ତିଥି ବାର ବେଳା- ଅକ୍ଟୋବର ୧୬-୨୨, ୨୦୧୭

News Story - Posted on 2017-10-18

୧୬.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୩୦ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୬ ତାରିଖ, ସୋମବାର, କାର୍ତ୍ତିକ କୃଷ୍ଣପକ୍ଷ, ଦ୍ୱାଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ଅଦ୍ୟ ଗୋବତ୍ସା ଦ୍ୱାଦଶୀ ଓ ମାସାନ୍ତ । ପାପଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨ା୩୪ରୁ ଘ୪ା୨୭, କାଳବେଳା - ଦିବା ଘ୭/୨୭ରୁ ଘ୮/୩୪, କାଳରାତ୍ରି - ଘ୧୦/୪୦ରୁ ଘ୧୧/୪୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮/୩୩ରୁ ଘ୧୦/୩୯, ରାତ୍ରି ଘ୧୧ା୪୬ରୁ ଘ୧ା୩୯, ଘ୨/୧୯ରୁ ଘ୩/୩୬ । ଅମୃତ-ସୂର୍ଯ୍ୟୋଦୟରୁ ଘ୭/୨୬, ଦିବା ଘ୧୨ା୧୩ରୁ ଘ୨ା୩୩, ଘ୪ା୨୬ରୁ ଘ୭ା୪୬, ରାତ୍ରି ଘ୪/୨୬ରୁ ନିଶାନ୍ତ ।


୧୭.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୧ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୭ ତାରିଖ, ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଃ ନକ୍ଷତ୍ର । ଅଦ୍ୟ ଜଳବିଷୁବ ତୁଳା ସଂକ୍ରାନ୍ତି (ଗର୍ଭଣା ସଂକ୍ରାନ୍ତି) ଓ ଧନ୍ୱନ୍ତରୀ ଜୟନ୍ତୀ ଓ ମହାଦୀପଦାନାରମ୍ଭ । ନିରଂଶଦିବସ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମକର ରାଶିର ଘାତବାର ଓ ଘାତଚନ୍ଦ୍ର । ଦିବା ଘ୧୧ା୫୫ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୪୦ରୁ ଘ୭/୨୦, କାଳବେଳା - ଦିବା ଘ୧/୧୪ରୁ ଘ୨/୨୦, କାଳରାତ୍ରି - ରା.ଘ୬/୫୦ରୁ ଘ୭/୪୭ । ମୃତେ ପୁଷ୍କର ୨ପାଦ (ଶାନ୍ତିବିଧାନ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଜଳବିଷୁବ ସଂକ୍ରାନ୍ତିର ଦିନାର୍ଦ୍ଧ ଗତେ ସୂର୍ଯ୍ୟାସ୍ତ ମଧ୍ୟେ ପୁଣ୍ୟକାଳ । ସଂକ୍ରାନ୍ତିର ନିତ୍ୟଶ୍ରାଦ୍ଧ, ହୋମାଦି ବିହିତ । ଗର୍ଭଣା ସଂକ୍ରାନ୍ତି ଶସ୍ୟ ଉତ୍ପାଦନ ନିମେନ୍ତ ଉଦ୍ଦିଷ୍ଟ ଥିବାରୁ ଲକ୍ଷ୍ମୀପୂଜା ବିଧେୟ । ଉକ୍ତଦିନ ସଧବା ସ୍ତ୍ରୀମାନେ ବ୍ରତ ଉପବାସ କରିବା ନିଷେଧ । ଅଦ୍ୟ ଧନ୍ୱନ୍ତରୀ ଜୟନ୍ତୀ । ଲକ୍ଷ୍ମୀନାରାୟଣଙ୍କୁ ପୂଜାପୂର୍ବକ ବୃକ୍ଷରୋପଣ କଳେ ଶୁଭଫଳ ମିଳିଥାଏ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୯ରୁ ଘ୪ା୨୬, ରାତ୍ରି ଘ୧୦ା୧୯ରୁ ଘ୧୨ା୨୬ । ଅମୃତ ଦିବା ଘ୭/୧୯ରୁ ଘ୯ା୩୯, ଘ୧୧ା୩୩ରୁ ଘ୧ା୧୩, ରାତ୍ରି ଘ୧୨/୨୬ରୁ ଘ୪ା୨୬ ।


୧୮.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୨ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୮ ବୁଧବାର, କାର୍ତ୍ତିକ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଃ ନକ୍ଷତ୍ର । ଅଦ୍ୟ ନରକ ଚତୁର୍ଦ୍ଦଶୀ, ଶିବଚତୁର୍ଦ୍ଦଶୀ ବ୍ରତ ଓ ଉପବାସ । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । କର୍କଟ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୪ରୁ ଘ୧/୨୭, କାଳବେଳା - ଦିବା ଘ୯/୨୦ରୁ ଘ୧୦/୨୭, କାଳରାତ୍ରି - ରା.ଘ୩/୨୦ରୁ ଘ୪/୨୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଏହିଦିନରେ ଲକ୍ଷ୍ମୀନାରାୟଣ ବ୍ରତରେ ମଗ୍ନ ରହିଲେ ନରକଯନ୍ତ୍ରଣା ବାଧେନାହିଁ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୦, ଦିବା ଘ୪ା୨୭ରୁ ଘ୭ା୪୦, ରାତ୍ରି ଘ୮ା୨୦ରୁ ଘ୧୦ା୨୭, ଘ୪ା୨୭ରୁ ନିଶାନ୍ତ । ଅମୃତ ଦିବା ଘ୭/୪୦ରୁ ଘ୯ା୨୦, ଘ୨ା୭ରୁ ଘ୪ା୨୭, ରାତ୍ରି ଘ୧୦/୭ରୁ ଘ୨ା୨୭ ।


