୧୦ ଗତେ ୨ପାଦ ଓ ରାତ୍ରି ଘ୧ା୩୨ ଗତେ ୩ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା- ମାହେନ୍ଦ୍ର ଦିବା ଘ୯ା୨୪ରୁ ଘ୧୧ା୧୭, ରାତ୍ରି ଘ୧୨ା୨୪ରୁ ଘ୨ା୧୭, ଘ୨ା୫୭ରୁ ଘ୪ା୧୪ । ଅମୃତ ସୂର୍ଯ୍ୟୋଦୟରୁ ଘ୮/୪, ଦିବା ଘ୧୨/୫୧ରୁ ଘ୩/୧୧, ସଂଧ୍ୟା ଘ୫/୪ରୁ ଘ୮/୨୪, ରାତ୍ରି ଘ୫/୪ରୁ ନିଶାନ୍ତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top