ତିଥି ବାର ବେଳା- ନଭେମ୍ବର ୬-୧୨, ୨୦୧୭

News Story - Posted on 2017-11-06

୬.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୧ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୬ ତାରିଖ, ସୋମବାର, ମାର୍ଗଶୀର କୃଷ୍ଣପକ୍ଷ, ତୃତୀୟା ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର। ପରିଘଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମିଥୁନ ଓ ଧନୁ ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର,  କନ୍ୟା ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୨/୪୨ରୁ ଘ୪/୩୫, କାଳବେଳା - ଦିବା ଘ୭/୩୫ରୁ ଘ୮/୪୨, କାଳରାତ୍ରି - ରା.ଘ୧୦/୪୮ରୁ ଘ୧୧ା୫୫। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୨ରୁ ଘ୧୦ା୪୮, ରାତ୍ରି ଘ୧୧ା୫୫ରୁ ଘ୧ା୪୮, ଘ୨ା୨୮ରୁ ଘ୩ା୪୫। ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୫, ଦିବା ଘ୧୨ା୨୨ରୁ ଘ୨ା୪୨, ଘ୪ା୩୫ରୁ ଘ୭ା୫୫, ରାତ୍ରି ଘ୪/୩୫ରୁ ନିଶାନ୍ତ।

 

୭.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୨ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୭ ତାରିଖ, ମଙ୍ଗଳବାର, ମାର୍ଗଶୀର କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ବୃଷ ଚନ୍ଦ୍ର, ମୃଗଶିରା ନକ୍ଷତ୍ର। ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି। ମକର ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର। ଦିବା ଘ୧୧ା୧୪ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି। କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ପ୍ରାତଃ ଘ୬/୪୯ରୁ ଘ୭/୨୯, କାଳବେଳା - ଦିବା ଘ୧/୨୩ରୁ ଘ୨/୨୯, କାଳରାତ୍ରି - ରା.ଘ୬/୫୯ରୁ ଘ୭ା୫୬। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୯ରୁ ଘ୪ା୩୬, ରାତ୍ରି ଘ୧୦ା୨୯ରୁ ଘ୧୨ା୩୬। ଅମୃତ ଦିବା ଘ୭ା୨୯ରୁ ଘ୯ା୪୯, ଘ୧୧ା୪୩ରୁ ଘ୧ା୨୩, ରାତ୍ରି ଘ୧୨/୩୬ରୁ ଘ୪ା୩୬।

 

୮.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୩ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୮ ବୁଧବାର, ମାର୍ଗଶୀର କୃଷ୍ଣପକ୍ଷ, ପଞ୍ଚମୀ ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର। ଅଦ୍ୟ ସୀତାବିବାହ। ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। କର୍କଟ ରାଶିର ଘାତବାର, କୁମ୍ଭ ରାଶିର ଘାତନକ୍ଷତ୍ର, କୁମ୍ଭ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୨/୪୩ରୁ ଘ୧/୩୬, କାଳବେଳା - ଦିବା ଘ୯/୨୯ରୁ ଘ୧୨/୩୬, କାଳରାତ୍ରି - ରା.ଘ୩/୨୯ରୁ ଘ୪ା୩୬। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୯, ଦିବା ଘ୪ା୩୬ରୁ ଘ୭ା୪୯, ରାତ୍ରି ଘ୮ା୨୯ରୁ ଘ୧୦ା୩୬, ଘ୪ା୩୬ରୁ ନିଶାନ୍ତ। ଅମୃତ ଦିବା ଘ୭ା୪୯ରୁ ଘ୯ା୨୯, ଘ୨ା୧୬ରୁ ଘ୪ା୩୬, ରାତ୍ରି ଘ୧୨/୧୬ରୁ ଘ୨ା୩୬।

 

୯.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୪ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୯ ତାରିଖ, ଗୁରୁବାର, ମାର୍ଗଶୀର କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର। ଅଦ୍ୟ ଶ୍ରୀକ୍ଷେତ୍ର ପରିକ୍ରମା। ଦଗ୍ଧାତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି। ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର। ଦିବା ଘ୮ା୨୫ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି। ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୪/୩୭ରୁ ଘ୫/୫୭, କାଳବେଳା - ଦିବା ଘ୩/୩୦ରୁ ଘ୪/୩୭, କାଳରାତ୍ରି - ରା.ଘ୧୨/୫୭ରୁ ଘ୨ା୪। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୪, ଦିବା ଘ୧୧ା୫୭ରୁ ଘ୧ା୫୦, ସଂଧ୍ୟା ଘ୫ା୫୭ରୁ ଘ୮ା୪, ରାତ୍ରି ଘ୨ା୪ରୁ ଘ୩ା୫୭, ଘ୪ା୩୭ରୁ ନିଶାନ୍ତ। ଅମୃତ ଦିବା ଘ୧୧ା୫୦ରୁ ଘ୩ା୩୦, ରାତ୍ରି ଘ୮/୪ରୁ ଘ୧୨ା୪।

