ତିଥି ବାର ବେଳା- ସେପ୍ଟମ୍ବର ୧୮-୨୪, ୨୦୧୭

News Story - Posted on 2017-09-18

୧୮.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୨ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୧୮ ତାରିଖ, ସୋମବାର, ଆଶ୍ୱିନ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି, ସିଂହ ଚନ୍ଦ୍ର, ମଘା ନକ୍ଷତ୍ର । ଅଦ୍ୟ ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ, ଯୁଗାବ୍ଦ ଶ୍ରାଦ୍ଧ । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୨୬ରୁ ଘ୪/୧୯, କାଳବେଳା - ଦିବା ଘ୭/୧୯ରୁ ଘ୮/୨୬, କାଳରାତ୍ରି - ଘ୧୦/୩୨ରୁ ଘ୧୧/୩୯ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଯୁଗାବ୍ଦ ଶ୍ରାଦ୍ଧ । ଶିବଚତୁର୍ଦ୍ଦଶୀ ବ୍ରତ ଉପବାସ । ମତ୍ସ୍ୟମାଂସ ଓ ସ୍ତ୍ରୀତୈଳ ବର୍ଜନୀୟ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୨୬ରୁ ଘ୧୦ା୩୨, ରାତ୍ରି ଘ୧୧ା୩୯ରୁ ଘ୧ା୩୨, ଘ୨ା୧୨ରୁ ଘ୩ା୨୯ । ଅମୃତ-ସୂର୍ଯ୍ୟୋଦୟରୁ ଘ୭ା୧୯, ଦିବା ଘ୧୨/୬ରୁ ଘ୨/୨୬, ଘ୪ା୧୯ ଘ୭ା୩୯, ରାତ୍ରି ଘ୪/୧୯ରୁ ନିଶାନ୍ତ ।

 

୧୯.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୩ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୧୯ ତାରିଖ, ମଙ୍ଗଳବାର, ଆଶ୍ୱିନ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଲୁଗୁନୀ ନକ୍ଷତ୍ର । ଅଦ୍ୟ ମହାଳୟା, ନାଭିଗୟାରେ ପିଣ୍ଡଦାନ, ଫୁଲ୍ଲେରୀ ଓଷା । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ମକର ରାଶିର ଘାତବାର ଓ ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୩୩ରୁ ଘ୭/୧୩, କାଳବେଳା - ଦିବା ଘ୧/୭ରୁ ଘ୨/୧୩, କାଳରାତ୍ରି - ଘ୬/୪୩ରୁ ଘ୭/୪୦ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୧୧ା୩୦ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଅଦ୍ୟ ମହାଳୟା ଶ୍ରାଦ୍ଧ ବିହିତ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୧୩ରୁ ଘ୪ା୨୦, ଘ୧୦ା୧୩ରୁ ଘ୧୨ା୨୦ । ଅମୃତ-ଦିବା ଘ୭/୧୩ରୁ ଘ୯/୩୩, ଘ୧୧ା୨୭ରୁ ଘ୧ା୭, ରାତ୍ରି ଘ୧୨/୨୦ରୁ ଘ୪ା୨୦ ।

 

୨୦.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୪ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୦ ବୁଧବାର, ଆଶ୍ୱିନ କୃଷ୍ଣପକ୍ଷ, ଅମାବାସ୍ୟା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର । ଅଦ୍ୟ ଅମାବାସ୍ୟା, ଶ୍ରୀବିରଜାଦେବୀଙ୍କ ରଥଯାତ୍ରା, ସମଲେଶ୍ୱରୀଙ୍କ ଧବଳମୁଖ ବେଶ, ନବଦିନାତ୍ମକ ପୂଜାରମ୍ଭ । ଅମାବାସ୍ୟା-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । କର୍କଟ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୨୭ରୁ ଘ୧/୨୦, କାଳବେଳା - ଦିବା ଘ୯/୧୩ରୁ ଘ୧୦/୨୦, କାଳରାତ୍ରି - ଘ୩/୧୩ରୁ ଘ୪/୨୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମହାଳୟା ବିଧିରେ ହେବ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୩୩, ଦିବା ଘ୪ା୨୦ରୁ ଘ୭ା୩୩, ରାତ୍ରି ଘ୮ା୧୩ରୁ ଘ୧୦ା୨୦, ଘ୪ା୨୦ରୁ ନିଶାନ୍ତ । ଅମୃତ-ଦିବା ଘ୭/୩୩ରୁ ଘ୯/୧୩, ଘ୨ା୦ରୁ ଘ୪ା୨୦, ରାତ୍ରି ଘ୧୨/୦ରୁ ଘ୨ା୨୦ ।

 

୨୧.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୫ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୧ ତାରିଖ, ଗୁରୁବାର, ଆଶ୍ୱିନ ଶୁକ୍ଳପକ୍ଷ, ପ୍ରତିପଦ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ଅଦ୍ୟ ଦ୍ୱିତୀୟା ଚନ୍ଦ୍ରଦର୍ଶନ ଓ ପୂଜା, ସମଲେଶ୍ୱରୀଙ୍କ ଶୈଳପୁତ୍ରୀ ବେଶ, ମା ବିରଜାଦେବୀଙ୍କ ରଥଯାତ୍ରା । ଗଳଗ୍ରହ ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୨୦ରୁ ଘ୫/୪୦, କାଳବେଳା - ଦିବା ଘ୩/୧୩ରୁ ଘ୪/୨୦, କାଳରାତ୍ରି - ଘ୧୨/୪୦ରୁ ଘ୧/୪୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୬, ଦିବା ଘ୧୧ା୩୯ରୁ ଘ୧ା୩୨, ସଂଧ୍ୟା ଘ୫ା୩୯ରୁ ଘ୭ା୪୬, ରାତ୍ରି ଘ୧ା୪୬ରୁ ଘ୩ା୩୯, ଘ୪ା୧୯ରୁ ନିଶାନ୍ତ । ଅମୃତ-ଦିବା ଘ୧/୩୨ରୁ ଘ୩/୧୨, ରାତ୍ରି ଘ୪/୪୬ରୁ ଘ୧୧ା୪୬ ।

