ତିଥି ବାର ବେଳା- ଅକ୍ଟୋବର ୯-୧୫, ୨୦୧୭

News Story - Posted on 2017-10-08

୯.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୩ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୯ ତାରିଖ, ସୋମବାର, କାର୍ତ୍ତିକ କୃଷ୍ଣପକ୍ଷ, ଚତୁର୍ଥୀ ତିଥି, ବୃଷ ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ନାଗପଂଚମୀ । ଗଳଗ୍ରହ ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, କନ୍ୟା ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨ା୩୧ରୁ ଘ୪ା୨୪, କାଳବେଳା - ଦିବା ଘ୭/୨୪ରୁ ଘ୮/୩୧, କାଳରାତ୍ରି - ଘ୧୦/୩୭ରୁ ଘ୧୧ା୪୪ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ନାଗପଂଚମୀ ବ୍ରତ । କ୍ଷୀର ଓ ପାୟସ ଦ୍ୱାରା ପୂଜା କଲେ ସର୍ପମାନଙ୍କ ବିଷଜ୍ୱାଳାରୁ ରକ୍ଷାମିଳେ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୧ରୁ ଘ୧୦ା୩୭, ରାତ୍ରି ଘ୧୧ା୪୪ରୁ ଘ୧ା୩୭, ଘ୨ା୧୭ରୁ ଘ୩ା୩୪ । ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୪, ଦିବା ଘ୧୨ା୧୧ରୁ ଘ୨ା୩୧, ଘ୪ା୨୪ରୁ ଘ୭ା୪୪, ରାତ୍ରି ଘ୪/୨୪ରୁ ନିଶାନ୍ତ ।

 

୧୦.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୪ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୦ ତାରିଖ, ମଙ୍ଗଳବାର, କାର୍ତ୍ତିକ କୃଷ୍ଣପକ୍ଷ, ପଂଚମୀ ତିଥି, ବୃଷ ଚନ୍ଦ୍ର, ରୋହିଣୀ ନକ୍ଷତ୍ର । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବୃଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶି । ମକର ରାଶିର ଘାତବାର, ମକର ରାଶିର ଘାତନକ୍ଷତ୍ର, କନ୍ୟା ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୨/୫୪ ଗତେ ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶିର ଚନ୍ଦ୍ରଶୁଦ୍ଧି । କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬ା୩୭ରୁ ଘ୭ା୧୭, କାଳବେଳା - ଦିବା ଘ୧/୧୧ରୁ ଘ୨/୧୭, କାଳରାତ୍ରି - ସଂଧ୍ୟା ଘ୬/୪୭ରୁ ଘ୭ା୪୪ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୭ରୁ ଘ୪ା୨୪, ରାତ୍ରି ଘ୧୦ା୧୭ରୁ ଘ୧୨ା୨୪ । ଅମୃତ-ଦିବା ଘ୭ା୧୭ରୁ ଘ୯ା୩୭, ଘ୧୧ା୩୧ରୁ ଘ୧ା୧୧, ରାତ୍ରି ଘ୧୨/୨୪ରୁ ଘ୪ା୨୪ ।

 

୧୧.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୫ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୧ ବୁଧବାର, କାର୍ତ୍ତିକ କୃଷ୍ଣପକ୍ଷ, ଷଷ୍ଠୀ ତିଥି, ମିଥୁନ ଚନ୍ଦ୍ର, ମୃଗଶିରା ନକ୍ଷତ୍ର । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । କର୍କଟ ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୩୨ରୁ ଘ୧ା୨୫, କାଳବେଳା - ଦିବା ଘ୯/୧୮ରୁ ଘ୧୦/୨୫, କାଳରାତ୍ରି - ଘ୩/୧୮ରୁ ଘ୪ା୨୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୮, ଦିବା ଘ୪ା୨୫ରୁ ଘ୭ା୩୮, ରାତ୍ରି ଘ୮ା୧୮ରୁ ଘ୧୦ା୨୫, ଘ୪ା୨୫ରୁ ନିଶାନ୍ତ । ଅମୃତ-ଦିବା ଘ୭ା୩୮ରୁ ଘ୯ା୧୮, ଘ୨ା୫ରୁ ଘ୪ା୨୫, ରାତ୍ରି ଘ୧୨/୫ରୁ ଘ୨ା୨୫ ।

 

