ତିଥି ବାର ବେଳା- ନଭେମ୍ବର ୧୩-୧୯, ୨୦୧୭

News Story - Posted on 2017-11-14

୧୩.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୨୮ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୩ ତାରିଖ, ସୋମବାର, ମାର୍ଗଶୀର କୃଷ୍ଣପକ୍ଷ, ଦଶମୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫା. ନକ୍ଷତ୍ର । ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ସଂଧ୍ୟା ଘ୫ା୫୪ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୪୫ରୁ ଘ୪/୩୮, କାଳବେଳା - ଦିବା ଘ୭/୩୮ରୁ ଘ୮/୪୫, କାଳରାତ୍ରି - ରା.ଘ୧୦/୫୧ରୁ ଘ୧୧ା୫୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୫ରୁ ଘ୧୦ା୫୧, ରାତ୍ରି ଘ୧୧ା୫୮ରୁ ଘ୧ା୫୧, ଘ୨ା୩୧ରୁ ଘ୪ା୪୮ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୮, ଦିବା ଘ୧୨ା୨୫ରୁ ଘ୨ା୪୫, ଘ୪ା୩୮ରୁ ଘ୭ା୫୮, ରାତ୍ରି ଘ୪/୩୮ରୁ ନିଶାନ୍ତ ।

 

୧୪.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୨୯ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୪ ତାରିଖ, ମଙ୍ଗଳବାର, ମାର୍ଗଶୀର କୃଷ୍ଣପକ୍ଷ, ଏକାଦଶୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫା. ନକ୍ଷତ୍ର । ଅଦ୍ୟ ଉତ୍ପନ୍ନା ଏକାଦଶୀ, ଶିଶୁଦିବସ । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ମକର ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୫୧ରୁ ଘ୭/୩୧, କାଳବେଳା - ଦିବା ଘ୧/୨୫ରୁ ଘ୨/୩୧, କାଳରାତ୍ରି - ରା.ଘ୭/୧ରୁ ଘ୭ା୫୮ । ମୃତେ ପୁଷ୍କର ୨ପାଦ, ଦିବା ଘ୧୦ା୧୨ ଗତେ ୩ପାଦ ଓ ଦିବା ଘ୧୧ା୧୬ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ଉତ୍ପନ୍ନା ଏକାଦଶୀ । ଗୃହସ୍ଥ ଓ ସଧବା ସ୍ତ୍ରୀମାନେ ଉପବାସ କରିବା ଅନୁଚିତ । ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୩୧ରୁ ଘ୪ା୩୮, ରାତ୍ରି ଘ୧୦ା୩୧ରୁ ଘ୧୨ା୩୮ । ଅମୃତ ଦିବା ଘ୭ା୩୧ରୁ ଘ୯ା୫୧, ଘ୧୧ା୪୫ରୁ ଘ୧ା୨୫, ରାତ୍ରି ଘ୧୨/୩୮ରୁ ଘ୪ା୩୮ ।

 

୧୫.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୩୦ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୫ ବୁଧବାର, ମାର୍ଗଶୀର କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ଅଦ୍ୟ ମାସାନ୍ତ । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ରାତ୍ରି ଘ୨/୩୯ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୪୭ରୁ ଘ୧/୪୦, କାଳବେଳା - ଦିବା ଘ୯/୩୩ରୁ ଘ୧୦/୪୦, କାଳରାତ୍ରି - ରା.ଘ୩/୩୩ରୁ ଘ୪ା୪୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୨, ଦିବା ଘ୪ା୩୯ରୁ ଘ୭ା୫୨, ରାତ୍ରି ଘ୮ା୩୨ରୁ ଘ୧୦ା୩୯, ଘ୪ା୩୯ରୁ ନିଶାନ୍ତ । ଅମୃତ ଦିବା ଘ୭ା୫୨ରୁ ଘ୯ା୩୨, ଘ୨ା୧୯ରୁ ଘ୪ା୩୯, ରାତ୍ରି ଘ୧୨/୧୯ରୁ ଘ୨ା୩୯ ।

 