 

୨୨.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୬ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର, ଆଶ୍ୱିନ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, କନ୍ୟା ଚନ୍ଦ୍ର, ଚିତ୍ରା ନକ୍ଷତ୍ର । ଦଗ୍ଧାତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ବିଛା ଓ ମୀନ ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ଦିବା ଘ୧୨/୫୨ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୯/୫୩ରୁ ଘ୧୧/୩୦, କାଳବେଳା - ଦିବା ଘ୧୧/୩୩ରୁ ଘ୧/୫୩, କାଳରାତ୍ରି - ଘ୮/୫୩ରୁ ଘ୧୦/୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୦ରୁ ଘ୯ା୫୩, ଘ୧୨ା୪୦ରୁ ଘ୨ା୪୭ । ଅମୃତ-ସୂର୍ଯ୍ୟୋଦୟରୁ ଘ୮/୦, ସଂଧ୍ୟା ଘ୫ା୪୦ରୁ ଘ୯/୨୦, ରାତ୍ରି ଘ୨/୪୦ରୁ ନିଶାନ୍ତ ।

 

୨୩.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୭ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୩ ତାରିଖ, ଶନିବାର, ଆଶ୍ୱିନ ଶୁକ୍ଳପକ୍ଷ, ତୃତୀୟା ତିଥି, ତୁଳା ଚନ୍ଦ୍ର, ସ୍ୱାତୀ ନକ୍ଷତ୍ର । ଦଗ୍ଧା ଓ ତ୍ର୍ୟହସ୍ପର୍ଶା ତିଥି-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତନକ୍ଷତ୍ର, ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୪୬ରୁ ଘ୨/୩୯, କାଳବେଳା - ସୂର୍ଯ୍ୟୋଦୟରୁ ଘ୬ା୪୬, ଦିବା ଘ୪/୧୯ରୁ ଘ୬/୪୬, କାଳରାତ୍ରି - ଘ୪/୧୯ରୁ ନିଶାନ୍ତ । ମୃତେ ପୁଷ୍କର ୧ପାଦ, ରାତ୍ରି ଘ୩ା୪୪ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୪୬ରୁ ଘ୮ା୩୯ । ଅମୃତ-ଦିବା ଘ୧୦/୨୬ରୁ ଘ୧୨/୪୬, ଘ୨ା୩୯ରୁ ଘ୪ା୧୯, ରାତ୍ରି ଘ୧୧/୨୬ରୁ ଘ୩ା୨୬ ।

 

୨୪.୯.୨୦୧୭
ଶ୍ରୀ ସମ୍ବତ୍ ୨୦୭୩/୭୪, ଶକାବ୍ଦ ୧୯୩୮/୩୯, ଯୁଗାବ୍ଦ ୫୧୧୭/୧୮, ସ୍ୱାଧୀନାବ୍ଦ ୭୦, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର କନ୍ୟା ଦି୮ନ, ଇଂରାଜୀ ୨୦୧୭ ମସିହା, ସେପ୍ଟେମ୍ବର ୨୪ ତାରିଖ, ରବିବାର, ଆଶ୍ୱିନ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ତୁଳା ଚନ୍ଦ୍ର, ବିଶାଖା ନକ୍ଷତ୍ର । ଅଦ୍ୟ ନତପଞ୍ଚମୀ, ବିରଜାଦେବୀଙ୍କ ପଞ୍ଚମୀ ହୋମ । ଗଳଗ୍ରହ ତିଥି-ଯାତ୍ରାଦି ଶଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ତୁଳା, ମକର, ମେଷ, ବୃଷ ଓ ସିଂହ ରାଶି । ମେଷ ରାଶିର ଘାତବାର, ବୃଷ ଓ କୁମ୍ଭ ରାଶିର ଘାତତିଥି, ଧନୁ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧୧ା୪୭ ଗତେ ବିଛା, ମକର, କୁମ୍ଭ, ମିଥୁନ ଓ କନ୍ୟା ରାଶିର ଚନ୍ଦ୍ରଶୁଦ୍ଧି । ବୃଷ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୨ରୁ ଘ୧୨/୧୨, କାଳବେଳା - ଦିବା ଘ୧୨/୧୨ରୁ ଘ୧/୧୯, କାଳରାତ୍ରି - ଘ୧/୧୯ରୁ ଘ୨ା୨୬ । ମୃତେ ପୁଷ୍କର ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ - ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୦ରୁ ଘ୧୦ା୩୩, ଘ୧ା୨୦ରୁ ଘ୩ା୨୭, ସଂଧ୍ୟା ଘ୬ା୨୦ରୁ ଘ୮ା୨୭, ରାତ୍ରି ଘ୨ା୨୭ରୁ ଘ୪ା୨୦ । ଅମୃତ-ପ୍ରାତଃ ଘ୬/୨୦ରୁ ଘ୮/୪୦, ରାତ୍ରି ଘ୮/୨୭ରୁ ଘ୧୦ା୭ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top