 

୧୦.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୫ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୧୦ ତାରିଖ, ଶୁକ୍ରବାର, ମାର୍ଗଶୀର କୃଷ୍ଣପକ୍ଷ, ସପ୍ତମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର। ଗଳଗ୍ରହ ତିଥି ଓ ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୧୦ରୁ ଘ୧୧/୫୦, କାଳବେଳା - ଦିବା ଘ୧୧/୫୦ରୁ ଘ୨/୧୦, କାଳରାତ୍ରି - ରା.ଘ୯/୧୦ରୁ ଘ୧୦ା୧୭। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୧୭ରୁ ଘ୧୦ା୧୦, ଘ୧୨ା୫୭ରୁ ଘ୩ା୪। ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୭, ସଂଧ୍ୟା ଘ୫ା୫୭ରୁ ଘ୯ା୩୭, ରାତ୍ରି ଘ୨/୫୭ରୁ ନିଶାନ୍ତ।

 

୧୧.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୬ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୧୧ ତାରିଖ, ଶନିବାର, ମାର୍ଗଶୀର କୃଷ୍ଣପକ୍ଷ, ଅଷ୍ଟମୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର। ଅଦ୍ୟ ପ୍ରଥମାଷ୍ଟମୀ ଓ କାଞ୍ଜିଅଁଳା ନବମୀ, ଶ୍ରୀଲିଙ୍ଗରାଜ ଦେବଙ୍କ ଯାତ୍ରା। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି। ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର। ଦିବା ଘ୧୨ା୫୩ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି। ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧/୪ରୁ ଘ୨/୫୭, କାଳବେଳା - ସୂର୍ଯ୍ୟୋଦୟରୁ ଘ୭ା୪, ଦିବା ଘ୪/୩୭ରୁ ଘ୭/୪, କାଳରାତ୍ରି - ରା.ଘ୪/୩୭ରୁ ନିଶାନ୍ତ। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଗୃହରେ ଗଣେଶପୂଜା କରି ଜ୍ୟେଷ୍ଠପୁତ୍ରଙ୍କୁ ନୂତନ ବସ୍ତ୍ରାଦିରେ ବନ୍ଦାପନା କଲେ ପରମାୟୁ ବୃଦ୍ଧିହୁଏ। ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୪ରୁ ଘ୮ା୫୭। ଅମୃତ ଦିବା ଘ୧୦ା୪୪ରୁ ଘ୧ା୪, ଘ୨ା୫୭ରୁ ଘ୪ା୩୭, ରାତ୍ରି ଘ୧୧/୪୪ରୁ ଘ୩ା୪୪।

 

୧୨.୧୧.୨୦୧୭

ଶ୍ରୀ ସମ୍ୱତ‌୍‍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ୱତ୍ସର ତୁଳା ଦି୨୭ନ, ଇଂରାଜୀ ୨୦୧୭ ମସିହା, ନଭେମ୍ୱର ୧୨ ତାରିଖ, ରବିବାର, ମାର୍ଗଶୀର କୃଷ୍ଣପକ୍ଷ, ନବମୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର। ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି। ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି। ମେଷ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର। ବାରବେଳା - ଦିବା ଘ୧୦/୫୧ରୁ ଘ୧୨/୩୧, କାଳବେଳା - ଦିବା ଘ୧୨/୩୧ରୁ ଘ୧/୩୮, କାଳରାତ୍ରି - ରା.ଘ୧/୩୮ରୁ ଘ୨ା୪୫। ମୃତେ ପୁଷ୍କର ୧ପାଦ। ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୮ରୁ ଘ୧୦ା୫୧, ଘ୧ା୩୮ରୁ ଘ୩ା୪୫, ସଂଧ୍ୟା ଘ୬ା୩୮ରୁ ଘ୮ା୪୫, ରାତ୍ରି ଘ୨ା୪୫ରୁ ଘ୪ା୩୮। ଅମୃତ ପ୍ରାତଃ ଘ୬ା୩୮ରୁ ଘ୮ା୫୮, ରାତ୍ରି ଘ୮/୪୫ରୁ ଘ୧୦ା୨୫।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top