ତିଥି ବାର ବେଳା- ସେପ୍ଟେମ୍ବର ୨୫-ଅକ୍ଟୋବର ୧, ୨୦୧୭

News Story - Posted on 2017-10-01

୨୫.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୯ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୫ ତାରିଖ, ସୋମବାର, ଆଶ୍ୱିନ ଶୁକ୍ଳପକ୍ଷ, ପଂଚମୀ ତିଥି, ବିଛା ଚନ୍ଦ୍ର, ଅନୁରାଧା ନକ୍ଷତ୍ର । ଅଦ୍ୟ ତପଷଷ୍ଠୀ, ସମଲେଶ୍ୱରୀଙ୍କ କାତ୍ୟାୟନୀ ବେଶ । ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୨୮ରୁ ଘ୪/୨୧, କାଳବେଳା - ଦିବା ଘ୭/୨୧ରୁ ଘ୮/୨୮, କାଳରାତ୍ରି - ଘ୧୦/୩୪ରୁ ଘ୧୧ା୪୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପଂଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୮ରୁ ଘ୧୦ା୩୪, ରାତ୍ରି ଘ୧୧ା୪୧ରୁ ଘ୧ା୩୪, ଘ୨ା୧୪ରୁ ଘ୩ା୩୧ । ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୨୧, ଦିବା ଘ୧୨/୮ରୁ ଘ୨/୨୮, ଘ୪ା୨୧ରୁ ଘ୭ା୪୧, ରାତ୍ରି ଘ୪/୨୧ରୁ ନିଶାନ୍ତ ।

 

୨୬.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୦ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୬ ତାରିଖ, ମଙ୍ଗଳବାର, ଆଶ୍ୱିନ ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ବିଛା ଚନ୍ଦ୍ର, ଅନୁରାଧା(ମଳ) ନକ୍ଷତ୍ର । ଅଦ୍ୟ ବିଲ୍ୱାଧିବାସ, ପୀଠେ ସପ୍ତମୀ ପୂଜା । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । ମକର ରାଶିର ଘାତବାର, ମେଷ ଓ କର୍କଟ ରାଶିର ଘାତତିଥି, କର୍କଟ ରାଶିର ଘାତନକ୍ଷତ୍ର ଓ ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬ା୩୪ରୁ ଘ୭ା୧୪, କାଳବେଳା - ଦିବା ଘ୧/୮ରୁ ଘ୨/୧୪, କାଳରାତ୍ରି - ସଂଧ୍ୟା ଘ୬/୪୪ରୁ ଘ୭ା୪୧ । ମୃତେ ପୁଷ୍କର ୧ପାଦ, ଦିବା ଘ୪ା୩୮ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦୁର୍ଗାଦେବୀଙ୍କ ପୀଠେ ସପ୍ତମୀ ପୂଜା ବିହିତ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୪ରୁ ଘ୪ା୨୧, ରାତ୍ରି ଘ୧୦ା୧୪ରୁ ଘ୧୨ା୨୧ । ଅମୃତ-ଦିବା ଘ୭/୧୪ରୁ ଘ୯/୩୪, ଘ୧୧ା୨୮ରୁ ଘ୧ା୮, ରାତ୍ରି ଘ୧୨/୨୧ରୁ ଘ୪ା୨୧ ।

 

୨୭.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୧ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୭ ବୁଧବାର, ଆଶ୍ୱିନ ଶୁକ୍ଳପକ୍ଷ, ସପ୍ତମୀ ତିଥି, ବିଛା ଚନ୍ଦ୍ର, ଜେଷ୍ଠା ନକ୍ଷତ୍ର । ଅଦ୍ୟ ମୃଣ୍ମୟୀଦେବୀଙ୍କ ସପ୍ତମୀ ପୂଜା, ପୀଠେ ମହାଷ୍ଟମୀ, ଅଷ୍ଟମୀବ୍ରତ ବିହିତ । ଗଳଗ୍ରହ ତିଥି । ସିଦ୍ଧିଯୋଗ । ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି - ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶି । କର୍କଟ ରାଶିର ଘାତବାର, ଧନୁ ରାଶିର ଘାତତିଥି, ବୃଷ ରାଶିର ଘାତଚନ୍ଦ୍ର । ଦିବା ଘ୧୦/୨୮ ଗତେ ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶିର ଚନ୍ଦ୍ରଶୁଦ୍ଧି । ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୨୮ରୁ ଘ୧ା୨୧, କାଳବେଳା - ଦିବା ଘ୯/୧୪ରୁ ଘ୧୦/୨୧, କାଳରାତ୍ରି - ଘ୩/୧୪ରୁ ଘ୪ା୨୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ମୃଣ୍ମୟୀ ଦେବୀଙ୍କ ସପ୍ତମୀ ଓ ଅଷ୍ଟମୀ ପୂଜା । ପୀଠେ ଅଷ୍ଟମୀ ପୂଜା ବିହିତ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୪, ଦିବା ଘ୪ା୨୧ରୁ ଘ୭ା୩୪, ରାତ୍ରି ଘ୮ା୧୪ରୁ ଘ୧୦ା୨୧, ଘ୪ା୨୧ରୁ ନିଶାନ୍ତ । ଅମୃତ-ଦିବା ଘ୭/୩୪ରୁ ଘ୯/୧୪, ଘ୨ା୧ରୁ ଘ୪ା୨୧, ରାତ୍ରି ଘ୧୨/୧ରୁ ଘ୨ା୨୧ ।

