ତିଥି ବାର ବେଳା- ଅକ୍ଟୋବର ୩୦-ନଭେମ୍ବର ୫, ୨୦୧୭

News Story - Posted on 2017-10-30

୩୦.୧୦.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୪ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୩୦ ତାରିଖ, ସୋମବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦଶମୀ ତିଥି, କୁମ୍ଭ ଚନ୍ଦ୍ର, ଧନିଷ୍ଠା (ମଳ) ନକ୍ଷତ୍ର । ଅଦ୍ୟ ଶରଦ୍ରାସାଧିବାସ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମିଥୁନ ଓ ଧନୁ ରାଶିର ଘାତବାର । ବାରବେଳା - ଦିବା ଘ୨/୩୯ରୁ ଘ୪/୩୨, କାଳବେଳା - ଦିବା ଘ୭/୩୨ରୁ ଘ୮/୩୯, କାଳରାତ୍ରି - ରା.ଘ୧୦/୪୫ରୁ ଘ୧୧ା୫୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୯ରୁ ଘ୧୦ା୪୫, ରାତ୍ରି ଘ୧୧ା୫୨ରୁ ଘ୧ା୪୫, ଘ୨ା୨୫ରୁ ଘ୩ା୪୨ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୨, ଦିବା ଘ୧୨ା୧୯ରୁ ଘ୨ା୩୯, ଘ୪ା୩୨ରୁ ଘ୭ା୫୨, ରାତ୍ରି ଘ୪/୩୨ରୁ ନିଶାନ୍ତ ।

 

୩୧.୧୦.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୫ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୩୧ ତାରିଖ, ମଙ୍ଗଳବାର, କାର୍ତ୍ତିକ ଶୁକ୍ଳପକ୍ଷ, ଏକାଦଶୀ ତିଥି, କୁମ୍ଭ ଚନ୍ଦ୍ର, ଶତଭିଷା ନକ୍ଷତ୍ର । ଅଦ୍ୟ ଦେବୋତ୍ଥାପନ (ବଡ)଼ ଏକାଦଶୀ, ଭୀଷ୍ମପଞ୍ଚକ ବ୍ରତ, ରାସଯାତ୍ରାରମ୍ଭ, ଶ୍ରୀମନ୍ଦିରେ ହରିଉତ୍ଥାପନ ଲକ୍ଷ୍ମୀନାରାୟଣ ବେଶ, ଅଭିରାମ ପରମହଂସ ଜୟନ୍ତୀ, ଇନ୍ଦିରାଗାନ୍ଧୀଙ୍କ ତିରୋଧାନ, ରାତ୍ରି ଘ୧୨ା୧୮ ମଧ୍ୟେ ଶରଣ ଶେଷ । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କୁମ୍ଭ, ମେଷ, ବୃଷ, ସିଂହ ଓ କନ୍ୟା ରାଶି । ମକର ରାଶିର ଘାତବାର, ତୁଳା ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୨ା୧୮ ଗତେ ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୪୫ରୁ ଘ୭/୨୫, କାଳବେଳା - ଦିବା ଘ୧/୧୯ରୁ ଘ୨/୨୫, କାଳରାତ୍ରି - ସଂ.ଘ୫/୫୫ରୁ ଘ୭ା୫୨ । ମୃତେ ପୁଷ୍କର ୧ପାଦ, ପ୍ରାତଃ ଘ୬ା୧୪ ଗତେ ୨ପାଦ ଓ ଦିବା ଘ୪ା୩୬ ଗତେ ୩ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ସର୍ବତ୍ର ଏକାଦଶୀ ବ୍ରତ ବିହିତ । ପଞ୍ଚୁକରେ ହବିଷାନ୍ନ ଓ ବ୍ରତ ଆଚରଣ କଲେ ଯମଯାତନାରୁ ମୁକ୍ତି ମିଳେ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୫ରୁ ଘ୪ା୩୨, ରାତ୍ରି ଘ୧୦ା୨୫ରୁ ଘ୧୨ା୩୨ । ଅମୃତ ଦିବା ଘ୭ା୨୫ରୁ ଘ୯ା୪୫, ଘ୧୧ା୩୯ରୁ ଘ୧ା୧୯, ରାତ୍ରି ଘ୧୨/୩୨ରୁ ଘ୪ା୩୨ ।