୧୯.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୩ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୯ ତାରିଖ, ଗୁରୁବାର, କାର୍ତ୍ତିକ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ଅଦ୍ୟ ମହାକାଳୀ ପୂଜା, ପୟାଶ୍ରାଦ୍ଧ, ଦୀପାବଳୀ । ଅମାବାସ୍ୟା ଓ ବୈଧୃତିଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ରାତ୍ରି ଘ୮ା୧୭ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୨୭ରୁ ଘ୫/୪୭, କାଳବେଳା - ଦିବା ଘ୩/୨୦ରୁ ଘ୪/୨୭, କାଳରାତ୍ରି - ରା.ଘ୧୨/୪୭ରୁ ଘ୧/୫୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମହାକାଳୀ ପୂଜା ଓ ପୟାଁଶ୍ରାଦ୍ଧ ବିହିତ । ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ସଂଧ୍ୟାରେ ଦୀପଦାନ କରିବା ବିଧେୟ । ଅମାବାସ୍ୟାର ନିତ୍ୟଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୪, ଦିବା ଘ୧୧ା୪୭ରୁ ଘ୧ା୪୦, ସଂଧ୍ୟା ଘ୫ା୪୭ରୁ ଘ୭ା୫୪, ରାତ୍ରି ଘ୧ା୫୪ରୁ ଘ୩ା୪୭, ଘ୪ା୨୯ରୁ ନିଶାନ୍ତ । ଅମୃତ ଦିବା ଘ୧/୪୦ରୁ ଘ୩ା୨୦, ରାତ୍ରି ଘ୭/୫୪ରୁ ଘ୧୧ା୫୪ ।


୨୦.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୪ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୦ ତାରିଖ, ଶୁକ୍ରବାର, କାର୍ତ୍ତିକ ଶୁକ୍ଳପକ୍ଷ, ପ୍ରତିପଦ ତିଥି, ତୁଳା ଚନ୍ଦ୍ର, ଚିତ୍ରା ନକ୍ଷତ୍ର । ଅଦ୍ୟ ବଳିରାଜୋତ୍ସବ, ଗିରିଗୋବର୍ଦ୍ଧନ ପୂଜା । ଗଳଗ୍ରହ ତିଥି ଓ ସିଦ୍ଧିଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବିଛା ଓ ମୀନ ରାଶିର ଘାତବାର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୧ରୁ ଘ୧୧/୪୧, କାଳବେଳା - ଦିବା ଘ୧୧/୪୧ରୁ ଘ୨/୧, କାଳରାତ୍ରି - ରା.ଘ୯/୧ରୁ ଘ୧୦/୮ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୮ରୁ ଘ୧୦ା୧, ଘ୧୨ା୪୮ରୁ ଘ୨ା୫୫ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ସଂଧ୍ୟା ଘ୫/୪୮ରୁ ଘ୯ା୨୮, ରାତ୍ରି ଘ୨/୪୮ରୁ ନିଶାନ୍ତ ।

୨୧.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୫ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୧ ତାରିଖ, ଶନିବାର, କାର୍ତ୍ତିକ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ଅଦ୍ୟ ଭ୍ରାତୃଦ୍ୱିତୀୟା, ଶ୍ରୀଲିଙ୍ଗରାଜ ଦେବଙ୍କ ଯାତ୍ରା, ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା । ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୫୫ରୁ ଘ୨/୪୮, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୫୫, ଦିବା ଘ୪/୨୮ରୁ ଘ୬/୫୫, କାଳରାତ୍ରି - ରା.ଘ୪/୨୮ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ଦିବା ଘ୧୦ା୩୩ ଗତେ ୩ପାଦ ଓ ରାତ୍ରି ଘ୨ା୫୦ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୫ରୁ ଘ୮ା୪୮ । ଅମୃତ ଦିବା ଘ୧୦ା୩୫ରୁ ଘ୧୨ା୫୫, ଘ୨/୪୮ରୁ ଘ୪ା୨୮, ରାତ୍ରି ଘ୧୧/୩୫ରୁ ଘ୩ା୩୫ ।

୨୨.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ତୁଳା ଦି୬ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୨୨ ତାରିଖ, ରବିବାର, କାର୍ତ୍ତିକ ଶୁକ୍ଳପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଅବମତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମେଷ ରାଶିର ଘାତବାର । ପ୍ରାତଃ ଘ୬/୧୭ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧ ି ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୪୨ରୁ ଘ୧୨/୨୨, କାଳବେଳା - ଦିବା ଘ୧୨/୨୨ରୁ ଘ୧/୨୯, କାଳରାତ୍ରି - ରା.ଘ୧/୨୯ରୁ ଘ୨ା୩୬ । ମୃତେ ପୁଷ୍କର ୨ପାଦ, ଦିବା ଘ୧୨/୩୮ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୯ରୁ ଘ୧୦ା୪୨, ଘ୧ା୨୯ରୁ ଘ୩ା୩୬, ସଂଧ୍ୟା ଘ୬ା୨୯ରୁ ଘ୮ା୩୬, ରାତ୍ରି ଘ୨ା୩୬ରୁ ଘ୪ା୨୯ । ଅମୃତ ପ୍ରାତଃ ଘ୬ା୨୯ରୁ ଘ୮ା୪୯, ରାତ୍ରି ଘ୮/୩୬ରୁ ଘ୧୦ା୧୬ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top