 

୨୮.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୨ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୮ ତାରିଖ, ଗୁରୁବାର, ଆଶ୍ୱିନ ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଧନୁ ଚନ୍ଦ୍ର, ମୂଳା ନକ୍ଷତ୍ର । ଅଦ୍ୟ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ଓ ସନ୍ଧିପୂଜା, ପୀଠେ ମହାନବମୀ । ଗଳଗ୍ରହ ତିଥି । ତିଥ୍ୟମୃତ ଯୋଗ-ଶୁଭକର୍ମ ନାସ୍ତି । ତିଥ୍ୟମୃତ ଯୋଗ-ବାଣିଜ୍ୟ ବିକ୍ରୟ ଶୁଭ । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମିଥୁନ ଓ କନ୍ୟା ରାଶିର ଘାତତିଥି, ସିଂହ ରାଶିର ଘାତନକ୍ଷତ୍ର, ମୀନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪ା୨୨ରୁ ଘ୫ା୪୨, କାଳବେଳା - ଦିବା ଘ୩/୧୫ରୁ ଘ୪/୨୨, କାଳରାତ୍ରି - ଘ୧୨/୪୨ରୁ ଘ୧ା୪୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମୃଣ୍ମୟୀ ଦେବୀଙ ରାତ୍ରିର ଦ୍ୱିତୀୟ ପ୍ରହରରେ ସନ୍ଧିପୂଜା । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୯, ଦିବା ଘ୧୧ା୪୨ରୁ ଘ୧ା୩୫, ସଂଧ୍ୟା ଘ୫ା୪୨ରୁ ଘ୭ା୪୯, ରାତ୍ରି ଘ୧ା୪୯ରୁ ଘ୩ା୪୨, ଘ୪ା୨୨ରୁ ନିଶାନ୍ତ । ଅମୃତ-ଦିବା ଘ୧/୩୫ରୁ ଘ୩/୧୫, ରାତ୍ରି ଘ୭/୪୯ରୁ ଘ୧୧ା୪୯ ।

 

୨୯.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୩ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୯ ତାରିଖ, ଶୁକ୍ରବାର, ଆଶ୍ୱିନ ଶୁକ୍ଳପକ୍ଷ, ନବମୀ ତିଥି, ଧନୁ ଚନ୍ଦ୍ର, ପୂର୍ବାଷାଢା ନକ୍ଷତ୍ର । ଅଦ୍ୟ ମୃଣ୍ମୟୀଦେବୀଙ୍କ ବିହିତ ନବମୀ ପୂଜା, ପୀଠେ ବିଶ୍ରାମ । ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ଧନୁ, କୁମ୍ଭ, ମିଥୁନ, କର୍କଟ ଓ ତୁଳା ରାଶି । ବିଛା ଓ ମୀନ ରାଶିର ଘାତବାର, ସିଂହ ଓ ବିଛା ରାଶିର ଘାତତିଥି, ମୀନ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୦/୫୭ ଗତେ ମକର, ମୀନ, ମେଷ, କର୍କଟ ଓ ବିଛା ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯ା୫୫ରୁ ଘ୧୧ା୨୫, କାଳବେଳା - ଦିବା ଘ୧୧/୩୫ରୁ ଘ୧/୫୫, କାଳରାତ୍ରି - ଘ୮/୫୫ରୁ ଘ୧୦ା୨ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ରାତ୍ରି ଘ୧୦/୫୭ ଗତେ ଶରଣପଂଚକ । ତୃଣକାଷ୍ଠ ଛେଦନ ନିଷେଧ । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨ରୁ ଘ୯ା୫୫, ଘ୧୨ା୪୨ରୁ ଘ୨ା୪୯ । ଅମୃତ-ସୂର୍ଯ୍ୟୋଦୟରୁ ଘ୮ା୨, ସଂଧ୍ୟା ଘ୫/୪୨ରୁ ଘ୯/୨୨, ରାତ୍ରି ଘ୨/୪୨ରୁ ନିଶାନ୍ତ ।