 

୧.୧୧.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୬ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୧ ବୁଧବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ମୀନ ଚନ୍ଦ୍ର, ପୂର୍ବଭାଦ୍ର ନକ୍ଷତ୍ର । ଅଦ୍ୟ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ, ତୁଳସୀ ବିବାହ, ଶ୍ରୀମନ୍ଦିରେ ବାଙ୍କଚୂଡ଼ା ବେଶ । ସିଦ୍ଧିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୪୦ରୁ ଘ୧/୩୩, କାଳବେଳା - ଦିବା ଘ୯/୨୬ରୁ ଘ୧୦/୩୩, କାଳରାତ୍ରି - ରା.ଘ୩/୨୬ରୁ ଘ୪ା୩୩ । ମୃତେ ପୁଷ୍କର ପ୍ରାତଃ ଘ୬/୨୨ ମଧ୍ୟେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୬, ଦିବା ଘ୪ା୩୩ରୁ ଘ୭ା୪୬, ରାତ୍ରି ଘ୮ା୨୬ରୁ ଘ୧୦ା୩୩, ଘ୪ା୩୩ରୁ ନିଶାନ୍ତ । ଅମୃତ ଦିବା ଘ୭ା୪୬ରୁ ଘ୯ା୨୬, ଘ୨ା୧୩ରୁ ଘ୪ା୩୩, ରାତ୍ରି ଘ୧୨/୧୩ରୁ ଘ୨ା୩୩ ।

 

୨.୧୧.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୭ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୨ ତାରିଖ, ଗୁରୁବାର, କାର୍ତ୍ତିକ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୀନ ଚନ୍ଦ୍ର, ଉତ୍ତରଭାଦ୍ର ନକ୍ଷତ୍ର । ଅଦ୍ୟ ବଡ଼ଓଷା, ଶିବ ଉତ୍ଥାପନ, ଉପବାସ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମୀନ, ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୩୩ରୁ ଘ୫/୫୩, କାଳବେଳା - ଦିବା ଘ୩/୨୬ରୁ ଘ୪/୩୩, କାଳରାତ୍ରି - ରା.ଘ୧୨/୫୩ରୁ ଘ୨ା୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୮ା୦, ଦିବା ଘ୧୧ା୫୩ରୁ ଘ୧ା୪୬, ସଂଧ୍ୟା ଘ୫ା୫୩ରୁ ଘ୮ା୦, ରାତ୍ରି ଘ୨ା୦ରୁ ଘ୩ା୫୩, ଘ୪ା୩୩ରୁ ନିଶାନ୍ତ । ଅମୃତ ଦିବା ଘ୧ା୪୬ରୁ ଘ୩ା୨୬, ରାତ୍ରି ଘ୮/୦ରୁ ଘ୧୨ା୦ ।

 

୩.୧୧.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୮ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୩ ତାରିଖ, ଶୁକ୍ରବାର, କାର୍ତ୍ତିକ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ମୀନ ଚନ୍ଦ୍ର, ରେବତୀ (ଅଶ୍ୱିନୀ କ୍ଷଃ) ନକ୍ଷତ୍ର । ଅଦ୍ୟ ବୈକୁଣ୍ଠ ଚତୁର୍ଦ୍ଦଶୀ, ଚନ୍ଦ୍ରପୂଜା ଓ ଉପବାସ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବିଛା ଓ ମୀନ ରାଶିର ଘାତବାର, ବିଛା ରାଶିର ଘାତନକ୍ଷତ୍ର, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୭ରୁ ଘ୧୧/୪୭, କାଳବେଳା - ଦିବା ଘ୧୧/୪୭ରୁ ଘ୨/୭, କାଳରାତ୍ରି - ରା.ଘ୯/୭ରୁ ଘ୧୦ା୧୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ବଡ଼ଓଷା ଶିବବ୍ରତ ପ୍ରସିଦ୍ଧ ହେତୁ ଶିବପାର୍ବତୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜାକଲେ ଶୁଭଫଳ ମିଳେ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨ରୁ ଘ୧୦ା୭, ଘ୧୨ା୫୪ରୁ ଘ୩ା୧ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୧୪, ସଂଧ୍ୟା ଘ୫ା୫୪ରୁ ଘ୯ା୩୪, ରାତ୍ରି ଘ୨/୫୪ରୁ ନିଶାନ୍ତ ।