୧୬.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବିଛା ଦି୧ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୬ ତାରିଖ, ଗୁରୁବାର, ମାର୍ଗଶୀର କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର । ଅଦ୍ୟ ବିଛା ସଂକ୍ରାନ୍ତି, କାର୍ତ୍ତିକେଶ୍ୱର ପୂଜା, ଶିବଚତୁର୍ଦ୍ଦଶୀ ବ୍ରତ, ଗୁରୁବାର ଓଷା ଆରମ୍ଭ । ନିରଂଶ ଦିବସ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୪୦ରୁ ଘ୬/୦, କାଳବେଳା - ଦିବା ଘ୧୧/୫୩ରୁ ଘ୨/୧୩, କାଳରାତ୍ରି - ରା.ଘ୯/୧୩ରୁ ଘ୧୦ା୨୦ । ଅଦ୍ୟ ବିଛାସଂକ୍ରାନ୍ତି ଓ କାର୍ତ୍ତିକେଶ୍ୱର ପୂଜା ବିହିତ । ରବି ବିଛାକୁ ସଂକ୍ରମଣ, ଦିନାର୍ଦ୍ଧରୁ ସୂର୍ଯ୍ୟାସ୍ତ ମଧ୍ୟେ ପୁଣ୍ୟକାଳ । ଗ୍ରହଶାନ୍ତି ହୋମ, ସ୍ନାନଦାନାଦି କରଣୀୟ (ପୁତ୍ରବାନ୍ ବ୍ୟକ୍ତି ବ୍ରତ ଉପବାସ କରିବା ନିଷେଧ, ସ୍ତ୍ରୀ ତୈଳ ଓ ଆମିଷ ଭକ୍ଷଣ ନିଷେଧ) । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୬, ଦିବା ଘ୧୧ା୫୯ରୁ ଘ୧ା୫୨, ସଂଧ୍ୟା ଘ୫/୫୯ରୁ ଘ୮/୬, ରାତ୍ରି ଘ୨ା୬ରୁ ଘ୩ା୫୯, ଘ୪ା୩୯ରୁ ନିଶାନ୍ତ । ଅମୃତ ଦିବା ଘ୧ା୫୨ରୁ ଘ୩ା୩୨, ରାତ୍ରି ଘ୮/୬ରୁ ଘ୧୨ା୬ ।

 

୧୭.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବିଛା ଦି୨ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୭ ତାରିଖ, ଶୁକ୍ରବାର, ମାର୍ଗଶୀର କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ଅଦ୍ୟ ଶ୍ରୀମନ୍ଦିରରେ ଦେବଦୀପାବଳୀ, ଚନ୍ଦ୍ରକ୍ଷୟ, ଶଚିତୀର୍ଥେ ସ୍ନାନ । ତିଥ୍ୟମୃତ ଯୋଗ । ଶୁଭକର୍ମ-ବିବାହ । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବିଛା ଓ ମୀନ ରାଶିର ଘାତବାର, ମଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୧୪ରୁ ଘ୧୧/୫୪, କାଳବେଳା - ଦିବା ଘ୧୧/୫୪ରୁ ଘ୨/୧୪, କାଳରାତ୍ରି - ରା.ଘ୯/୧୪ରୁ ଘ୧୦ା୨୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୦ରୁ ଘ୧୦ା୧୩, ଘ୧ା୦ରୁ ଘ୩ା୭ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୨୦, ସଂଧ୍ୟା ଘ୬ା୦ରୁ ଘ୯ା୪୦, ରାତ୍ରି ଘ୩/୦ରୁ ନିଶାନ୍ତ ।

 

୧୮.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବିଛା ଦି୩ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୮ ତାରିଖ, ଶନିବାର, ମାର୍ଗଶୀର କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଅଦ୍ୟ ମହୋଦଧି ଅମାବାସ୍ୟା, ଦେବଦୀପାବଳୀ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ଦିବା ଘ୧/୨୧ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୮ରୁ ଘ୩/୧, କାଳବେଳା - ସୂର୍ଯ୍ୟୋଦୟରୁ ଘ୭ା୮, ଦିବା ଘ୪/୪୧ରୁ ଘ୭/୮, କାଳରାତ୍ରି - ରା.ଘ୪/୪୧ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ରାତ୍ରି ଘ୭ା୫୭ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅମାବସ୍ୟାର ନିତ୍ୟଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୮ରୁ ଘ୯ା୧ । ଅମୃତ ଦିବା ଘ୧୦ା୪୮ରୁ ଘ୧ା୮, ଘ୩ା୧ରୁ ଘ୪ା୪୧, ରାତ୍ରି ଘ୧୧/୪୮ରୁ ଘ୩ା୪୮ ।

 

୧୯.୧୧.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ବିଛା ଦି୪ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧୯ ତାରିଖ, ରବିବାର, ମାର୍ଗଶୀର ଶୁକ୍ଳପକ୍ଷ, ପ୍ରତିପଦ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ଅଦ୍ୟ ଦେବଦୀପାବଳୀ ଅନ୍ତିମ ଦିବସ, ଇନ୍ଦିରାଗାନ୍ଧୀ ଜୟନ୍ତୀ । ଗଳଗ୍ରହ ତିଥି । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମେଷ ରାଶିର ଘାତବାର, କର୍କଟ ରାଶିର ଘାତନକ୍ଷତ୍ର । ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୫୪ରୁ ଘ୧୨/୩୪, କାଳବେଳା - ଦିବା ଘ୧୨/୩୪ରୁ ଘ୧/୪୧, କାଳରାତ୍ରି - ରା.ଘ୧/୪୧ରୁ ଘ୨ା୪୮ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୭ା୧୧ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୯ା୨ରୁ ଘ୧୦ା୧୫, ଘ୧ା୪୨ରୁ ଘ୩ା୪୯, ସଂଧ୍ୟା ଘ୬ା୪୨ରୁ ଘ୮ା୪୯, ରାତ୍ରି ଘ୨ା୪୯ରୁ ଘ୪ା୪୨ । ଅମୃତ ପ୍ରାତଃ ଘ୬ା୪୨ରୁ ଘ୯ା୨, ରାତ୍ରି ଘ୮/୪୯ରୁ ଘ୧୦ା୨୯ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top