୧୨.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୬ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୨ ତାରିଖ, ଗୁରୁବାର, କାର୍ତ୍ତିକ କୃଷ୍ଣପକ୍ଷ, ସପ୍ତମୀ (ଅଷ୍ଟମୀ କ୍ଷଃ) ତିଥି, ମିଥୁନ ଚନ୍ଦ୍ର, ଆର୍ଦ୍ରା ନକ୍ଷତ୍ର । ତ୍ର୍ୟହସ୍ପର୍ଶା ତିଥି-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ, କନ୍ୟା ଓ ଧନୁ ରାଶିର ଘାତତିଥି, କୁମ୍ଭ ରାଶିର ଘାତଚନ୍ଦ୍ର । ରାତ୍ରି ଘ୩/୩୫ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୨୫ରୁ ଘ୫ା୪୫, କାଳବେଳା - ଦିବା ଘ୩/୧୮ରୁ ଘ୪/୨୫, କାଳରାତ୍ରି - ଘ୧୨/୪୫ରୁ ଘ୧ା୫୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୨, ଦିବା ଘ୧୧ା୪୫ରୁ ଘ୧ା୩୮, ସଂଧ୍ୟା ଘ୫ା୪୫ରୁ ଘ୭ା୫୨, ରାତ୍ରି ଘ୧ା୫୨ରୁ ଘ୩ା୪୫, ଘ୪ା୨୫ରୁ ନିଶାନ୍ତ । ଅମୃତ-ଦିବା ଘ୧ା୩୮ରୁ ଘ୩ା୧୮, ରାତ୍ରି ଘ୭/୫୨ରୁ ଘ୧୧ା୫୨ ।

 

୧୩.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୭ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୩ ତାରିଖ, ଶୁକ୍ରବାର, କାର୍ତ୍ତିକ କୃଷ୍ଣପକ୍ଷ, ନବମୀ ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ଗଳଗ୍ରହ ତିଥି । ତିଥ୍ୟମୃତ ଯୋଗ । ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ବିଛା ଓ ମୀନ ରାଶିର ଘାତବାର, ବିଛା ଓ ସିଂହ ରାଶିର ଘାତତିଥି, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୫୮ରୁ ଘ୧୧ା୩୮, କାଳବେଳା - ଦିବା ଘ୧୧/୩୮ରୁ ଘ୧/୫୮, କାଳରାତ୍ରି - ଘ୮/୫୮ରୁ ଘ୧୦ା୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୫ରୁ ଘ୯ା୫୮, ଘ୧୨ା୪୫ରୁ ଘ୨ା୫୨ । ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୫, ସଂଧ୍ୟା ଘ୫ା୪୫ରୁ ଘ୯ା୨୫, ରାତ୍ରି ଘ୨/୪୫ରୁ ନିଶାନ୍ତ ।

 

୧୪.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୮ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୪ ତାରିଖ, ଶନିବାର, କାର୍ତ୍ତିକ କୃଷ୍ଣପକ୍ଷ, ଦଶମୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର । ପାପଯାଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ବୃଷ ଓ କନ୍ୟା ରାଶିର ଘାତବାର, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୫୨ରୁ ଘ୨ା୪୫, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୫୨, ଦିବା ଘ୪/୨୫ରୁ ଘ୬/୫୨, କାଳରାତ୍ରି - ଘ୪/୨୫ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୨ରୁ ଘ୮ା୪୫ । ଅମୃତ-ଦିବା ଘ୧୦ା୩୨ରୁ ଘ୧୨ା୫୨, ଘ୨ା୪୫ରୁ ଘ୪ା୨୫, ରାତ୍ରି ଘ୧୧/୩୨ରୁ ଘ୩ା୩୨ ।

 

୧୫.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨୯ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧୫ ତାରିଖ, ରବିବାର, କାର୍ତ୍ତିକ କୃଷ୍ଣପକ୍ଷ, ଏକାଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ଅଦ୍ୟ ରମା ଏକାଦଶୀ । ପାପଯୋଗ-ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମେଷ ରାଶିର ଘାତବାର ଓ ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୩୯ରୁ ଘ୧୨ା୧୯, କାଳବେଳା - ଦିବା ଘ୧୨/୧୯ରୁ ଘ୧/୨୬, କାଳରାତ୍ରି - ଘ୧/୨୬ରୁ ଘ୨ା୩୩ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧/୧ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ରମା ଏକାଦଶୀ । ସଧବା ସ୍ତ୍ରୀ ଓ ଗୃହାଶ୍ରମୀମାନେ ଏକାଦଶୀ ବ୍ରତ କରିବା ନିଷେଧ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୬ରୁ ଘ୧୦ା୩୯, ଘ୧ା୨୬ରୁ ଘ୩ା୩୩, ସଂଧ୍ୟା ଘ୬/୨୬ରୁ ଘ୮/୩୩, ରାତ୍ରି ଘ୨/୩୩ରୁ ଘ୪/୨୬ । ଅମୃତ-ପ୍ରାତଃ ଘ୬/୨୬ରୁ ଘ୮ା୪୬, ରାତ୍ରି ଘ୮/୩୩ରୁ ଘ୧୦/୧୩ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top