 

୪.୧୧.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧୯ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୪ ତାରିଖ, ଶନିବାର, କାର୍ତ୍ତିକ ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମେଷ ଚନ୍ଦ୍ର, ଦ୍ୱିଜା ନକ୍ଷତ୍ର । ଅଦ୍ୟ ରାସପୂର୍ଣ୍ଣିମା, ବୋଇତବନ୍ଦାଣ, କେଦାରବ୍ରତ, ଶ୍ରୀମନ୍ଦିରେ ରାଜବେଶ, ନାନକ ଜୟନ୍ତୀ, କଟକରେ ବାଲିଯାତ୍ରା । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧/୧ରୁ ଘ୨/୫୪, କାଳବେଳା - ସୂର୍ଯ୍ୟୋଦୟରୁ ଘ୭ା୧, ଦିବା ଘ୪/୨ରୁ ଘ୭/୧, କାଳରାତ୍ରି - ରା.ଘ୪/୩୪ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧ା୪୪ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । କାର୍ତ୍ତିକବ୍ରତ ସମାପନ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ରାତ୍ରି ଘ୭ା୧ରୁ ଘ୮ା୫୪ । ଅମୃତ ଦିବା ଘ୧୦ା୪୧ରୁ ଘ୧ା୧, ଘ୨ା୫୪ରୁ ଘ୪ା୩୪, ରାତ୍ରି ଘ୧୧/୪୧ରୁ ଘ୩ା୪୧ ।

 

୫.୧୧.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୨୦ନ, ଇଂରାଜୀ ୨୦୧୭ ମସିହା, ନଭେମ୍ବର ୫ ତାରିଖ, ରବିବାର, ମାର୍ଗଶୀର କୃଷ୍ଣପକ୍ଷ, ପ୍ରତିପଦ (ଦ୍ୱିତୀୟା କ୍ଷଃ) ତିଥି, ମେଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ଛାଡ଼ଖାଇ । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ମିଥୁନ, କର୍କଟ, ତୁଳା, ବିଛା ଓ କୁମ୍ଭ ରାଶି । ମେଷ ରାଶିର ଘାତବାର ଓ ଘାତଚନ୍ଦ୍ର । ଦିବା ଘ୭ା୧୧ ଗତେ ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୮ରୁ ଘ୧୨/୨୮, କାଳବେଳା - ଦିବା ଘ୧୨/୨୮ରୁ ଘ୧/୩୫, କାଳରାତ୍ରି - ରା.ଘ୧/୩୫ରୁ ଘ୨ା୪୨ । ମୃତେ ପୁଷ୍କର ୨ପାଦ, ଦିବା ଘ୭ା୪୭ ଗତେ ୩ପାଦ ଓ ରାତ୍ରି ଘ୧୧ା୪୫ ଗତେ ୨ପାଦ ଓ ରାତ୍ରି ଘ୪/୫୩ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫୫ରୁ ଘ୧୦ା୪୮, ଘ୧ା୩୫ରୁ ଘ୩ା୪୨, ସଂଧ୍ୟା ଘ୬ା୩୫ରୁ ଘ୮ା୪୨, ରାତ୍ରି ଘ୨ା୪୨ରୁ ଘ୪ା୩୫ । ଅମୃତ ପ୍ରାତଃ ଘ୬ା୩୫ରୁ ଘ୮ା୫୫, ରାତ୍ରି ଘ୮/୪୨ରୁ ଘ୧୦ା୨୨ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top