 

୩୦.୯.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୪ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୩୦ ତାରିଖ, ଶନିବାର, ଆଶ୍ୱିନ ଶୁକ୍ଳପକ୍ଷ, ଦଶମୀ ତିଥି, ମକର ଚନ୍ଦ୍ର, ଉତ୍ତରାଷାଢା ନକ୍ଷତ୍ର । ଅଦ୍ୟ ବିଜୟାଦଶମୀ, ପୀଠେ ଓ ମୃଣ୍ମୟୀଦେବୀଙ୍କ ଦଶହରା ପର୍ବ, ସୋମନାଥ ବ୍ରତ ଉଦ୍ୟାପନ । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨ା୪୯ରୁ ଘ୨ା୪୨, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୯, ଦିବା ଘ୪/୨୨ରୁ ଘ୬/୪୯, କାଳରାତ୍ରି - ଘ୪/୨୨ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ସଂଧ୍ୟା ଘ୫/୫୩ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ତୃଣକାଷ୍ଠ ଛେଦନ ନିଷେଧ । ଅଦ୍ୟ ସର୍ବତ୍ର ଦଶହରା ପର୍ବ ଓ ସୋମନାଥ ବ୍ରତ ଉଦ୍ୟାପନ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୯ରୁ ଘ୮ା୪୨ । ଅମୃତ-ଦିବା ଘ୧୦/୨୯ରୁ ଘ୧୨/୪୯, ଘ୨ା୪୨ରୁ ଘ୪ା୨୨, ରାତ୍ରି ଘ୧୧/୨୯ରୁ ଘ୩ା୨୯ ।

 

୧.୧୦.୨୦୧୭

ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୧୫ନ, ଇଂରାଜୀ ୨୦୧୭ ମସିହା, ଅକ୍ଟୋବର ୧ ତାରିଖ, ରବିବାର, ଆଶ୍ୱିନ ଶୁକ୍ଳପକ୍ଷ, ଏକାଦଶୀ ତିଥି, ମକର ଚନ୍ଦ୍ର, ଶ୍ରବଣା ନକ୍ଷତ୍ର । ଅଦ୍ୟ ପାପାଙ୍କୁଶା ଏକାଦଶୀ, ମହରମ୍, ଭାସାଣୀ, ଶ୍ରୀମନ୍ଦିରରେ ରାଧାଦାମୋଦର ବେଶାରମ୍ଭ, ରବିନାରାୟଣ ବ୍ରତ । ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ମକର, ମୀନ, ମେଷ, କର୍କଟ ଓ ବିଛା ରାଶି । ମେଷ ରାଶିର ଘାତବାର, କନ୍ୟା ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦ା୩୫ରୁ ଘ୧୨ା୧୫, କାଳବେଳା - ଦିବା ଘ୧୨/୧୫ରୁ ଘ୧/୨୨, କାଳରାତ୍ରି - ଘ୧/୨୨ରୁ ଘ୨ା୨୯ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧ା୮ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଶରଣପଂଚକ, ତୃଣକାଷ୍ଠ ଛେଦନ ନିଷେଧ । ଅଦ୍ୟ ଏକାଦଶୀ ଓ ରବିନାରାୟଣ ବ୍ରତ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୩ରୁ ଘ୧୦ା୩୬, ଘ୧ା୨୩ରୁ ଘ୩ା୩୦, ସଂଧ୍ୟା ଘ୬ା୨୩ରୁ ଘ୮ା୩୦, ରାତ୍ରି ଘ୨ା୩୦ରୁ ଘ୪ା୨୩ । ଅମୃତ-ପ୍ରାତଃ ଘ୬ା୨୩ରୁ ଘ୮ା୪୩, ରାତ୍ରି ଘ୮/୩୦ରୁ ଘ୧୦ା୧୦ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top